Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓଡିଶାର ସାମାଜସେବୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କଲା ଭାରତୀୟ ଆଜାଦ ମଞ୍ଚ ପୁରୀ
ଆଞ୍ଚଳିକ

ଓଡିଶାର ସାମାଜସେବୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କଲା ଭାରତୀୟ ଆଜାଦ ମଞ୍ଚ ପୁରୀ

September 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଭାରତୀୟ ଆଜାଦ ମଞ୍ଚ ପୁରୀ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଓଡିଶାର ସାମାଜସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ଶନିବାର ଦିନ ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ସ୍ଥିତ ମହାବୀର କଲ୍ୟାଣ ମଣ୍ଡପ ଠାରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି।

ଉକ୍ତ ସମାରୋହରେ ଅତିଥି ଭାବରେ ଭାରତୀୟ ଆଜାଦ ମଞ୍ଚ ଓଡିଶାର ରାଜ୍ୟ ସଭାପତି ଡ. ଅମ୍ବୁଜା ସାହୁ, ବ୍ରହ୍ମପୁରରୁ ଡ. ମଧୁସୂଦନ ସାହୁ ଓ ଡ. ସନ୍ତୋଷ କୁମାର ସାହୁ, ସାମାଜସେବୀ ପ୍ରଦ୍ୟୁମ୍ନ ପରିଡା ପୁରୀ, ଶିବଶକ୍ତି ସୋସିଆଲ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍ ର ସଭାପତି ବିଶ୍ଵନାଥ ପ୍ରତାପ ଜେନା, ଭାରତୀୟ ଆଜାଦ ମଞ୍ଚ ଓଡିଶାର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ବେହେରା, ଭାରତୀୟ ଆଜାଦ ମଞ୍ଚ ପୁରୀର ସଭାପତି ଚନ୍ଦ୍ରକାନ୍ତି ମହାନ୍ତି ଉପସ୍ଥିତ ଥିଲେ।

ଉକ୍ତ ସଭାର ସଭାପତିତ୍ଵ କରିଥିଲେ ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ, ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ଶିକ୍ଷୟିତ୍ରୀ ସୁଜତା ନାୟକ। ମଞ୍ଚାସୀନ ଅତିଥିବୃନ୍ଦ ବିଭିନ୍ନ ସ୍ଥାନରୁ ଆସିଥିବା ସାମାଜସେବୀ ମାନଙ୍କୁ ଅଜସ୍ର ପ୍ରଶଂସା କରିବା ସହିତ ସମ୍ମାନ ପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ  ଭଦ୍ରକର କୁନି ସାମାଜସେବୀ ମାମାଲି ପଣ୍ଡା, ପଶୁ ପ୍ରେମୀ ପ୍ରଦୀପ ଦାସ, ଓଡିଶା ବ୍ଳଡ଼ ଡୋନୋର ସଭାପତି ସାଗର ସ୍ୱାଇଁ, ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ, ଶିକ୍ଷୟିତ୍ରୀ ସୁଜତା ନାୟକ, ଜ୍ଞାନ ରଞ୍ଜନ ଦାସ, ରଶ୍ମିରେଖା ଶୁଭାସିନୀ, ଯୁବଶକ୍ତି ସେବା ସଂଗଠନ, କେନ୍ଦୁଝରର ସାଇକୃଷ୍ଣା ସହାୟତା ଫାଉଣ୍ଡେସନ, କେନ୍ଦୁଝରର ସାହାଯ୍ୟ ସେବା ଟ୍ରଷ୍ଟ , ହେଲଫ୍ ହ୍ୟାଣ୍ଡ ସୋସାଇଟ୍, ୟାରିଆନ ଫାଉଣ୍ଡେସନ ଏ ସୋସିଆଲ ୱେଲଫେଆର ଟ୍ରଷ୍ଟ, ସମ୍ଭବ ଟ୍ରଷ୍ଟ କଟକ, ଦୁଃଖ ମୁହଁରେ ସୁଖ କଟକ, ବିପଦ ବନ୍ଧୁ ସେବା ସଂଗଠନ ଭଦ୍ରକ, ସାମାଜିକ ସହାୟତା ଗୋଷ୍ଠୀ, ଓମ୍ ସାଇ ସେବା ସମିତି କେନ୍ଦୁଝର, ଉତ୍ସର୍ଗ, ମହାବାହୁ ଗ୍ରୁପ୍ ଓଡିଶା, କେନ୍ଦୁଝରର ଶିବଶକ୍ତି ସୋସିଆଲ ଡେଭେଲପମେଣ୍ଟ ଅର୍ଗାନାଇଜେସନ, ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ, ଉର୍ଜାବାନ ଓଡିଶା, ଓଡିଶା ଆସୋସିଏସନ ଅଫ୍ ସେଫ୍ ସୋସାଇଟି, ଉତ୍କଳମଣି ନିସ୍ୱାର୍ଥ ସେବା ସଂଗଠନ, ଶ୍ରୀ ଅଲାରନାଥ ସେବାସଂଘ, ବାଘାଯତୀନ ସ୍ୱେଚ୍ଛାସେବୀ ସଂଗଠନ, ଉମିଦ, କଟକର ଶ୍ରୀ ଜଗନ୍ନାଥ ସାମାଜ ସେବା, ପୁରୀ କଣାସର ସାମାଜ ସେବୀ ମହାବୀର ସେନା, କେନ୍ଦ୍ରାପଡ଼ାର ପଞ୍ଚାୟତ ବିକାଶ ମଞ୍ଚ ସମୁହ ସମ୍ମାନିତ ହୋଇଥଲେ।

କରୋନା ଯୋଦ୍ଧା ସମ୍ମାନ ପୁରୀ ସମ୍ମାନିତ କଲା
Share. Facebook Twitter LinkedIn Email WhatsApp Copy Link

Related Posts

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’

September 22, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା

September 24, 2026

ଉଗ୍ର ହେଉଛି ଆଫଗାନ୍‌-ପାକ୍‌ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍‌ ଖସାଇଲା ପାକିସ୍ତାନ ସେନା

September 24, 2026

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦେଶ ଗସ୍ତ ସମ୍ଭାବନା: ଟ୍ରମ୍ପଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.