ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଶାଖା ସୂର୍କାବାଡି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଶୁଭାରମ୍ଭ

Published: Jul 6, 2025, 4:26 pm IST

ରଣପୁର: ସୂର୍କାବାଡି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବ୍ୟାଙ୍କ ଅଫ ଇଣ୍ଡିଆ ର ଏକ ନୂଆ ଶାଖା ଉଦଘାଟନ ମଧ୍ୟ ବାଚସ୍ପତିଙ୍କ କରକମଳରେ କରାଯାଇଛି। ଏହି ବ୍ୟାଙ୍କ ଶାଖା ଅଞ୍ଚଳବାସୀଙ୍କୁ ବିତ୍ତୀୟ ସୁବିଧା ଦେବା ସହ ବୃଦ୍ଧିମାନ ବ୍ୟାପାର ବଢ଼ିବାରେ ସାହାଯ୍ୟ କରିବ।

ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ଅନେକ ସ୍ଥାନୀୟ ବ୍ୟକ୍ତିମାନେ ସ୍ୱଇଚ୍ଛା ଭାବରେ ସହଯୋଗ କରିଥିଲେ। ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ନିର୍ମଳ କୁମାର ମତ୍ତଗଜସିଂହ, ଗଣେଶ୍ଵର ମାନ୍ଧାତା, ସୁଶାନ୍ତ ବେହେରା, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଫୁଲ୍ଲ ମଣ୍ଡଳ, ମନୋଜ ପାତ୍ର ଓ ଜିତେନ୍ଦ୍ର ନାୟକ ଙ୍କ ଏହି କାର୍ଯକ୍ରମଗୁଡିକରେ ସହଯୋଗ କରିଥିଲେ।

Related posts