Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳର ତିନି ସ୍ଥାନରେ ଏନ୍‌ଆଇଏର ଚଢାଉ
ଆଜିର ଖବର

କେରଳର ତିନି ସ୍ଥାନରେ ଏନ୍‌ଆଇଏର ଚଢାଉ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କେରଳର କାସରଗୋଡ଼ ଓ ପାଲାକ୍କଡରେ ତିନି ସନ୍ଦିଗ୍ଧ ଆତଙ୍କୀକୁ ଜେରା କରୁଛି। ଏହି ତିନି ଜଣ ଆଇଏସ୍‌ଆଇଏସ୍‌ ସହ ସଂଶ୍ଳିଷ୍ଟ ଥିବା ଆଶଙ୍କାରେ ଚଢାଉ କରିଛି। ଏଜେନ୍ସିର ସନ୍ଦେହ ଯେ ଏହି ତିନି ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେବା ପାଇଁ ଦେଶ ଛାଡିବାକୁ ଥିବା ଲୋକଙ୍କ ସଂପର୍କରେ ଥିଲେ। ଏହା ବ୍ୟତୀତ ଏନଆଇଏ କାସରଗୋଡରେ ରହୁଥିବା ଅବୁ ବକର ଓ ଅହମ୍ମଦକୁ ସୋମବାର ସୁଦ୍ଧା କୋଚି ସ୍ଥିତ ସ୍ଥାନୀୟ ଏନଆଇଏ ଅଫିସରେ ହାଜର ହେବାକୁ କହିଛନ୍ତି। ସନ୍ଦିଗ୍ଧଙ୍କ ଘରେ ଚଢାଉ ସମୟରେ ଧାର୍ମିକ ଉପଦେଶ ସହ ଜଡିତ ଡିଭିଡି ଏବଂ ସିଡି କ୍ୟାସେଟ୍ ବ୍ୟତୀତ ଇସଲାମିକ ପ୍ରଚାରକ ଜାକିର ନାଇକର ଭାଷଣର କ୍ୟାସେଟ୍ ମିଳିଛି। ଏଥି ସହିତ ଜାକିର ନାଇକ ଏବଂ ସୈୟଦ କୁଠେବଙ୍କ ପୁସ୍ତକ ମଧ୍ୟ ଜବତ କରାଯାଇଛି। ଚଢାଉ ବେଳେ ଏନଆଇଏକୁ ମୋବାଇଲ ଫୋନ, ସିମକାର୍ଡ, ମେମୋରୀ କାର୍ଡ୍ସ, ପେନ ଡ୍ରାଇଭ, ଅରବୀ ଓ ମଲୟାଲି ଭାଷାରେ ଲେଖାହୋଇଥିବା ହାତଲେଖା ଚିଠି ମିଳିଛି। ୨୦୧୬ରେ ଗିରଫ ହୋଇଥିବା ଯୁବକ ହବିବ ରହମାନଙ୍କ ସୂଚନା ଅନୁଯାୟୀ କେରଳରୁ ୧୪ ଜଣ ଯୁବକ ଆଇଏସ୍‌ରେ ଯୋଗ ଦେବାର ଯୋଜନା କରୁଛନ୍ତି।

investigate kerala nia thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.