
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ଆରମ୍ଭ ହେଉଛି ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ। ଏହି ଉତ୍ସବ ଜୟଦେବ ଭବନରେ ଚାରିଦିନ ଧରି ଚାଲିବ। ଏଥିରେ ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପାଞ୍ଚଟି ଲେଖାଏଁ ସିନେମା ପ୍ରଦର୍ଶିତ କରାଯିବ। ସେଗୁଡିକ ହେଲା

ଏହି ଉତ୍ସବରେ ମୋଟ 20 ଟି ଚଳଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ସେଥିରେ ଓଡିଆ ଚଳଚିତ୍ର 10ଟି ରହିଛି। ସେହିପରି ବଙ୍ଗଳା, ହିନ୍ଦି, କନ୍ନଡ ଛତିଶଗଡି, ମରାଠି ଏବଂ ଗୁଜୁରାଟୀ ପ୍ରମୁଖ ଭାଷାର ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ।