Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜିର ଖବର

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Dharmendra Pradhan attends DISHA meeting in Sambalpur
Dharmendra Pradhan attends DISHA meeting in Sambalpur

ଭୁବନେଶ୍ଵର: ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି DISHAର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏବଂ ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ଜଳ ସେଚନକୁ ପ୍ରାଧାନ୍ୟ ଦିଆଯାଇ କୃଷକଙ୍କ ଉନ୍ନତି ନେଇ ବୈଠକରେ ଆଲୋଚନା ହୋଇଛି। ଏହା ସହ ରେଳ ଭିତ୍ତି ଭୂମିର ବିକାଶ ସହ ରେଳ ଷ୍ଟେସନର ଉନ୍ନତିକରଣ, ଟେଲିଫୋନ ଟାୱାର, ସବୁ ଗ୍ରାମ ପଂଚାୟତ ଓ ହାଇସ୍କୁଲକୁ ଇଣ୍ଟରନେଟ ସଂଯୋଗ, ପିଏମ ସୂର୍ଯ୍ୟଘର ଯୋଜନା, ଉପରେ ଆଲୋଚନା ହୋଇଛି। ବୈଠକରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ପ୍ରମୁଖ ଯୋଗଦେଇଥିଲେ।

dharmendra pradhan disha sambalpur ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026
Latest News

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ବଡ଼ ସୁରକ୍ଷା ତ୍ରୁଟି!: ବନ୍ଧୁକ ସହ ଦୁଇ ଗିରଫ

September 8, 2026

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.