Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ
ଆଞ୍ଚଳିକ

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଉତ୍ତିଷ୍ଠତ ଜାଗ୍ରତ ମହା ଶିବିର
ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

ଭୁବନେଶ୍ଵର: ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟଠାରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିର ଆୟୋଜିତ ହେଉଛି। ଉକ୍ତ ଶିବିରରେ ଯୋଗଦେବା ପାଇଁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ମୋଟ ତିରିଶ ଜଣ ଛାତ୍ରଛାତ୍ରୀ ସୋଆ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛନ୍ତି। ତେବେ ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ଏକ ତାରିଖ ପର୍ଯ୍ୟନ୍ତ ଚାଲିବ।

ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉକ୍ତ ଶିବିରକୁ ପରମ୍ ବୀର୍ ଚକ୍ର ବିଜେତା କ୍ୟାପଟେନ୍ ଯୋଗୀନ୍ଦ୍ର ସିଂହ ଯାଦବ୍ ମୁଖ୍ୟ ଅତିଥି ରୁପେ ଆସୁଥିବା ବେଳେ ବିବେକାନନ୍ଦ କେନ୍ଦ୍ରର ଉପସଭାପତି  ହନୁମନ୍ତ ରାଓ ଜି ଉପସ୍ଥିତ ରହି ପିଲାମାନଙ୍କୁ ମାର୍ଗଦର୍ଶନ କରିବେ। ଓଡ଼ିଶାର ବିଭିନ୍ନ କେନ୍ଦ୍ରରୁ ମୋଟ ଚାରିଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

ନଗର ବ୍ୟବସ୍ଥା ପ୍ରମୁଖ ସୁକାନ୍ତ ଭାଇ ଓ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ପିଲା ମାନଙ୍କ ସହିତ ଭୁବନେଶ୍ୱର ଯାତ୍ରା କରିଛନ୍ତି।

ଉତ୍ତିଷ୍ଠତ ଜାଗ୍ରତ ମହା ଶିବିର ବାଣପୁର ବାଲୁଗାଁ ସୋଆ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୫ ଅଭିଯୁକ୍ତ ଗିରଫ

September 28, 2025

ମହାସମାରୋହରେ ଚାଲିଛି ସପ୍ତମାତାଙ୍କ ବାହାର ପର୍ବ: ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

September 28, 2025

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ: ପୋଲିସର ତଦନ୍ତ ଜାରି

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025
Latest News

ବାଲୁଗାଁ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୫ ଅଭିଯୁକ୍ତ ଗିରଫ

September 28, 2025

ବରେଲି ହିଂସା: ମୌଲାନାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪ ଟି ବିଳାସପୂର୍ଣ୍ଣ ହୋଟେଲ ସିଲ୍

September 28, 2025

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

September 28, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ଏସିଆ କପ ଫାଇନାଲ ପୂର୍ବରୁ ଭରତକୁ ବଡ ଝଟକା: ହାର୍ଦ୍ଦିକ ପାଣ୍ଡ୍ୟା ବାହାର

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.