ଯାଜପୁର, ଓଡିଶାର ଯାଜପୁର ଜିଲ୍ଲା ପୋଲିସ ବର୍ତ୍ତମାନ ସହର ଛାଡି ଗାଁରେ କରୋନା ସହିତ ମୁକାବିଲା କରିବା ପାଇଁ ସଚେତନାତ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ଘରକୁ ଘର ବୁଲି ଲୋକଙ୍କ ଘରେ ରହିବା ସହିତ ବାହାରୁ କେହି ଗାଁକୁ ଆସିଲେ ଖବର ଦେବା ପାଇଁ ଲୋକଙ୍କୁ ବୁଝାଉଛନ୍ତି। JajpurPolice କରୋନା ସଚେତନତା ଯାଜପୁର ପୋଲିସ
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021