Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଚିଲିକା ବିଧାୟକ
ଆଞ୍ଚଳିକ

ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଚିଲିକା ବିଧାୟକ

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଲୁଗାଁ : ଚିଲିକା ବ୍ଳକର ଆଙ୍କୁଲା ପଞ୍ଚାୟତ ଓ କୁମାଣ୍ଡଳ ପଞ୍ଚାୟତର ବରଡିହ ଠାରେ ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଏହି ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଚିଲିକା ବ୍ଳକ ଉପାଧ୍ୟକ୍ଷ ଉତ୍ପଳ ପାଇକରାୟ, ଆଙ୍କୁଲା ସରପଞ୍ଚ ମମତା ପାଇକରାୟ ଓ କୁମାଣ୍ଡଳ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

chilika PRASANTJAGDEV
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026
Latest News

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026

“ଆରଏସଏସକୁ ବ୍ୟାନ୍ କର”: USCIRFର ମୁଖ୍ୟଙ୍କ ବଡ଼ ଦାବି

August 20, 2026

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.