Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ଶିଶୁବାଟିକା ଶ୍ରେଣୀ ପାଇଁ ପାଞ୍ଚ ଦିବସୀୟ “ପ୍ରସ୍ତୁତି“ ପ୍ରଶିକ୍ଷଣ ଶିବିର ଉଦଯାପିତ
ଆଞ୍ଚଳିକ

ବାଣପୁର ବ୍ଲକରେ ଶିଶୁବାଟିକା ଶ୍ରେଣୀ ପାଇଁ ପାଞ୍ଚ ଦିବସୀୟ “ପ୍ରସ୍ତୁତି“ ପ୍ରଶିକ୍ଷଣ ଶିବିର ଉଦଯାପିତ

March 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ଵ ପ୍ରଦାନ କରି ଓଡ଼ିଶା ସରକାରଙ୍କ ଦ୍ବାରା ଜାତୀୟ ଶିକ୍ଷା ନୀତି – ୨୦୨୦ କୁ ଆଧାର କରି ଆସନ୍ତା ଶିକ୍ଷା ବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଶିଶୁ ବାଟିକା ଶ୍ରେଣୀର ୫ ରୁ ୬ ବର୍ଷର ଶିଶୁ ମାନଙ୍କୁ କିପରି ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଯିବ ତାହାକୁ ଆଧାର କରି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ, ଓଡ଼ିଶା ଦ୍ବାରା ପ୍ରସ୍ତୁତ ଶିଶୁ ବାଟିକା ପ୍ରଶିକ୍ଷଣ ପେଟିକା “ପ୍ରସ୍ତୁତି” କୁ ଆଧାର କରି ବଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ , ବାଣପୁର ଠାରେ ୧୧୧ ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ନେଇ ତା ୦୭.୦୩.୨୦୨୫ ଠାରୁ ୧୨.୦୩.୨୦୨୫ ରିଖ ପର୍ଯନ୍ତ ପାଞ୍ଚଦିନ ବ୍ୟାପୀ ପ୍ରସ୍ତୁତି ତାଲିମ କାର୍ଯକ୍ରମ କୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସି. ଏଚ. ବିଜୟଲକ୍ଷ୍ମୀ ଙ୍କ ଦ୍ଵାରା ଦୁଇଟି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରାଯାଇଥିଲା।

ଉକ୍ତ ଶିବିରକୁ ଆଠ ଜଣ ପ୍ରଶିକ୍ଷକ ସି. ଆର. ସି. ସି. ସୂର୍ଯ୍ୟକାନ୍ତ ବେହେରା , ତାପସ ମହାରଣା , ମନୋରଂଜନ ଖୁଣ୍ଟିଆ,ଅଭିମନ୍ୟୁ ସ୍ଵାଇଁ ,ନରେଶ କୁମାର ପଣ୍ଡା ,ଦିବାକର ମୁଦୁଲି, ଜଗନ୍ନାଥ ବାସ୍କେ , ସଞ୍ଜୟ କୁମାର ଭୋଇ ପରିଚାଳନା କରିଥିଲେ। ଜାତୀୟ ପାଠ୍ୟକ୍ରମ ଆଧାରରେ ପ୍ରାରମ୍ଭିକ ସ୍ତରରେ ଧାର୍ଯ୍ୟ କରାଯାଇଥିବା ୧୩ ଟି ପାଠ୍ୟକ୍ରମ ର ଲକ୍ଷକୁ ହାସଲ କରିବା ପାଇଁ ନାଚ , ଗୀତ ,ଖେଳ ମାଧ୍ୟମରେ ଶିଶୁ ବାଟିକା ଶ୍ରେଣୀର ଶିକ୍ଷଣ ଫଳାଫଳ କୁ ହାସଲ କରିବାରେ ସହାୟକ ହେବାର ଗୁରୁତ୍ବକୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ସେଠୀ ବର୍ଣ୍ଣନା କରି ଏହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

ଓଡିଶା ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026

ଆଜିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଜାତୀୟ ସମ୍ମିଳନୀ

September 11, 2026

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.