Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ଏହି ଟୁଇଟ୍‌ କରିଛି ରେକର୍ଡ, ଜାଣନ୍ତୁ କ’ଣ
ଆଜିର ଖବର

ମୋଦିଙ୍କ ଏହି ଟୁଇଟ୍‌ କରିଛି ରେକର୍ଡ, ଜାଣନ୍ତୁ କ’ଣ

December 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ  ଦୀପ ଜଳାଇବା ପାଇଁ ଏକ ଟୁଇଟ୍‌ କରିଥିଲେ, ଯାହା ରେକର୍ଡ କରିଛି । ଏପ୍ରିଲ୍ ମାସରେ, କରୋନା ଯୋଦ୍ଧାଙ୍କୁ ଅଭିବାଦନ  ତଥା କରୋନା ମହାମାରୀରୁ ବର୍ତ୍ତିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାତି 9ଟାରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ସାରା ଦେଶବାସୀଙ୍କୁ ନିବେଦନ କରି ଏକ ଟୁଇଟ୍‌ କରିଥିଲେ । ଯାହା ଚଳିତ ବର୍ଷ ଟୁଇଟରରେ ରେକର୍ଡ କରିଛି ବୋଲଇ ଟୁଇଟର ସୂଚନା ଦେଇଛି । ଅପ୍ରେଲ 5 ତାରିଖ ରାତ୍ରି 9ଟା ସମୟରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ନିବେଦନ କରିଥିବା ଟୁଇଟରେ  ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ସେହି ଟୁଇଟ୍ ରେକର୍ଡ ସୃଷ୍ଟି କରିଛି। ସେହିପରି ମୋଦିଙ୍କ ନିବେଦନଙ୍କୁ ରକ୍ଷା କରି ସାରା ଦେଶ ରାତି 9ଟାରେ 9 ମିନିଟ୍ ପାଇଁ ଏକ ଦୀପ ଜାଳିଥିଲା।  ପିଏମ ମୋଦୀଙ୍କ ଏହି ଟ୍ୱିଟକୁ 1 ଲକ୍ଷ 18 ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଯାହାକି ଚଳିତ ବର୍ଷ କୌଣସି ଭାରତୀୟ ରାଜନେତାଙ୍କ ଦ୍ୱାରା ସର୍ବାଧିକ ରିଟ୍ୱିଟ ହୋଇଥିବା ଟ୍ୱିଟ୍ ଅଟେ।

शुभं करोति कल्याणमारोग्यं धनसंपदा ।
शत्रुबुद्धिविनाशाय दीपज्योतिर्नमोऽस्तुते ॥ pic.twitter.com/4DeiMsCN11

— Narendra Modi (@narendramodi) April 5, 2020

ସେହିପରି ମୋଦିଙ୍କ ଟୁଇଟ୍‌ରେ ଶିଳ୍ପପତି ରତନ ଟାଟାଙ୍କ ଟୁଇଟ୍‌କୁ ମଧ୍ୟ ଅଧିକଥର ରିଟୁଇଟ୍‌ କରାଯାଇଛି । ସେହିପରି ଚଳିତ ବର୍ଷ ଟୁଇଟ୍‌ରେ ବାର୍ତ୍ତାଳାପ ତଥା କରୋନା ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିତର୍କ ମଧ୍ୟ ବେଶ୍‌ ହୋଇଛି ।

କୋଭିଡ୍‌ ବ୍ୟତୀତ ଚଳିତ ବର୍ଷ ଟୁଇଟ୍‌ରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା, ତାଙ୍କ କ୍ୟାରିଅର୍, ହାଥରସ୍‌ ଗଣଦୁଷ୍କର୍ମ, ଅଭିନେତା ବିଜୟଙ୍କ ସେଲ୍‌ଫି ଆଦିକୁ ଅଧିକ ମାତ୍ରାରେ ରିଟୁଇଟ୍‌ କରାଯାଇଛି । (ଏଜେନ୍ସି)

Modi tweet
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Latest News

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.