Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଉଦଘାଟିତ
ଆଞ୍ଚଳିକ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଉଦଘାଟିତ

February 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତିସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଆୟୋଜିତ ହୋଇଯାଇଛି|  ଏହି ଅବସରେରେ  ଉଚ୍ଚ ଶିକ୍ଷା ,କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ|ସେ ଅତୀବ ରୋଚକ ଭାବରେ ସରଳତା ,ସତ୍ୟ , ଶୃଙ୍ଖଳା  ପରି ମାନବୀୟ ମୂଲ୍ୟ ବୋଧ କୁ ଆଦରି ନେବାକୁ ପରାମର୍ଶ  ଦେଇଥିଲେ | ବିଶ୍ୱବିଦ୍ୟାଳୟର ପରିବେଶରେ  ଅଦ୍ଭୁତାପୂର୍ଣ ବାତାବରଣ ଥିବାରୁ ସେ ଏହିଠାରେ ଛାତ୍ର ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ |ଅନ୍ୟ ଦେଶ ତୁଳନା ରେ ଭାରତ ଗବେଷଣା କ୍ଷେତ୍ର ରେ ପଛୁଆ ଥିବାରୁ ସେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଏହି ଦିଗରେ ନିଜର ରୁଚି ବଢେ଼ଇବାକୁ  କହିଥିଲେ | ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସୁଖମୟ ବାତାବରଣ ର ଭୁରି ଭୁରି  ପ୍ରଶଂସା କରିଥିଲେ |

ଏହି ଅବସରରେ ସଂଗୀତ ବିଭଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ବତୀ ବନ୍ଦନା,ନୃତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ  ଓଡିଶୀ  ନୃତ୍ୟ ଓ ଯୋଗ ବିଜ୍ଞାନ ବିଭାଗ ତରଫରୁ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା  |

ସେହିପରି,ଉଦ୍ଘାଟନୀ ଉତ୍ସବ ରେ ଇନ୍ଷ୍ଟିଟ୍ୟୁଟ ଅଫ କ୍ୱାଲିଟି ଆଣ୍ଡ ଏନବିରମେଣ୍ଟ  ସେରବିସସ ପ୍ରାଇଭେଟ ଲିମିଟେଡ଼  ର ନିର୍ଦେଶକ ଏବଂ ପ୍ରତିଷ୍ଟାଥା,ଶ୍ରୀ ସୁବ୍ରତୋ ପାଣିଗ୍ରାହୀ   ଓ ୱେଷ୍ଟ ବେଙ୍ଗଲ , ମିଳିତ ଜାତିସଂଘ ଫେଡେରେସନର ସେକ୍ରେଟାରୀ ଜେନେରାଲ  ସୁଶ୍ରୀ କୁସୁମ ମୁସାଦ୍ଦି ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ|ଅନ୍ୟ  ମାନଙ୍କ ମଧ୍ୟ ରେ ବିଶ୍ୱବିଦ୍ୟାଳୟ ର  କୂଳସଚିବ ଡ଼. ବି ଆର  ଶର୍ମା ,ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ଉପସ୍ଥିତ ଥିଲେ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ସାଧାରଣ ସଂପାଦକ କୁମାରୀ ପ୍ରଣତି ନାଗ ସାଇ  କାଯ୍ୟକ୍ରମ ପରିଚାଳନା କରିଥିଲେ | ଏହି କାଯ୍ୟକ୍ରମ ଛାତ୍ର ଛାତ୍ରୀ ମାନକ ସୁପ୍ତ ପ୍ରତିଭା କୁ ପରିଷପୁଟ୍ଠା କରିବାରେ ସହାୟକ ହୋଇଛି |ତୁର୍ତିୟ ଥର ପାଇଁ ଏହି କାଯ୍ୟକ୍ରମ ର ଆୟୋଜନ କରାଯାଇଛି |ଏହିଥିରେ ୨୦ ରୁ ଅଧିକ ଶିକ୍ଷା ଅନୁଷ୍ଠାନ ରୁ ମୋଟ ୫୦୦ ଉତ୍କଣ୍ଠା ସହ ଛାତ୍ରଛାତ୍ରୀ ଓ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତ

Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Latest News

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.