Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍‌ ପିନ୍ଧି ଏୟାରପୋର୍ଟରେ ନଜର ଆସିଲେ ପୂଜା
ଆଜିର ଖବର

ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍‌ ପିନ୍ଧି ଏୟାରପୋର୍ଟରେ ନଜର ଆସିଲେ ପୂଜା

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

 

ମୁମ୍ବାଇ : ବଲିଉଡ୍‌ ଠାରୁ ବଜାର ପର୍ଯ୍ୟନ୍ତ ସବୁଠୁ କରୋନାର ଭୟ ଦେଖିବାକୁ ମିଳୁଛି । କରୋନା ଯୋଗୁଁ ଫିଲ୍ମର ରିଲିଜ୍‌ ଡେଟ୍‌କୁ ଘୁଞ୍ଚା ଚାଲିଛି । ଏତଦ୍‌ବ୍ୟତୀତ ବଲିଉଡ୍‌ର ବହୁ ହସ୍ତୀ ବଡ ବଡ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ସାଧାରଣ ଜାଗାରେ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି ।

ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗେଡ୍‌ ଏବେ ମାସ୍କରେ ନଜର ଆସିଛନ୍ତି । ସଲମାନ ଖାନ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲୀ’ରେ ନଜର ଆସିବାକୁ ଥିବାବେଳେ ନିକଟରେ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ । ଆଗାମୀ ଫିଲ୍ମର ଶୁଟିଂ ପାଇଁ ନିକଟରେ ଜର୍ଜ୍ଜିଆ ଗସ୍ତ କରିଛନ୍ତି ପୂଜା ।

ନିଜ ଇନ୍‌ଷ୍ଟାଗାମ୍‌ ଆକାଉଣ୍ଟରେ ପୂଜା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଏୟାରପୋର୍ଟରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ପୂଜା ଏହି ଫଟରେ ଲଙ୍ଗ ସିଲ୍ଭ ଟି ସର୍ଟ ସହିତ ହାତରେ ଗ୍ଲୋବ୍ସ ପିନ୍ଧିଛନ୍ତି । କରୋନା ଭାଇସର୍‌ କବଳରୁ ବର୍ତ୍ତିବା ପାଇଁ ବେଶ୍‌ ପ୍ରସ୍ତୁତି କରିଛନ୍ତି ପୂଜା ।  ପୂଜାଙ୍କ ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଫଟୋଟି ପୋଷ୍ଟ ହେବାର କେତୋଟି ମିନିଟ ପରେ 6 ଲକ୍ଷରୁ ଉର୍ଦ୍ଧ୍ବ ଲାଇକ୍‌ ହୋଇଛି । ଗ୍ଲୋବସ୍‌ ଓ ମାସ୍କ ରେ ପୂଜାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପ୍ରଶଂସା କରିବା ସହିତ ନିଜ ନିଜର ବିଚାରକୁ କମେଣ୍ଟ୍ସରେ ଲେଖିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.