Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା
ଆଞ୍ଚଳିକ

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା
ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବାଣପୁର ବ୍ଲକର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ଅଭିବୃଦ୍ଧି ମେଳା-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨୭ ବିଦ୍ୟାଳୟରୁ ୭ ଗୋଟି ସବ ଥିମ ଯଥା -୧. ଜଳ ସଂରକ୍ଷଣ, ୨. ଶକ୍ତି ସଂରକ୍ଷଣ, ୩. ଵର୍ଯ୍ୟ ବସ୍ତୁ ହ୍ରାସ, ୪. ଇଲେକ୍ଟ୍ରୋନିକ୍ସ କାର୍ଯ୍ୟ ହ୍ରାସ, ୫. ପ୍ଲାଷ୍ଟିକ ବ୍ୟବହାର ନିରାକରଣ, ୬. ଜୀବନ ଶୈଳୀ ସ୍ବାସ୍ଥ୍ୟ ଅବସ୍ଥା, ୭. ଖାଦ୍ୟ ପ୍ରଣାଳୀର ପୋଷକ ତତ୍ତ୍ଵ ଉପରେ ଆଧାରିତ ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଛି। ପ୍ରତ୍ୟେକ ବର୍ଗ ରୁ ଶ୍ରେଷ୍ଠ ପ୍ରକଳ୍ପ କୁ ଜିଲ୍ଲା ସ୍ତରକୁ ବିଚାରକୁ ନେଇ ମନୋନୀତ କରାଯାଇଛି। ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟର ବିଚାରକ ମାନଙ୍କ ଦ୍ଵାରା ପ୍ରକଳ୍ପ ମନୋନୀତ ହୋଇସାରିଛି। ଉକ୍ତ ସାତ ଗୋଟି ପ୍ରକଳ୍ପ ସହିତ ପ୍ରଥମ, ଦ୍ୱିତୀୟ, ତୃତୀୟ ପ୍ରକଳ୍ପ କୁ ୧୫୦୦ ଟଙ୍କା, ୧୦୦୦ ଟଙ୍କା ଓ ୫୦୦ ଟଙ୍କାର ଅର୍ଥ ରାଶି ସହିତ ସର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଛି।

ଉଦଘାଟନୀ ଉତ୍ସବ ଓ ଉଦଯାପନୀ ଉତ୍ସବ ଯଥା ରୀତି ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କ ସହିତ ମହସମରୋହ ରେ ସମ୍ପାଦିତ ହୋଇଛି। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟର ସମସ୍ତ ସି ଆର ସି ସି, ଗୋଷ୍ଟି ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ କାର୍ଯକ୍ରମକୁ ମିଳିତ ଭାବେ ପରିଚାଳନା କରିଛନ୍ତି।

ଅଭିବୃଦ୍ଧି ମେଳା-୨୦୨୫-୨୬ ଜଳ ସଂରକ୍ଷଣ ଜୀବନ ଶୈଳୀ ସ୍ବାସ୍ଥ୍ୟ ଅବସ୍ଥା ପ୍ଲାଷ୍ଟିକ ବ୍ୟବହାର ନିରାକରଣ ବାଣପୁର ଵର୍ଯ୍ୟ ବସ୍ତୁ ହ୍ରାସ ଶକ୍ତି ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.