Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିନ୍ତାଗଲା: ଏଣିକି ଟଙ୍କା, ମୋବାଇଲ, ଲ୍ୟାପଟପ, ପାସବୁକକୁ ସାନିଟାଇଜେସନ କରିବା ପାଇଁ ବାହାରିଲା ଯନ୍ତ୍ର
ବିଶେଷ ଖବର

ଚିନ୍ତାଗଲା: ଏଣିକି ଟଙ୍କା, ମୋବାଇଲ, ଲ୍ୟାପଟପ, ପାସବୁକକୁ ସାନିଟାଇଜେସନ କରିବା ପାଇଁ ବାହାରିଲା ଯନ୍ତ୍ର

May 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
RCI, DRDO, Hyd has developed an Automated contactless UVC Sanitization Cabinet 'DRUVS' to sanitize Mobile phones, iPads, Laptops, Currency Notes, Cheque leafs, Challans, Passbooks, Paper, Envelopes. It has also developed an Automated UVC Currency Sanitizing Device, 'NOTESCLEAN'.
ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ ମୋବାଇଲ, ଲ୍ୟାପଟପ କିମ୍ବା ନୋଟ୍ କୁ ସାନାଟାଇଜସନ କରିପାରିବେ। ଏହି ଦୁଇଟି ଯନ୍ତ୍ରକୁ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଡିଫେନସ ରିସର୍ଚ୍ଚ ଡେଭଲପ ଅରଗାନାଇଜେସନ ବା ଡିଆରଡିଓ। ଜାଣନ୍ତୁ ସେ ମେସିନ ଦ୍ବୟ କଣ କିପରି କାମ କରେ।
ଧ୍ରୁବସ ଯନ୍ତ୍ରଟି କଣ ?
ଡିଆରଡିଓର ‘ଧ୍ରୁବସ’ ଯନ୍ତ୍ରଟି ହେଉଛି ସ୍ପର୍ଶ ବିହୀନ ବିଶୋଧନ ଯନ୍ତ୍ର ବା କ୍ୟାବିନ ଯାହା ଇଲଟ୍ରୋନିକ୍ ଉପକରଣ ବିଶୋଧନ କରିବ। ଏହି ମେସିନ ଭିତରେ ଲାପଟପ, ମୋବାଇଲ କିମ୍ବା ଆଉପାଡ ଭର୍ତ୍ତ କଲେ କିଛି ସମୟ ଭିତରେ ତାହା ବିଶୋଧିତ ହୋଇ ବାହାରିବ। ଏହି ସଂସ୍ଥାର ଗବେଷକମାନେ ବହୁ ଦିନ ଧରି ସାଧାରଣ ଲୋକଙ୍କ ବ୍ୟବହାରରେ ଆସୁଥିବା ବିଭିନ୍ନ ଉପକରଣ କିପରି ବିଷୋଧନ କରାଯାଇପାରିବ ତା ଉପରେ ଗବେଷଣା କରୁଥିଲେ। ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଏହି ଇଲୋଟ୍ରୋନିକ ଯନ୍ତ୍ରର ବ୍ୟବହାର ବେଶୀ ହେଉଥିବାରୁ ଏହା ଦ୍ବାରା ସଂକ୍ରାମଣ ବ୍ୟାପିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଗବେଷକମାନେ ସେହି ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟ କରି ଏହାକୁ ବାହାର କରିଛନ୍ତି।
ସ୍ବୟଂଚାଳିତ ଟଙ୍କା ବିଶୋଧନ ମେସିନ ‘ନୋଟସକ୍ଲିନ’ କଣ ?
ବର୍ତ୍ତମାନ ଲକ ଡାଉନ ସମୟରେ ମଧ୍ୟ ବ୍ୟାଙ୍କ କାରାବାର ଚାଲିଛି। ହେଲେ ଟଙ୍କା ଦିଆନିଆ, କାଗଜପତ୍ର ଦେବାନେବା, ପାସବୁକ ଅପଡେଟ କରିବା ପ୍ରଭୃତିରେ ସଂକ୍ରାମଣ ହେବା ସମ୍ଭାବନା ରହିଛି। ସେଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ସବୁବେଳେ ଭୟଭୟ ଭିତରେ କାମ କରୁଛନ୍ତି। ସେହି ଅସୁବିଧାକୁ ଦୂର କରିବା ପାଇଁ ଡିଆରଡିଓ ତରଫରୁ ବାହାରିଛି ନୋଟକ୍ଲିନ ମେସିନ। ଏହି ମେସିନରେ ଗ୍ରାହକମାନେ ଟଙ୍କା ଭର୍ତ୍ତି କଲେ ତାହା ଗଣତି ହେବା ସହିତ ସାନିଟାଇଜ ହୋଇ ବାହାରିବ।
ସେତିକି ନୁହେଁ ଏହି ମେସିନରେ ଯେ କୌଣସି ଫର୍ମ, ଲଫାଫା, ପାସବୁକ ଏବଂ ଚେକ୍ ପ୍ରଭୃତି ମଧ୍ୟ ବିଶୋଧିତ ହୋଇଇପାରିବ। କାରଣ ଏଗୁଡିକର ବ୍ୟବହାର ବ୍ୟାଙ୍କ କାରାବାରର ସାଧାରଣ ଘଟଣା ଏବଂ ଏଥିରେ ମଧ୍ୟ ସଂକ୍ରାମଣ ହେବାର ସମ୍ଭାବନା ରହିଛି। ଖୁବ ଶିଘ୍ର ଏହି ମେସିନ ଦ୍ବୟ ସାଧାରଣ ବ୍ୟବହାର ପାଇଁ ଯୋଗାଣ କରାଯିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି।

Drdo DrdoSanitiser
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ

May 6, 2026

ମେ’ ୯ ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ: ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ

May 6, 2026

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

May 6, 2026

ଥାଲାପତି ବିଜୟଙ୍କୁ ସମର୍ଥନ କରିବ କଂଗ୍ରେସ: କିନ୍ତୁ ରଖିଲା ଏହି ବଡ଼ ସର୍ତ୍ତ

May 6, 2026
Latest News

କେରଳରେ କିଏ ହେବ ମୁଖ୍ୟମନ୍ତ୍ରୀ ?

May 6, 2026

ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ

May 6, 2026

ବେଙ୍ଗାଲୁରୁରେ ହେବ ନାହିଁ IPL 2026 ଫାଇନାଲ, ନିୟମ ବଦଳାଇଲା BCCI: ଜାଣନ୍ତୁ କାରଣ

May 6, 2026

ମେ’ ୯ ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ: ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ

May 6, 2026

ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.