Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି
ଆଞ୍ଚଳିକ

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ବାଣପୁର: 'ମା ପାଇଁ ଗଛଟିଏ" ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପରିଦର୍ଶନରେ ଆସି ନୂତନ ଏସପି ବିବେକାନନ୍ଦ ଶର୍ମା ଦୁଇ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଥାନା ପ୍ରାଙ୍ଗଣରେ ନିର୍ମିତ ନୂତନ ଛାୟାଘର ଭିତରେ ପୋଲିସ ଗାଡ଼ି ରଖିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଉଦଘାଟନ କରିଥିଲେ ଏସପି। ଏହି ସ୍ଥାନରେ “ରିଜର୍ଭଡ଼ ” ଚିହ୍ନ ଦ୍ୱାରା ଚିହ୍ନିତ ଦୁଇଟି ଗାଡ଼ି ସ୍ଥାନ, ମାରିଗୋଲ୍ଡ ଫୁଲର ଶୋଭା, ଓଡିଶା ପୋଲିସ ଲୋଗୋ ସହିତ ଦେଖିବାକୁ ମିଳିଥିଲା, ଯାହାକି ଥାନାର ବୃହତ୍ ଦୃଷ୍ଟିକୋଣ ଓ ବ୍ୟବସ୍ଥାପନ ଦକ୍ଷତାକୁ ପ୍ରତିବିମ୍ବିତ କରେ।

ସେହିପରି ଭାବେ ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍‌ବୋଧିତ କରିବା ଉଦ୍ଦେଶ୍ୟରେ ଏସ୍‌ପିଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଓ ସମସ୍ତ ଥାନା କର୍ମଚାରୀମାନେ ମିଳିମିଶି ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ଏହାପରେ ଏସପି ଶ୍ରୀ ଶର୍ମା ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଥିଲେ।

ଉକ୍ତ ସମୟରେ ସେ ସ୍ଥାନୀୟ ସେବାୟତ ଏବଂ ଜନସାଧାରଣଙ୍କ ସହ ମନ୍ଦିର ଓ ସହରର ସୁରକ୍ଷା ନେଇ ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଣପୁର ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ।

'ମା ପାଇଁ ଗଛଟିଏ" ଅଭିଯାନ ଖୋର୍ଦ୍ଧା ଏସପି ବାଣପୁର ବିବେକାନନ୍ଦ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

ଚିଲିକା: ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

December 8, 2025
Latest News

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025

ଛଅଟି ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ପ୍ରଦର୍ଶିତ, ସବୁଠି ଭାବବିହ୍ୱଳ ହେଲେ ଦର୍ଶକ

December 13, 2025

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

December 13, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.