Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ଉଠା ଦୋକାନୀକୁ ଉଚ୍ଛେଦ କଲା ପ୍ରଶାସନ
ଆଞ୍ଚଳିକ

ବାଲୁଗାଁ: ଉଠା ଦୋକାନୀକୁ ଉଚ୍ଛେଦ କଲା ପ୍ରଶାସନ

October 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଦିନକୁଦିନ ବ୍ୟସ୍ତବହୁଳ ବାଲୁଗାଁ ସହରରେ ବେଆଇନ ଭାବେ ଉଠା ଦୋକାନ ବଜାର ଗଢି ଉଠୁଥିବା ବେଳେ ଟ୍ରାଫିକ ସମସ୍ୟାର ମୂଳ କାରଣ ପାଲଟିଛି। ସହରର ପ୍ରମୁଖ ରାସ୍ତା ହେଉ ଅବା ଆଇବି ରୋଡ଼ ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ବେପାର ଜାରି ରଖିଥିବା ବେଳେ ଗ୍ରାହକମାନେ ଉକ୍ତ ଦୋକାନ ସମ୍ମୁଖରେ ଗାଡି ମୋଟର ରଖି ଅନାୟାସରେ ଜିନିଷପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଅଯଥା ରାସ୍ତା ଜାମ ହେବା ସହ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗିରହୁଛି।

ଏହିପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ରାସ୍ତା ଉଭୟ ପାର୍ଶ୍ୱରୁ ଉଠା ଦୋକାନୀଙ୍କୁ ଉଛେଦ ପ୍ରକ୍ରିୟା ଜାରି କରାଯାଇଛି। ଏଥିସହିତ ସମସ୍ତ ଉଠା ଦୋକାନୀ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହି ବେପାର କରିବାକୁ କହିଥିବା ବେଳେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଉଠା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇଆଇସି ଶ୍ରୀ ପରିଡା ତାଗିଦ କରିଛନ୍ତି।

ଉଠା ଦୋକାନୀ ଜୟ ପ୍ରକାଶ ପରିଡ଼ା ଟ୍ରାଫିକ ସମସ୍ୟା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.