Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଗୋଠରୁ ଛେଳି ଚୋରି ଅଭିଯୋଗ, ୪ ମୃତ ଛେଳି ଉଦ୍ଧାର, ଜଣଙ୍କୁ ଅଟକ ରଖିଲା ପୋଲିସ
ଆଞ୍ଚଳିକ

ବାଣପୁରରେ ଗୋଠରୁ ଛେଳି ଚୋରି ଅଭିଯୋଗ, ୪ ମୃତ ଛେଳି ଉଦ୍ଧାର, ଜଣଙ୍କୁ ଅଟକ ରଖିଲା ପୋଲିସ

December 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମନଇଛାପୁର ଗ୍ରାମରେ ୧୦ ଗୋଟି ଛେଳି ଚୋରି ଅଭିଯୋଗରେ ପୋଲିସ ଜଣକୁ ଅଟକ ରଖିଛି।

ସୂଚନା ମୁତାବକ କୁଲେଇ ଗ୍ରାମ ପଞ୍ଚାୟତ ମତପଖରା ଗ୍ରାମର ବଇଁଶୀ ପାତ୍ର ମନଇଚ୍ଛାପୁରର ଜନୈକ ବ୍ୟକ୍ତିଙ୍କ ଜମିରେ ଜମି ଉର୍ବର ପାଇଁ ୧୨ ଗୋଟି ଛେଳି ଗତ ରାତିରେ ଛାଡିଥିଲେ।  ଉକ୍ତ ଛେଳି ମଧ୍ୟରୁ ୧୦ଟି ଛେଳି ଗାଏବ ହେବା ସମ୍ପର୍କେ ବଂଶୀ ବାଣପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି ଛେଳିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯଇଥିବା ବେଳେ ସେମାନଙ୍କର ବ୍ୟବଚ୍ଛେଦ କରାଯାଇଛି।

ତେବେ ଅବଶିଷ୍ଟ ଛେଳି ଗୁଡିକୁ ଉଦ୍ଧାର କରାଯାଇ ନଥିବା ବେଳେ ବାଣପୁର ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ବରଡ଼ି ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଥାଉକି ଆଗକୁ ନୂଆବର୍ଷ ଥିବାବେଳେ ଏକାଧିକ ଛେଳି ଚୋରୀକୁ ନେଇ ଅଞ୍ଚଳରେ କୌତୁହଳ ଦେଖାଯାଇଛି।

ଚୋରି ଅଭିଯୋଗ ବାଣପୁର ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.