Author: thesamikhsya Admin

ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାର ଗଢିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ। ବିଭିନ୍ନ ନ୍ୟୁଜ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ୍ ପୁଲରୁ ଏହା ସ୍ପଷ୍ଟ ହୋଇଛି। ଆଜି ଝାଡଖଣ୍ଡର 81ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା। ଏହି ନିର୍ବାଚନ ସରିବା ପରେ ବିଭିନ୍ନ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ ପୁଲର ଫଳାଫଳ ପ୍ରକାଶ କରାଯାଇଥିଲା। ଏଥିରେ ଚ୍ୟାନେଲଗୁଡିକ ଯେଉଁ ଫଳାଫଳ ପ୍ରକାଶ କରିଥିଲେ ତାହା ହେଲା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଜେଏମଏମ-କଂଗ୍ରେସ ମେଣ୍ଟ- 38 ରୁ 50  ବିଜେପି- 22 ରୁ 32 ଖାସିସ ନ୍ୟୁଜ ଜେଏମଏମ-କଂଗ୍ରେସ ମେଣ୍ଟ- 37 ରୁ 49   ବିଜେପି- 25 ରୁ 30 ଆଇଏଏନଏସ ସି ଭୋଟର ଜେଏମଏମ-କଂଗ୍ରେସ ମେଣ୍ଟ- 35      ବିଜେପି-  32 ଦେଶରେ ସିଏଏଏ ନିଆଁ ଜଳୁଥିବା ବେଳେ ଝାଡଖଣ୍ଡରେ ନିର୍ବାଚନ ଚାଲିଥିଲା। ବିଜେପି ଏହାକୁ ଆଧାର କରି ନିର୍ବାଚନ ବୈଚରଣୀ ପାରି…

Read More

The government on Saturday appointed 1984 batch IRS officer Sanjay Kumar Mishra as the Interim Director of the Enforcement Directorate (ED) for three months as incumbent Karnal Singh will retire on Sunday. “Entrustment of additional charge to the post of the Director, ED, to Mishra for a period of three months, or till the appointment of a regular incumbent, whichever is earlier,” the Appointments Committee of the Cabinet (ACC) said in its order. The ACC also said that it has approved Mishra’s appointment to the post of Principal Special Director of the financial probe agency. Mishra is the second Principal…

Read More

In the face of fresh sanctions imposed by Washington on Tehran over its nuclear programme, India, Iran and Afghanistan discussed the full operationalisation of the Chabahar port that the three countries are jointly developing at the first trilateral meeting of the Coordination Council of the Chabahar Agreement held in the Iranian capital on Tuesday.

Read More

The Pakistani authorities detained 16 Indian fishermen on Tuesday for alleged violation of the country’s maritime boundary; security official’s said .The Maritime Security Agency (MSA) said that three boats of the fishermen were also seized during the operation in open sea for violating the Pakistan’s coastal territory. The arrested fishermen were handed over to police for legal proceedings, Pakistan and India routinely arrest fishermen on charges of entering each other’s waters as the maritime boundaries between the two countries were poorly defined and many fishing boats lack technologies on locating their precise places.

Read More

Water on Mars could hold more oxygen than previously believed, theoretically enough to support aerobic respiration, suggests a new research challenging traditional beliefs about the Red planet’s habitability.A team led by scientists from the California Institute of Technology (Caltech) and NASA’s Jet Propulsion Laboratory (JPL), calculated that if liquid water exists on Mars, it could — under specific conditions — contain more oxygen than previously thought.

Read More

The Jawahar Kala Kendra here will throb with the spirit of resilient womanhood on October 27-28, as a line-up of women trailblazers from diverse backgrounds will take stage at the second edition of Woman Up!Summit.Organised by Siyahi, a literary consultancy, and its founder and writer Mita Kapur, the two-day summit is all set to hold 17 sessions around shining the spotlight on women.As per the organisers, some of the notable speakers to look forward to include: actor Divya Dutta, north-west railways first female coolie Manju Devi, IPS officer Tejaswani Gautam, Jaipur’s women patrol police members Nirmala Kumari and Suman Kumari,…

Read More

The Union Cabinet on Wednesday gave its approval to the Memorandum of Understanding (MoU)signed among the BRICS nations on environmental cooperation. The agreement was signed during the 10th BRICS Summit in South Africa in July this year. As per a statement, the MoU focuses on issues such as air quality, water, biodiversity, climate change, waste management, implementation of the 2030 Agenda for Sustainable Development and Sustainable Development Goals, and other areas of cooperation as mutually agreed upon by the participants.

Read More

In line with the “Digital India” programme, Swedish communication services giant Ericsson on Wednesday signed a Memorandum of Understanding (MoU) with public sector telecom operator Bharat Sanchar Nigam Limited (BSNL) to create a roadmap for 5G and Internet of Things (IoT) deployments in the country.

Read More

India skipper Virat Kohli on Wednesday surpassed batting maestro Sachin Tendulkar to become the fastest batsman to amass 10,000 runs in One-day Internationals (ODI). Kohli reached the milestone in his 205th ODI innings, 54 innings quicker than Tendulkar. The 29-year-old is the fifth Indian batsman and 13th overall to achieve the landmark.

Read More

A Rs 100 crore indeginously-developed high-tech, energy- efficient, self-propelled or engineless train will be unveiled later this month, a top official of the Integral Coach Factory (ICF) has said. “We are planning to unveil the train on Oct 29,” ICF General Manager S.Mani told IANS on Wednesday.He said the train will undergo test runs in two/three sectors for about two months and on satisfactory results, would be inducted into passenger service.The train, capable of touching speeds of 160 kmph, will replace the Shatabdi Express.

Read More

In a post-midnight drama, the Centre on Wednesday virtually sacked CBI Director Alok Verma in the midst of the war at the agency’s top, a decision that came under all-round fire from the opposition who termed it “the last nail in the independence” of the organisation. Verma moved the Supreme Court, which will hear his plea on Friday.

Read More

ଭୁବନେଶ୍ୱର : ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆଜି ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଆରମ୍ଭ କରି ସିଧାସଳଖ ବିଜେପି ଟାର୍ଗେଟ୍‌ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳକୁ ସୁରକ୍ଷା ଦେବାକୁ ଯାଇ ଟ୍ଵିଟ୍‌ କରି ରାଜ୍ୟ ସରକାର ଓ ବିଜେଡି ଉପରେ ଆରୋପ ଲଗାଇଛନ୍ତି। ଅପର ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଆନ୍ଦୋଳନକୁ ହାସ୍ୟାସ୍ପଦ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ସମାଲୋଚନା କରିଛନ୍ତି। ଟ୍ଵିଟ୍‌ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣଙ୍କ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା…

Read More

ମୁମ୍ବାଇ: ହରମନ୍‌ପ୍ରୀତ୍‌ କୌର ଏବଂ ସ୍ମୃତି ମାନ୍ଧାନା ଆଇପିଏଲ୍‌ କ୍ୱାଲିଫାୟର-୧ ପୂର୍ବରୁ ଖେଳା ଯିବାକୁଥିବା ମହିଳା ଟେ୍ଵଣ୍ଟି-୨୦ ପ୍ରଦର୍ଶନୀ ମ୍ୟାଚ୍‌ ଲାଗି ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ଏହି ବିଷୟରେ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ମୁମ୍ବାଇରେ ମେ’ ୨୨ ତାରିଖ ଅପରାହ୍ନ ୨ ଟାରେ ଖେଳାଯିବ। ଏହାପରେ କ୍ୱାଲିଫାୟାର-୧ ମ୍ୟାଚ୍‌ ଆରମ୍ଭ ହେବ। ଆଇପିଏଲ୍‌ ନିୟମରେ ଖେଳାଯିବାକୁ ଥିବା ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଦେଶ ଏବଂ ବିଦେଶରୁ ମହିଳା କ୍ରିକେଟର୍‌ମାନେ ଖେଳିବେ। ଉଭୟ ଦଳରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳି ରହିପାରିବେ। ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍ସ, ସୋଫି ଡିଭାଇନ୍‌ଙ୍କ ସହ ଅଷ୍ଟ୍ରେଲିଆର ଏଲିସ୍‌ ପେରି, ଆଲିସା ହିଲି, ମେଗାନ ଶ୍ଚୁଟ୍‌ ଓ ବେଥ ମୁନି ଏବଂ ଇଂଲଣ୍ଡର ଡାନି ଓ୍ଵାଟ୍‌ ଓ ଡାନିଏଲ୍‌ ହାଜେଲ୍‌ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବାକୁ ସମ୍ମତି ଦେଇଥିବା ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Read More

ମୁମ୍ବାଇ: ମହତ୍ୱପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ରୋମାଞ୍ଚକର ଭାବେ ୩ ରନ୍‌ରେ ହରାଇ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ତା’ର ପ୍ଲେ ଅଫ୍‌ ଆଶାକୁ ଅତୁଟ ରଖିଛି। ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ମୁମ୍ବାଇ ପଏଣ୍ଟ୍‌ ସଂଖ୍ୟା ୧୨ରେ ପହଞ୍ଚିଛି। ରନ୍‌ ହାର ଅନ୍ୟମାନଙ୍କ ଅପେକ୍ଷା ଭଲ ଏବଂ ଯୁକ୍ତରେ ଥିବାରୁ ମୁମ୍ବାଇ ଏବେ ପ୍ଲେ ଅଫ୍‌ର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି। ସେପଟେ ପଞ୍ଜାବ ପ୍ଲେ ଅଫ୍‌ରେ ଗୋଟିଏ ପାଦ ଆଗକୁ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ (୯୪ ରନ୍‌, ୬୦ ବଲ୍‌, ୧୦ ଚୌକା, ୩ ଛକା)ଙ୍କ ଧୁଆଁଧାର ବ୍ୟାଟିଂ ବି ବୃଥା ଯାଇଛି। ତାଙ୍କ ଧମାକାଦାର ଅର୍ଧଶତକ ବଳରେ ପଞ୍ଜାବ ଦ୍ରୁତ ଗତିରେ ବିଜୟ ଆଡ଼କୁ ଆଗ୍ରସର ହେଉଥିଲା ବେଳେ ମୁମ୍ବାଇ ବାମହାତୀ ବୋଲର ଯସ୍‌ପ୍ରୀତ ବୁମରା (୪-୦-୧୫-୩) ହିଁ ସବୁକିଛି ଓଲଟ…

Read More

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ବାରମ୍ବାର ନିଜର ନାମ ବଦଳାଉଛନ୍ତି । ପ୍ରଥମତଃ ତାଙ୍କର ମୂଳ ନାମ ସୋନମ କପୁର। ବିବାହ ପରେ ସେ ନିଜ ନାମ ସୋନମ୍‌ କପୁର ଆହୁଜା ରଖିବେ ବୋଲି ସୂଚନା ମିଳିଲା। ଏବେ ତାଙ୍କ ନାମ ସୋନମ୍‌ କେ ଆହୁଜା ହେବ ବୋଲି ନିଶ୍ଚିତ ହୋଇଛି । ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଏହି ଅଭିନେତ୍ରୀ ପରିଶେଷରେ ନିଜର ନାମ ସୋନମ୍‌ କେ ଆହୁଜା ରଖିବାକୁ ସହମତି ପ୍ରକାଶ କରିଛନ୍ତି।

Read More

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାପରେ ସରକାର ଗଠନ ପାଇଁ ବିଜେପି ଓ ଜେଡିଏସ-କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି । ଆଜି ପୂର୍ବାହ୍ନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରାପ୍ପା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାପରେ ଅପରାହ୍ନରେ ଜେଡିଏସ ଓ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । କିନ୍ତୁ ଜେଡ଼ିଏସ ପକ୍ଷରୁ ୩୮ ଜଣ ଓ କଂଗ୍ରେସ ପକ୍ଷରୁ ୭୮ ବିଧାୟକଙ୍କ ମଧ୍ୟରୁ ୭୫ ଜଣ ବିଧାୟକଙ୍କ ତାଲିକା ଦିଆଯାଇଛି । କଂଗ୍ରେସର ୩ ଜଣ ବିଧାୟକ କୁଆଡେ ଗଲେ ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଆଜି ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ବିଧାୟକ ଦଳ ବୈଠକରେ ମଧ୍ୟ କେବଳ ୬୬ ଜଣ ପହଞ୍ଚିଥିଲେ, ୧୨ ଜଣ ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଛି…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟଶାସନ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରିଛି। ଏହି ମାମଲାର ତଦନ୍ତ କ୍ରମରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବ ବୋଲି ଜାରି ନୋଟିସ୍‌ରେ କହିଛି। ପୂର୍ବରୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ୍‌ ଗତ ମାସରେ ଜେରା କରି ସାରିଛି।

Read More

ଭୁବନେଶ୍ୱର: ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’ରେ ଦର୍ଶକ ପୁଣି ଏକ ନିଆରା କାହାଣୀ ଦେଖିବାକୁ ପାଇବେ। ଏହି ଓଡ଼ିଆ ଚଳଚ୍ଚିତ୍ରର ନାୟକ ହେଲେ ସମ୍ବିତ୍‌ ଓ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୀୟା ଦେ। ‘ପ୍ରେମ ପାଇଁ ମହାଭାରତ’ ହେବ ସମ୍ବିତ୍‌-ରୀୟା ଯୋଡ଼ିଙ୍କର ଦ୍ୱିତୀୟ ସିନେମା। ‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ ଓ ରୀୟା ପ୍ରେମିକ-ପ୍ରେମିକା ଭାବେ ପରଦାକୁ ଆସିବେ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ବବି ମିଶ୍ର ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ପ୍ରଦୀପ କିଶୋର ଆଚାର୍ଯ୍ୟ ଏହି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜକ। ‘ଯୋଗୀ’ ଭଳି ଏକ ବାସ୍ତବଧର୍ମୀ ସିନେମାରେ ନିର୍ଦ୍ଦେଶନା ଦେଇଥିବା ନିରଂଜନ ବେହେରା ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଛବିତା ମାର୍ଥା ଏହି ଓଡ଼ିଆ ଚଳଚିତ୍ରର କାହାଣୀକାର।

Read More