Categories
ବିଶେଷ ଖବର

ଝାଡଖଣ୍ଡରେ ସରକାର ଗଢିବେ ଜେଏମଏମ-କଂଗ୍ରେସ ଓ ଆରଜେଡି ମେଣ୍ଟ: ଏକଜିଟ୍ ପୁଲ ଫଳାଫଳ

ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାର ଗଢିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ। ବିଭିନ୍ନ ନ୍ୟୁଜ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ୍ ପୁଲରୁ ଏହା ସ୍ପଷ୍ଟ ହୋଇଛି। ଆଜି ଝାଡଖଣ୍ଡର 81ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା। ଏହି ନିର୍ବାଚନ ସରିବା ପରେ ବିଭିନ୍ନ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ ପୁଲର ଫଳାଫଳ ପ୍ରକାଶ କରାଯାଇଥିଲା। ଏଥିରେ ଚ୍ୟାନେଲଗୁଡିକ ଯେଉଁ ଫଳାଫଳ ପ୍ରକାଶ କରିଥିଲେ ତାହା ହେଲା

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ

ଜେଏମଏମ-କଂଗ୍ରେସ ମେଣ୍ଟ- 38 ରୁ 50  ବିଜେପି- 22 ରୁ 32

ଖାସିସ ନ୍ୟୁଜ

ଜେଏମଏମ-କଂଗ୍ରେସ ମେଣ୍ଟ- 37 ରୁ 49   ବିଜେପି- 25 ରୁ 30

ଆଇଏଏନଏସ ସି ଭୋଟର

ଜେଏମଏମ-କଂଗ୍ରେସ ମେଣ୍ଟ- 35      ବିଜେପି-  32

ଦେଶରେ ସିଏଏଏ ନିଆଁ ଜଳୁଥିବା ବେଳେ ଝାଡଖଣ୍ଡରେ ନିର୍ବାଚନ ଚାଲିଥିଲା। ବିଜେପି ଏହାକୁ ଆଧାର କରି ନିର୍ବାଚନ ବୈଚରଣୀ ପାରି ହେବାକୁ ଚେଷ୍ଠି କରିଛି। ହେଲେ ମେଣ୍ଟ ଦଳ ସ୍ଥାନୀୟ ସମସ୍ୟାକୁ ନିର୍ବାଚନୀ ପ୍ରସଂଗ କରି ନିର୍ବାଚନ ଲଢିଥିଲା। ଆସନ୍ତା 23 ତାରିଖରେ ଝାଡଖଣ୍ଡ ନିର୍ବାଚନର ଭୋଟ ଗଣତି କରାଯିବ। (ଆଇଏଏନଏସ)

Categories
ଭିଡ଼ିଓ

Taapsee Pannu to play Mithali Raj in biopic

Categories
ଭିଡ଼ିଓ

Vikrant Massey engaged to girlfriend Sheetal Thakur

Categories
ଭିଡ଼ିଓ

Yohan Blake learns Bolly dancing from Jacqueline

Categories
ଆଜିର ଖବର

Sanjay Mishra appointed interim ED chief for 3 months

The government on Saturday appointed 1984 batch IRS officer Sanjay Kumar Mishra as the Interim Director of the Enforcement Directorate (ED) for three months as incumbent Karnal Singh will retire on Sunday.

“Entrustment of additional charge to the post of the Director, ED, to Mishra for a period of three months, or till the appointment of a regular incumbent, whichever is earlier,” the Appointments Committee of the Cabinet (ACC) said in its order.

The ACC also said that it has approved Mishra’s appointment to the post of Principal Special Director of the financial probe agency.

Mishra is the second Principal Special Director, a newly-created post in the agency, which was first filled by a 1988 batch IRS officer Seemanchal Das.

He will take over from incumbent Singh whose tenure at the agency ends on Sunday.

Singh, a 1984 batch IPS officer of the Union Territories cadre, will complete an over three-year tenure as the ED Director.

He was appointed as full time ED chief with a fixed tenure of two years on October 27, 2016, following a Supreme Court intervention.

The ED investigates in two major areas — Prevention of Money Laundering Act (PMLA) and the Foreign Exchange Management Act (FEMA).

Categories
Uncategorized

India, Iran, Afghanistan discuss Chabahar port

In the face of fresh sanctions imposed by Washington on Tehran over its nuclear programme, India, Iran and Afghanistan discussed the full operationalisation of the Chabahar port that the three countries are jointly developing at the first trilateral meeting of the Coordination Council of the Chabahar Agreement held in the Iranian capital on Tuesday.

Categories
Uncategorized

Pakistan arrests 16 Indian fishermen

The Pakistani authorities detained 16 Indian fishermen on Tuesday for alleged violation of the country’s maritime boundary; security official’s said .The Maritime Security Agency (MSA) said that three boats of the fishermen were also seized during the operation in open sea for violating the Pakistan’s coastal territory. The arrested fishermen were handed over to police for legal proceedings, Pakistan and India routinely arrest fishermen on charges of entering each other’s waters as the maritime boundaries between the two countries were poorly defined and many fishing boats lack technologies on locating their precise places.

Categories
Uncategorized

Mars contains more oxygenated water than previously thought: Study

Water on Mars could hold more oxygen than previously believed, theoretically enough to support aerobic respiration, suggests a new research challenging traditional beliefs about the Red planet’s habitability.A team led by scientists from the California Institute of Technology (Caltech) and NASA’s Jet Propulsion Laboratory (JPL), calculated that if liquid water exists on Mars, it could — under specific conditions — contain more oxygen than previously thought.

Categories
Uncategorized

Women achievers to claim stage at Jaipur summit

The Jawahar Kala Kendra here will throb with the spirit of resilient womanhood on October 27-28, as a line-up of women trailblazers from diverse backgrounds will take stage at the second edition of Woman Up!Summit.Organised by Siyahi, a literary consultancy, and its founder and writer Mita Kapur, the two-day summit is all set to hold 17 sessions around shining the spotlight on women.As per the organisers, some of the notable speakers to look forward to include: actor Divya Dutta, north-west railways first female coolie Manju Devi, IPS officer Tejaswani Gautam, Jaipur’s women patrol police members Nirmala Kumari and Suman Kumari, and youngest Indian Antarctic expeditioner Aanya Soni.

Categories
Uncategorized

Cabinet approves environment pact signed by BRICS nations

The Union Cabinet on Wednesday gave its approval to the Memorandum of Understanding (MoU)signed among the BRICS nations on environmental cooperation.
The agreement was signed during the 10th BRICS Summit in South Africa in July this year. As per a statement, the MoU focuses on issues such as air quality, water, biodiversity, climate change, waste management, implementation of the 2030 Agenda for Sustainable Development and Sustainable Development Goals, and other areas of cooperation as mutually agreed upon by the participants.

Categories
Uncategorized

Ericsson teams up with BSNL to bring 5G to India

In line with the “Digital India” programme, Swedish communication services giant Ericsson on Wednesday signed a Memorandum of Understanding (MoU) with public sector telecom operator Bharat Sanchar Nigam Limited (BSNL) to create a roadmap for 5G and Internet of Things (IoT) deployments in the country.

Categories
Uncategorized

Kohli pips Tendulkar to become fastest to 10,000 ODI runs

India skipper Virat Kohli on Wednesday surpassed batting maestro Sachin Tendulkar to become the fastest batsman to amass 10,000 runs in One-day Internationals (ODI).
Kohli reached the milestone in his 205th ODI innings, 54 innings quicker than Tendulkar. The 29-year-old is the fifth Indian batsman and 13th overall to achieve the landmark.

Categories
Uncategorized

Rs 100 crore engineless Train 18 to be unveiled on Oct 29

A Rs 100 crore indeginously-developed high-tech, energy- efficient, self-propelled or engineless train will be unveiled later this month, a top official of the Integral Coach Factory (ICF) has said.
“We are planning to unveil the train on Oct 29,” ICF General Manager S.Mani told IANS on Wednesday.He said the train will undergo test runs in two/three sectors for about two months and on satisfactory results, would be inducted into passenger service.The train, capable of touching speeds of 160 kmph, will replace the Shatabdi Express.

Categories
Uncategorized

CBI director asked to go on leave, moves SC

In a post-midnight drama, the Centre on Wednesday virtually sacked CBI Director Alok Verma in the midst of the war at the agency’s top, a decision that came under all-round fire from the opposition who termed it “the last nail in the independence” of the organisation. Verma moved the Supreme Court, which will hear his plea on Friday.

Categories
ବିଶେଷ ଖବର

ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ୱର : ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆଜି ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଆରମ୍ଭ କରି ସିଧାସଳଖ ବିଜେପି ଟାର୍ଗେଟ୍‌ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳକୁ ସୁରକ୍ଷା ଦେବାକୁ ଯାଇ ଟ୍ଵିଟ୍‌ କରି ରାଜ୍ୟ ସରକାର ଓ ବିଜେଡି ଉପରେ ଆରୋପ ଲଗାଇଛନ୍ତି। ଅପର ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଆନ୍ଦୋଳନକୁ ହାସ୍ୟାସ୍ପଦ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ସମାଲୋଚନା କରିଛନ୍ତି।

ଟ୍ଵିଟ୍‌ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣଙ୍କ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା କରୁଛନ୍ତି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନିଜେ ହିଁ ଦେଇପାରିବେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀର ପାଣି ପିଢ଼ି ପରେ ପିଢ଼ି ଅବାରିତ ଭାବେ ଓଡ଼ିଶାରେ ପ୍ରବାହିତ ହେଉ, ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ। ଟ୍ରିବ୍ୟୁନାଲ୍‌ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସ କଥାବାର୍ତ୍ତାର ରାସ୍ତା ଖୋଲା ନ ରଖିଲେ ଓଡ଼ିଶା ଚାଷୀଙ୍କ ଲାଭକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତର ସହ ବିଚାର କରିବାକୁ ପଡ଼ିବ। ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଆଜି ଦିନରେ ନ ଥା’ନ୍ତା। ବିଳମ୍ବରେ ହେଲେ ବି ରାଜ୍ୟ ସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କ୍ରିୟାନ୍ଵିତ କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Categories
ଖେଳ ବିଶେଷ ଖବର

ପ୍ରଦର୍ଶନୀ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌, ମାନ୍ଧାନା ଅଧିନାୟିକା

ମୁମ୍ବାଇ: ହରମନ୍‌ପ୍ରୀତ୍‌ କୌର ଏବଂ ସ୍ମୃତି ମାନ୍ଧାନା ଆଇପିଏଲ୍‌ କ୍ୱାଲିଫାୟର-୧ ପୂର୍ବରୁ ଖେଳା ଯିବାକୁଥିବା ମହିଳା ଟେ୍ଵଣ୍ଟି-୨୦ ପ୍ରଦର୍ଶନୀ ମ୍ୟାଚ୍‌ ଲାଗି ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ଏହି ବିଷୟରେ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ମୁମ୍ବାଇରେ ମେ’ ୨୨ ତାରିଖ ଅପରାହ୍ନ ୨ ଟାରେ ଖେଳାଯିବ। ଏହାପରେ କ୍ୱାଲିଫାୟାର-୧ ମ୍ୟାଚ୍‌ ଆରମ୍ଭ ହେବ। ଆଇପିଏଲ୍‌ ନିୟମରେ ଖେଳାଯିବାକୁ ଥିବା ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଦେଶ ଏବଂ ବିଦେଶରୁ ମହିଳା କ୍ରିକେଟର୍‌ମାନେ ଖେଳିବେ। ଉଭୟ ଦଳରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳି ରହିପାରିବେ। ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍ସ, ସୋଫି ଡିଭାଇନ୍‌ଙ୍କ ସହ ଅଷ୍ଟ୍ରେଲିଆର ଏଲିସ୍‌ ପେରି, ଆଲିସା ହିଲି, ମେଗାନ ଶ୍ଚୁଟ୍‌ ଓ ବେଥ ମୁନି ଏବଂ ଇଂଲଣ୍ଡର ଡାନି ଓ୍ଵାଟ୍‌ ଓ ଡାନିଏଲ୍‌ ହାଜେଲ୍‌ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବାକୁ ସମ୍ମତି ଦେଇଥିବା ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Categories
ଖେଳ ବିଶେଷ ଖବର

ମୁମ୍ବାଇର ମହତ୍ୱପୂର୍ଣ୍ଣ ବିଜୟ

ମୁମ୍ବାଇ: ମହତ୍ୱପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ରୋମାଞ୍ଚକର ଭାବେ ୩ ରନ୍‌ରେ ହରାଇ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ତା’ର ପ୍ଲେ ଅଫ୍‌ ଆଶାକୁ ଅତୁଟ ରଖିଛି। ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ମୁମ୍ବାଇ ପଏଣ୍ଟ୍‌ ସଂଖ୍ୟା ୧୨ରେ ପହଞ୍ଚିଛି। ରନ୍‌ ହାର ଅନ୍ୟମାନଙ୍କ ଅପେକ୍ଷା ଭଲ ଏବଂ ଯୁକ୍ତରେ ଥିବାରୁ ମୁମ୍ବାଇ ଏବେ ପ୍ଲେ ଅଫ୍‌ର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି। ସେପଟେ ପଞ୍ଜାବ ପ୍ଲେ ଅଫ୍‌ରେ ଗୋଟିଏ ପାଦ ଆଗକୁ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ (୯୪ ରନ୍‌, ୬୦ ବଲ୍‌, ୧୦ ଚୌକା, ୩ ଛକା)ଙ୍କ ଧୁଆଁଧାର ବ୍ୟାଟିଂ ବି ବୃଥା ଯାଇଛି। ତାଙ୍କ ଧମାକାଦାର ଅର୍ଧଶତକ ବଳରେ ପଞ୍ଜାବ ଦ୍ରୁତ ଗତିରେ ବିଜୟ ଆଡ଼କୁ ଆଗ୍ରସର ହେଉଥିଲା ବେଳେ ମୁମ୍ବାଇ ବାମହାତୀ ବୋଲର ଯସ୍‌ପ୍ରୀତ ବୁମରା (୪-୦-୧୫-୩) ହିଁ ସବୁକିଛି ଓଲଟ ପାଲଟ କରି ଦେଇଥିଲେ। ଊନ୍ନବିଂଶ ଓଭରରେ ରାହୁଲଙ୍କୁ ଆଉଟ୍‌ କରି ସେ ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ରାହୁଲ ଶତକଠୁ ୬ ରନ୍‌ ପୂର୍ବରୁ ଆଉଟ୍‌ ହେବା ପରେ ବିଜୟ ପାଇଁ ପଞ୍ଜାବକୁ ଶେଷ ଓଭରରୁ ୧୭ ରନ୍‌ର ଦରକାର ଥିଲା। ହେଲେ ପଞ୍ଜାବ ୧୩ ରନ୍‌ କରି ପାରିଥିଲା। ମୁମ୍ବାଇ ଆଜି ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ପଞ୍ଜାବ ୧୮୩ ରନ୍‌ରେ ଅଟକି ଯାଇଥିଲା। ମୁମ୍ବାଇ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇଥିଲା। ପଞ୍ଜାବ କିନ୍ତୁ ସପ୍ତମ ପରାଜୟ ବରଣ କରିଥିଲା। ପ୍ଲେ ଅଫ୍‌ ଯିବା ଲାଗି ଚତୁର୍ଦଶ ତଥା ଶେଷ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ମୁମ୍ବାଇ ବିଜୟର ନାୟକ ବୁମରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ଲେ ଅଫ୍‌ ପ୍ରବେଶ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ କିନ୍ତୁ ଯେମିତି ଆରମ୍ଭ କରିବାକୁ ଆଶା ରଖିଥିଲା ସେମିତି କରି ପାରି ନଥିଲା।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଏଭିନ ଲୁଇସ୍‌ (୯)ଙ୍କ ସହ ଅଧିନାୟକ ରୋହିତ ଶର୍ମା ବି ବିଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ (୨୭ ରନ୍‌, ୧୫ ବଲ୍‌, ୩ ଚୌକା, ୨ ଛକା) କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ସେ ମଧ୍ୟ ସନ୍‌ ମାର୍ସ (୨୦୦୮)ଙ୍କ ପରେ ଦ୍ୱିତୀୟ ଅଣଅନ୍ତର୍ଜାତୀୟ ଖେଳାଳି ଭାବେ ଆଇପିଏଲର ଗୋଟିଏ ସଂସ୍କରଣରେ ୫୦୦ରୁ ଅଧିକ ରନ୍‌ କରିଥିଲେ। ମଧ୍ୟକ୍ରମରେ କ୍ରୁନାଲ ପାଣ୍ଡ୍ୟା (୩୨ ରନ୍‌, ୨୩ ବଲ୍‌, ୧ ଚୌକା, ୨ ଛକା) ଓ କିରଣ ପୋଲାର୍ଡ (୫୦ ରନ୍‌, ୨୩ ବଲ୍‌, ୫ ଚୌକା, ୩ ଛକା) ଉପଯୋଗୀ ଓ ଦ୍ରୁତ ଭାଗୀଦାରି କରି ମୁମ୍ବାଇ ପାଇଁ ୨୦୦ ରନ୍‌ ଛୁଇଁବାର ଆଶା ସୃଷ୍ଟି କରିଥିଲେ। ହେଲେ ପଞ୍ଜାବ ଏହି ଦୁଇ ଜଣଙ୍କୁ ୭ ବଲ୍‌ ଭିତରେ ପ୍ୟାଭିଲିୟନ ଫେରାଇ ସଫଳତାର ସହ ମ୍ୟାଚ୍‌କୁ ଫେରିଥିଲା। ଏହା ପୂର୍ବରୁ ଅବଶ୍ୟ ପୋଲାର୍ଡ ୨୨ ବଲ୍‌ରୁ ଚଳିତ ଋତୁର ପ୍ରଥମ ଅର୍ଧଶତକ ଅର୍ଜନ କରି ନେଇଥିଲେ। ପ୍ରତିଯୋଗିତାର ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ଆଣ୍ଡ୍ରିୟୁ ଟାଇ (୪-୦-୧୬-୪) ଚତୁର୍ଥ ଥର ପାଇଁ ୪ ଓ୍ଵିକେଟ୍‌ ସଫଳତା ଲାଭ କରି ମୁମ୍ବାଇ ରନ୍‌ ସଂଗ୍ରହ ହାରରେ ଅଙ୍କୁଶ ଲଗାଇ ଦେଇଥିଲେ। ଫଳରେ ମୁମ୍ବାଇ ଓ୍ଵାଙ୍ଖଡ଼େର ବ୍ୟାଟିଂ ପିଚ୍‌ରେ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୮୬ ରନରେ ଅଟକି ଯାଇଥିଲା।

Categories
ବିଶେଷ ଖବର ସିନେମା

ବିବାହ ପରେ କାହିଁକି ବାରମ୍ବାର ନାମ ବଦଳାଉଛନ୍ତି ସୋନମ୍‌ କପୁର !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ବାରମ୍ବାର ନିଜର ନାମ ବଦଳାଉଛନ୍ତି । ପ୍ରଥମତଃ ତାଙ୍କର ମୂଳ ନାମ ସୋନମ କପୁର। ବିବାହ ପରେ ସେ ନିଜ ନାମ ସୋନମ୍‌ କପୁର ଆହୁଜା ରଖିବେ ବୋଲି ସୂଚନା ମିଳିଲା। ଏବେ ତାଙ୍କ ନାମ ସୋନମ୍‌ କେ ଆହୁଜା ହେବ ବୋଲି ନିଶ୍ଚିତ ହୋଇଛି । ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଏହି ଅଭିନେତ୍ରୀ ପରିଶେଷରେ ନିଜର ନାମ ସୋନମ୍‌ କେ ଆହୁଜା ରଖିବାକୁ ସହମତି ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

କର୍ଣ୍ଣାଟକ କବଜା ପାଇଁ ଲଢେଇ : କଂଗ୍ରେସର ୩ ବିଧାୟକ ଗଲେ କୁଆଡ ?

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାପରେ ସରକାର ଗଠନ ପାଇଁ ବିଜେପି ଓ ଜେଡିଏସ-କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି । ଆଜି ପୂର୍ବାହ୍ନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରାପ୍ପା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାପରେ ଅପରାହ୍ନରେ ଜେଡିଏସ ଓ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । କିନ୍ତୁ ଜେଡ଼ିଏସ ପକ୍ଷରୁ ୩୮ ଜଣ ଓ କଂଗ୍ରେସ ପକ୍ଷରୁ ୭୮ ବିଧାୟକଙ୍କ ମଧ୍ୟରୁ ୭୫ ଜଣ ବିଧାୟକଙ୍କ ତାଲିକା ଦିଆଯାଇଛି । କଂଗ୍ରେସର ୩ ଜଣ ବିଧାୟକ କୁଆଡେ ଗଲେ ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଆଜି ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ବିଧାୟକ ଦଳ ବୈଠକରେ ମଧ୍ୟ କେବଳ ୬୬ ଜଣ ପହଞ୍ଚିଥିଲେ, ୧୨ ଜଣ ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ବିଧାୟକମାନେ ଏକ ଜରୁରୀ କାମରେ ବ୍ୟସ୍ତ ଥିବାରୁ ଆସିପାରିନାହାନ୍ତି ।

ତେବେ ନିଜର ସବୁ ବିଧାୟକ ସୁରକ୍ଷିତ ଥିବା କଂଗ୍ରେସ ଦାବି କରିଛି । ତେବେ ରାଜ୍ୟପାଳ ଏହି ଗଠବନ୍ଧନକୁ କୌଣସି ପ୍ରତିଶୃତି ଦେଇନଥିବା ଜଣାଯାଇଛି ।

Categories
ବିଶେଷ ଖବର

ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ୧୮ରେ ଜେରା କରିବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟଶାସନ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରିଛି। ଏହି ମାମଲାର ତଦନ୍ତ କ୍ରମରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବ ବୋଲି ଜାରି ନୋଟିସ୍‌ରେ କହିଛି। ପୂର୍ବରୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ୍‌ ଗତ ମାସରେ ଜେରା କରି ସାରିଛି।

Categories
ବିଶେଷ ଖବର ମନୋରଂଜନ

ଏହି ଓଲିଉଡ ଯୋଡିଙ୍କ ‘ପ୍ରେମ ପାଇଁ ମହାଭାରତ’

ଭୁବନେଶ୍ୱର: ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’ରେ ଦର୍ଶକ ପୁଣି ଏକ ନିଆରା କାହାଣୀ ଦେଖିବାକୁ ପାଇବେ। ଏହି ଓଡ଼ିଆ ଚଳଚ୍ଚିତ୍ରର ନାୟକ ହେଲେ ସମ୍ବିତ୍‌ ଓ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୀୟା ଦେ। ‘ପ୍ରେମ ପାଇଁ ମହାଭାରତ’ ହେବ ସମ୍ବିତ୍‌-ରୀୟା ଯୋଡ଼ିଙ୍କର ଦ୍ୱିତୀୟ ସିନେମା।

‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ ଓ ରୀୟା ପ୍ରେମିକ-ପ୍ରେମିକା ଭାବେ ପରଦାକୁ ଆସିବେ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ବବି ମିଶ୍ର ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ପ୍ରଦୀପ କିଶୋର ଆଚାର୍ଯ୍ୟ ଏହି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜକ। ‘ଯୋଗୀ’ ଭଳି ଏକ ବାସ୍ତବଧର୍ମୀ ସିନେମାରେ ନିର୍ଦ୍ଦେଶନା ଦେଇଥିବା ନିରଂଜନ ବେହେରା ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଛବିତା ମାର୍ଥା ଏହି ଓଡ଼ିଆ ଚଳଚିତ୍ରର କାହାଣୀକାର।