Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି
ଆଞ୍ଚଳିକ

ବାଣପୁର: ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

February 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି।

ସୂଚନା ମୁତାବକ ବାଣପୁର ଏନଏସି କୁମାରାଙ୍ଗ ଛକ ସ୍ଥିତ ମନୋଜ ନରେନ୍ଦ୍ରସିଂହ ନିକଟରେ ନାଚୁଣୀ ହରିପୁର ଗ୍ରାମରେ ଏକ ବ୍ରତୋପନୟନ କାର୍ଯ୍ୟରେ ଘରେ ତାଲା ପକାଇ ଯାଇଥିଲେ। ତେବେ ଘରେ ଫେରି ଦେଖିବାକୁ ପାଇଥିଲେକି ଘର ତାଲା ଭଙ୍ଗାଯାଇଛି। ଏବଂ ଦୁର୍ବୃତ୍ତମାନେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି।

ଅଭିଯୋଗ ପାଇ ପୋଲିସ କେସ ନମ୍ବର ୬୪/୨୪ ରେ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିବାର ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

ବାଣପୁର ସୁନା ଗହଣା ଚୋରି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026
Latest News

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ସମ୍ପର୍କରେ ଜାତିସଂଘରେ ଅଭିଯୋଗ ଦାଖଲ କଲେ ମହୁଆ ମୋଇତ୍ରା

September 17, 2026

ଭାଙ୍ଗିଗଲା ଆକୃତି ଏବଂ ପୃଥ୍ୱୀ ଶ’ଙ୍କ ସମ୍ପର୍କ: ନିର୍ବନ୍ଧର ମାତ୍ର ଛଅ ମାସ ପରେ ହେଲେ ଅଲଗା

September 17, 2026

ଆଉ ୫ ବର୍ଷ ଦାୟିତ୍ଵରେ ରହିବେ ଏନ. ଚନ୍ଦ୍ରଶେଖରନ: ସବୁଜ ସଙ୍କେତ ଦେଲା ଟାଟା ସନ୍ସ ବୋର୍ଡ 

September 17, 2026

ଓଡ଼ିଶା DGP ଚୟନ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ୨୨କୁ ଘୁଞ୍ଚିଲା

September 17, 2026

ପୁରୀରେ ଭେଜାଲ ଖଜା କାରଖାନା ଉପରେ ପୋଲିସର ଚଢ଼ାଉ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.