ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର ହୋଇଛି। ଅଭିଯୁକ୍ତ ମୁକେଶ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ଅଭିଯୁକ୍ତ ମୁକେଶକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଟାମଣା ଘଟି ନିକଟରେ ପୁଲିସ ଉପରକୁ ଆକ୍ରମଣ କରିଥିଲା। ଫଳରେ ବାଧ୍ୟ ହୋଇ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ତେବେ ପୁଲିସର ପାଲଟା ଗୁଳି ଅଭିଯୁକ୍ତର ଦୁଇ ଗୋଡ଼କୁ ବାଜି ସେ ଆହତ ହୋଇଥିବା ସୂଚନା। କରିଛି । ଅଭିଯୁକ୍ତ ମୁକେଶ ଏବେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛି ।


