Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୁଇ ପୃଥକ ମମଲାରେ ଗିରଫ ହେଲ ଦୁଇ ଅଭିଯୁକ୍ତ
ଆଞ୍ଚଳିକ

ଦୁଇ ପୃଥକ ମମଲାରେ ଗିରଫ ହେଲ ଦୁଇ ଅଭିଯୁକ୍ତ

July 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ପୁଲିସ ଦୁଇ ପୃଥକ ମାମଲରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ତାଳଦଣ୍ଡାରୁ ଚୋରା ଗଞ୍ଜେଇ ବେପାର ଓ ଅନ୍ୟାନ ମାମଲାରେ ପ୍ରମୋଦ ଦାସ ଗିରଫ ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଚୋରୀ ଘଟଣାର ଚଟୁଆ ଅଞ୍ଚଳର ବିକାଶ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି। ପ୍ରମୋଦଙ୍କ ନାମରେ କୁଜଙ୍ଗ ପୁଲିସ ନିକଟରେ ଅଭିଯୁକ୍ତଙ୍କ ନାମରେ ୩୨୪/୨୩ରେ ଏକ ମାମଲା ରହିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଦାଲତ ଚାଲଣ କରିଛି।

କୌଣସି ସୂତ୍ରରୁ ପୁଲିସ ସୂଚନା ପାଇଁ ତାଳଦଣ୍ଡାରେ ପହଞ୍ଚି ଅଭିଯୁକ୍ତ ଚୋରା ଗଞ୍ଜାଇ ବିକୁଥିବା ସନ୍ଦେହ କରି ସାଦା ପୋଷାକରେ ଅଭିଯୁକ୍ତକୁ ଧରିବା ବେଳେ ଅନ୍ୟ ଏକ ଘଟଣା କ୍ରମେ କୁଜଙ୍ଗ ଥାନାର ଅନ୍ୟ ଏକ ମାମଲରେ ଏକ ଦୁର୍ଦାନ୍ତ ଅପରାଧି ଲୁହା ଖୁଣ୍ଟ ସହ ଚୋରି କରୁଥିବା ବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ଘଟଣା ସ୍ଥଳରେ ନିଜ ଗାଡି ଛାଡି ଓ ଅନ୍ୟାନ ଚୋରି ସାମଗ୍ରୀ ଛାଡି ଖସିଯିବାକୁ ସକ୍ଷମ ହୋଇଥିଲା। ଏହା ପରଠାରୁ ପୁଲିସ ଏହି ଅପରାଧିଙ୍କ ଉପରେ ଶକ୍ତ ନଜର ରଖିଥିବା ବେଳେ ତାଙ୍କୁ ଗିରଫ କରିଥିବା ଜଣାପଡିଛି।

କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ସାଦା ପୋଷାକରେ ନିଜେ ଯାଇ ଅଭିଯୁକ୍ତକୁ ଚକମା ଦେଇ ଗିରଫ କରିଥିବା ବେଳେ ଆଗାମି ଦିନରେ ଅପରାଧିକ ଘଟଣାରେ କାହରିକୁ ଛଡା ଯିବ ନାହିଁ ବୋଲି କହିଛନ୍ତି।

କୁଜଙ୍ଗ ପୁଲିସ ତାଳଦଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.