Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ରୋହିତଙ୍କୁ ଶକ୍ତ ଝଟ୍‌କା: ଅଧ୍ୟକ୍ଷ ପଦ ହାତେଇ ନେଲେ ସୁଦେଇଙ୍କ ପୁତ୍ରବଧୂ
ଆଜିର ଖବର

ବିଧାୟକ ରୋହିତଙ୍କୁ ଶକ୍ତ ଝଟ୍‌କା: ଅଧ୍ୟକ୍ଷ ପଦ ହାତେଇ ନେଲେ ସୁଦେଇଙ୍କ ପୁତ୍ରବଧୂ

March 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଆଜି ବ୍ଲକ୍ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁ୍‌ଦର୍ଶନ ସାହୁ (ସୁଦେଇ)ଙ୍କ ପୁତ୍ର ବଧୂ ସ୍ୱରୁପାରାଣୀ ସାହୁ ୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସାହେବୀର ସମିତିସଭ୍ୟା ବିଳାସିନୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ମାତ୍ର ୩ ଖଣ୍ଡ ଭୋଟ ମିଳି ସେ ପରାଜିତ ହୋଇଥିଲେ। ତାଙ୍କୁ ରୋହିତ ପୂଝାରୀ ସମର୍ଥନ କରୁଥିଲେ ମଧ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥିତ ତଥା ନାକଟିଦେଉଳ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ପୁତ୍ରବଧୂ ବିଜୟୀ ହୋଇଥିଲେ।

ଜାମୁଜୋରୀର ସମିତିସଭ୍ୟା ତଥା ବିଜେଡି ସମର୍ଥିତ ସ୍ୱର୍ଣଲତା ପ୍ରଧାନ ଭୋଟ ଦେବାକୁ ଆସି ନ ଥିଲେ। ସେ ପଟେ ରେଢାଖୋଲ ବିଧାୟକ ରୋହିତ ପୂଝାରୀଙ୍କ ସମର୍ଥିତ ପ୍ରାର୍ଥୀ ପରାଜୟ ବରଣ କରିଥିବା ବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡିର ପ୍ରମୋଦ ରଥ, ଆସଫ୍ ଅଲ୍ଲୀ ଖାଁ ଙ୍କ ସମର୍ଥିତ ପ୍ରାଥୀନୀ ସ୍ୱରୁପାରାଣୀ ସାହୁ ବିଜୟୀ ହୋଇଥିଲେ।

ବିଜେଡି ର ଦୁଇ ଗୋଷ୍ଠି ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ରୋହିତ ପୂଝାରୀ ସମର୍ଥୀତ ପ୍ରାର୍ଥୀ ଅଧ୍ୟକ୍ଷା ପଦରୁ ପରାଜିତ ହୋଇଯାଇଥିଲେ। ବିଜୟୀ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ଙ୍କୁ ସ୍ୱାଗତ କରିବା ପାଇଁ ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

ବିଜେପିର ଗୋବିନ୍ଦ ଅଗ୍ରଓାଲ , ବିଜେଡିର ପ୍ରମୋଦ ରଥ ତଥା ବହୁ ବରିଷ୍ଠ ନେତା ନାକଟିଦେଉଳରେ ଦେଖିବାକୁ ମିଳିଥିଲା। ରୋହିତ ଗୋଷ୍ଠି ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା।

ନାକଟିଦେଉଳ ପଂଚାୟତ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.