Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ଏକତା ସଭା
ଆଞ୍ଚଳିକ

ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ଏକତା ସଭା

August 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚାନ୍ଦପୁର: ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ବରିଷ୍ଠ ବୀମା ଉନ୍ନୟନ ଅଧିକାରୀ ଉପେନ୍ଦ୍ର କ୍ରାଜିଙ୍କ ତତ୍ୱାବଧାନରେ ଚାନ୍ଦପୁର ଅପସରା ହୋଟେଲ ଠାରେ ଏକତା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ଅନିୟ ମହାନ୍ତି, ସହ ଶାଖା ପ୍ରବନ୍ଧକ ଆଲୋକ କ୍ରୀତ୍ତି, ବୀମା ଉନ୍ନୟନ ଅଧିକାରୀ ଉପେନ୍ଦ୍ର କ୍ରାଜି, ବରିଷ୍ଠ ଅଭିକର୍ତ୍ତା ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଶାଖା ପ୍ରବନ୍ଧକ ଶ୍ରୀ ମହାନ୍ତି ଓ ସହ ଶାଖା ପ୍ରବନ୍ଧକ ଶ୍ରୀ କ୍ରୀତ୍ତି ଜୀବନ ବୀମାର ଉପାଦେୟତା ଓ ଆବଶ୍ୟକୀୟ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଭିକର୍ତ୍ତା ମାନଙ୍କୁ ବିଭିନ୍ନ ବୀମା ଯୋଜନା ବିମାକାରୀଙ୍କ ନିକଟରେ କିଭଳି ଉପସ୍ଥାପନ କରିବା ନେଇ ପ୍ରଶିକ୍ଷଣ ଦେବା ସହ ନୂତନ ବୀମା ଯୋଜନାରେ କିଭଳି ଗ୍ରାହକମାନେ ଆକୃଷ୍ଠ ହୋଇ ପାରିବେ ପ୍ରଶିକ୍ଷଣ ଦିଆଯାଇଥିଲା।

ବରିଷ୍ଠ ଉନ୍ନୟନ ଅଧିକାରୀ ଶ୍ରୀ କ୍ରାଜି ୟୁନିଟିର ଅଭିକର୍ତ୍ତାମାନଙ୍କୁ ଭାରତୀୟ ଜୀବନ ବୀମା ନିଗମରେ ରୋଜଗାରକ୍ଷମ ସହ କ୍ଲବ ମେମ୍ବର ଯୋଗ୍ୟତା ନିମିତ୍ତ ପବର୍ତ୍ତାଇ ଥିଲେ ଜୀବନବୀମା ପ୍ରତିନିଧି ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବାଲୁଗାଁ ଶାଖା
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026
Latest News

ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’

September 22, 2026

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

September 22, 2026

୨୮ ତାରିଖକୁ ଘୁଞ୍ଚିଲା ଓସିଏ ନିର୍ବାଚନ ମାମଲା ପରବର୍ତ୍ତୀ ଶୁଣାଣି

September 22, 2026

ବଜ୍ରାଘାତରେ ୧୭ ବର୍ଷୀୟା ଯୁବତୀ ମୃତ, ୩ ଗୁରୁତର

September 22, 2026

ଓଡ଼ିଶା ପୋଲିସରେ ଅଦଳବଦଳ: ଭୁବନେଶ୍ୱର, ବ୍ରହ୍ମପୁର ଓ ଢେଙ୍କାନାଳରେ ନୂତନ ଆରକ୍ଷୀ ଅଧିକାରୀ ନିଯୁକ୍ତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.