Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଚିଲିକା: ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ଆଇନ ମନ୍ତ୍ରୀ

June 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ନିଳାଦ୍ରୀ ପ୍ରସାଦ ପଞ୍ଚାୟତରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଲୋକଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏଲ.ଆଇ.ସି କାର୍ଡ ସର୍ଭିସ୍ ଲିମିଟେଡ଼ ଭୁବନେଶ୍ଵର ପକ୍ଷରୁ ଏକ ଅତ୍ୟାଧୁନିକ ନୂତନ ଆମ୍ବୁଲାନ୍ସକୁ ଦାନ କରିଛନ୍ତି।

ଉକ୍ତ ଆମ୍ବୁଲାନ୍ସକୁ ରବିବାର ଦିନ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ତାଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ଲୋକାର୍ପଣ କରିଥିଲେ। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଟି ନିଳାଦ୍ରୀ ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ସମୂହ ଅଞ୍ଚଳ ବାସୀଙ୍କୁ ୨୪/୭ ସେବା ପ୍ରଦାନ କରିବାରେ ସହାୟକ ହେବ। ଏଲ.ଆଇ.ସି ତରଫରୁ ଏହି ଜନମଙ୍ଗଳକାରୀ କାର୍ଯ୍ୟ ତଥା ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ଏହି ସେବା ମନୋଭାବ ସମସ୍ତଙ୍କ ପାଇଁ ଉଦାହରଣ ଅଟେ। ଏହି ନିଶୁଳ୍କ ଆମ୍ବୁଲାନ୍ସ ସେବା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଭାଜପା ପୂର୍ବତନ ରାଜ୍ୟ ସଭାପତି ତଥା ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଭାପତି ସମୀର ମହାନ୍ତି, ଏଲ.ଆଇ.ସି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି, ଭୁବନେଶ୍ୱର କ୍ଷେତ୍ର ପରିଚାଳକ, ଜୋନାଲର ବହୁ ବରିଷ୍ଠ ପଦାଧିକାରୀ ଗଣ ଉପସ୍ଥିତ ଥିଲେ।

ଏଲ.ଆଇ.ସି ଚିଲିକା ନିର୍ବାଚନ ମଣ୍ଡଳୀ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ନିଳାଦ୍ରୀ ପ୍ରସାଦ ପଞ୍ଚାୟତ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

July 24, 2025

ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ

July 24, 2025

ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କଲା ପ୍ରସାର ଭାରତୀ

July 24, 2025

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ନୀତି: ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

July 24, 2025
Latest News

ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

July 24, 2025

ମଞ୍ଚେଷ୍ଟରରେ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ, ୫୧ ବର୍ଷ ପରେ ଭାରତୀୟ ଓପନର ଭାବେ କଲେ ଏହି କୃତିତ୍ୱ

July 24, 2025

୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଦେଶର ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କାରବାର

July 24, 2025

ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କଲା ପ୍ରସାର ଭାରତୀ

July 24, 2025

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ନୀତି: ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.