Author: SM Network

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ମାରାଗୁଡ଼ା ଲୋକ ମହୋତ୍ସବରେ ଯୋଗ ଦେଇଥିଲେ। ମହୋତ୍ସବ ପଡ଼ିଆରୁ ନୂଆପଡ଼ା ଜିଲ୍ଲା ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଭିତ୍ତିଭୂମିର ବିକାଶ ନେଇ ୩୭ ଗୋଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୨୩ ଗୋଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ମୋଟ ୬୫ ଗୋଟି ପ୍ରକଳ୍ପ ୩୨୨ କୋଟି ଆର୍ଥିକ ସହାୟତା ନୂଆପଡ଼ା କୁ ଭେଟି ଦେଇଛନ୍ତି। ଜିଲ୍ଲା ଏକ ସମ୍ଭାବ୍ୟ ଜିଲ୍ଲା ଅଟେ ନୂଆପଡ଼ା ଜିଲ୍ଲାକୁ ଏକ ନମ୍ୱର୍ ଜିଲ୍ଲା ଗଠନ କରିବା ରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ମଞ୍ଚ ଉପରୁ ନୂଆପଡ଼ା ଜିଲ୍ଲା କୁ ୯୯% ପ୍ରତିଶତ ଜମିକୁ ଜଳସେଚନ ସୁବିଧା ପାଇଁ ବିଭାଗୀୟ ସଚିବଙ୍କୁ ଫୋନ୍ ଯୋଗେ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ସିନ୍ଧୁ ସଭ୍ୟତା ଭଳି ମାରାଗୁଡ଼ା ଉନ୍ନତ ସଭ୍ୟତା ଗଢି ଉଠିଥିଲା, ସହିଲା ସେଦିନ ସଂଗ୍ରାମକୁ ମନେ ପକାଇବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗସ୍ତରେ ଶୁକ୍ରବାର ସନ୍ଧ୍ୟାରେ କଲମ୍ବୋରେ ପହଞ୍ଚିଛନ୍ତି। ଯେଉଁଠାରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜୟ ହେରାଥ, ସ୍ୱାସ୍ଥ୍ୟମନ୍ତ୍ରୀ ନଲିନ୍ଦା ଜୟତିସା ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜକୀୟ ସମ୍ମାନରେ ସ୍ୱାଗତ କରାଯାଇଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଶ୍ରୀଲଙ୍କାକୁ ଏହା ତାଙ୍କର ଚତୁର୍ଥ ଗସ୍ତ ଥିଲା। ଏଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଏହା ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ଯାହା ଶ୍ରୀଲଙ୍କା ସହିତ ବିଶେଷ ବନ୍ଧୁତା ବଜାୟ ରଖିଥିବା ବିଦେଶୀ ମାନ୍ୟଗଣଙ୍କୁ ଦିଆଯାଏ। ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର ଅଟେ। ଏହା ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଥିବା ଗଭୀର ବନ୍ଧୁତା…

Read More

ନୂଆଦିଲ୍ଲୀ: ବିହାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ଜାତୀୟ ମୁଖପାତ୍ର ସୟଦ ଶାହନାୱାଜ ହୁସେନ୍ ୱାକଫ ସଂଶୋଧନ ବିଲ୍ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକସଭା ଏବଂ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ୱାକଫ ବିଲ୍ ମୁସଲମାନମାନଙ୍କ ସ୍ୱାର୍ଥରେ ରହିଛି। ଗରିବ ମୁସଲମାନମାନେ ଏହି ବିଲରୁ ଲାଭ ପାଇବେ, ସେମାନେ ନିଜକୁ ପୁନର୍ବାର ବିକାଶ କରିବାରେ ସକ୍ଷମ ହେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ବିଲ୍ ପାରିତ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଧମକ ଦିଆଯାଉଛି ଏବଂ ଦୁର୍ବ୍ୟବହାର କରାଯାଉଛି, କିନ୍ତୁ ସେ ଏପରି ଧମକକୁ ଭୟ କରୁନାହାଁନ୍ତି। ସେ ଏପରି ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସେ କହିଛନ୍ତି ଯେ, ଏହି ବିଲ୍ ଏନଡିଏର ଭୋଟ୍ ବୃଦ୍ଧି କରିବ। ମୁସଲମାନମାନେ ଜେଡିୟୁରୁ ​​ଦଳ ଛାଡିବା ପ୍ରଶ୍ନରେ ସେ କହିଛନ୍ତି ଯେ, କୌଣସି ବଡ଼ ଚେହେରା ଦଳ ଛାଡୁ ନାହାଁନ୍ତି,…

Read More

ନୂଆଦିଲ୍ଲୀ: ରାଜ୍ୟସଭା ଓ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ ଜେଡିୟୁରେ ବିରୋଧର ସ୍ୱର ବୃଦ୍ଧି ପାଇଛି। ଅନେକ ମୁସଲମାନ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ୱାକଫ ବିଲ ଉପରେ ଦଳର ଆଭିମୁଖ୍ୟକୁ ଅନେକ ଜେଡିୟୁ ନେତା ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାର୍ଟି ଏମଏଲସି ଖାଲିଦ ଅନୱାରଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ମୁସଲମାନ ସମ୍ପ୍ରଦାୟ ଭୟଭୀତ ଅଛନ୍ତି। ଭୟରେ ଅଛନ୍ତି, ବିଶ୍ୱାସ ଭାଙ୍ଗିଯାଇଛି। ସେ କହିଛନ୍ତି ଯେ, ୱାକଫ ବିଲ୍ କେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା ସେ ସମ୍ବନ୍ଧରେ କେନ୍ଦ୍ର ସରକାର କହିଥିବା କଥାକୁ ଲୋକମାନେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ମୁସଲମାନ ସମ୍ପ୍ରଦାୟର ଭୟ ଦୂର କରିବା ଆମର ତଥା କେନ୍ଦ୍ର ସରକାରଙ୍କ ଦାୟିତ୍ଵ ଅଟେ। ଆମ ଦଳ କେନ୍ଦ୍ରର ଏହି ବିଲକୁ ସମର୍ଥନ କରିଛି। କାରଣ ଆମେ ଏକ ସହଯୋଗୀ ଦଳ, ସରକାର ଆମର, କିନ୍ତୁ ହିତାଧିକାରୀମାନେ ସନ୍ତୁଷ୍ଟ ନୁହଁନ୍ତି। ଖାଲିଦ ଅନୱାର…

Read More

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ 12 ରନ୍‌ରେ ଜିତିଥିଲା। ଲକ୍ଷ୍ନୌର ବିଜୟ ପରେ LSG ଅଧିନାୟକ ଋଷଭ ପନ୍ତଙ୍କ ଉପରେ 12 ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମନ୍ଥର ବୋଲିଂ ପାଇଁ ଲକ୍ଷ୍ନୌ ଅଧିନାୟକ ଋଷଭ ପନ୍ତଙ୍କୁ 12 ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପନ୍ତଙ୍କ ସହ ସ୍ପିନର ଦିଗ୍ବେଶ ରାଠୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ଆଇପିଏଲର ନିୟମ ଅନୁଯାୟୀ ପ୍ରତ୍ୟେକ ଦଳକୁ 90 ମିନିଟରେ 20 ଓଭର ପୂରଣ କରିବାକୁ ପଡିବ। MI ବିପକ୍ଷରେ ଲକ୍ଷ୍ନୌ ଦଳ 20 ଓଭରକୁ ଠିକ୍ ସମୟରେ ବୋଲିଂ କରିପାରି ନଥିଲା। ଏହି କାରଣରୁ ଲକ୍ଷ୍ନୌ ଶେଷ ଓଭରରେ 30 ଗଜ ବାହାରେ ଜଣେ ଫିଲ୍ଡରଙ୍କୁ କମ୍ ରଖିବାକୁ ବାଧ୍ୟ ହୋଇଥିଲା। ବିସିସିଆଇ…

Read More

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବି ଡ଼ି ଓ କ୍ଷୀରାଦ୍ବି ତନୟା ସାହୁ ଗଣ ଦୌଡ଼ାକୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିଉମ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବଦ୍ଧରେ ପ୍ରକାଶ କରିଥଲେ। ଗଣଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଟ୍ରାଫିକ ଛକରେ ବୁଲି ପୁନଃରାୟ ଷ୍ଟାଡ଼ିୟମ ରେ ପହଂଚି ଥିଲା। ସେଠାରେ…

Read More

ନୁଆଦିଲ୍ଲୀ: ଆଜି ଆଇପିଏଲରେ ଅନୁଷ୍ଠିତ ହେବାକୁ ଥିବା ଡବଲ୍ ହେଡର୍ ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚେପକ୍ ଷ୍ଟାଡିୟମ୍ (MA ଚିଦାମ୍ବରମ୍ ଷ୍ଟାଡିୟମ୍) ରେ ଖେଳାଯିବ। ଏହା ହେଉଛି ଚଳିତ ସଂସ୍କରଣର 17 ତମ ମ୍ୟାଚ୍। ଚେନ୍ନାଇ ସୁପର କିଙ୍ଗ୍ସ ଉଭୟ ଶେଷ ମ୍ୟାଚ୍ ହାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ଶେଷ ମ୍ୟାଚ୍ ଜିତିଛି। ଚେନ୍ନାଇ ବନାମ ଦିଲ୍ଲୀ ହେଡ୍ ଟୁ ହେଡ୍ ପରିସଂଖ୍ୟାନ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୋଟ 30 ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ CSK ର ପଲ୍ଲା ଭାରି ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀକୁ 19 ଥର ପରାସ୍ତ କରିଥିବାବେଳେ ଦିଲ୍ଲୀ 11 ଥର CSK କୁ ପରାସ୍ତ କରିଛି। ଚେପକ୍ ଷ୍ଟାଡିୟମ୍ ପିଚ୍ ରିପୋର୍ଟ: ଏମ ଚିଦାମ୍ବରମ୍ ଷ୍ଟାଡିୟମର ପିଚ୍ ବୋଲରମାନଙ୍କୁ ସ୍ପିନ୍ କରିବାରେ ସାହାଯ୍ୟ କରେ। ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ ତାରିଖରେ ତାମିଲନାଡ଼ୁ ଗସ୍ତରେ ଯିବେ। ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବେ। ଏହା ଦେଶର ପ୍ରଥମ ଭର୍ଟିକଲ ଲିଫ୍ଟ ସମୁଦ୍ର ପୋଲ। ପୋଲ ପାଖରୁ ପ୍ରଧାନମନ୍ତ୍ରୀ ଏକ ଟ୍ରେନ ଓ ଜାହାଜ ଚଳାଚଳର ଶୁଭାରମ୍ଭ କରିବା ସହ ପୋଲ ପରିଚାଳନାର ପ୍ରତ୍ୟକ୍ଷ ଅନୁଭୂତି ନେବେ। ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ଠାରେ ରାମନାଥସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ରାମେଶ୍ୱରମ୍ ଠାରେ ଅପରାହ୍ଣ ପ୍ରାୟ ୧ଟା ୩୦ରେ ସେ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ଉଦବୋଧନ କରିବେ । ପ୍ରଧାନମନ୍ତ୍ରୀ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବା ସହ…

Read More

ପ୍ରଦୀପ ସେନାପତି ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ। ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ ଦର୍ଶନ…

Read More

ଭୁବନେଶ୍ଵର: ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଯେପରି ଭିନ୍ନ ଭିନ୍ନ, ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା, ନୀତିକାନ୍ତି ,ପର୍ବପର୍ବାଣୀ,ଜାନିଯାତ୍ରା ସେପରି ବିଚ଼ିତ୍ରମୟ। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ଭଗବତୀ। କାହିଁ କେଉଁ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ମା’ଙ୍କ ପୀଠର ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ, ନୀତିକାନ୍ତି ଅତି ବିଚ଼ିତ୍ରମୟ।  କେତେବେଳେ ସେ ପରିଚ୍ଛା ପରିବାରର ଝିଅ ହୋଇ କାଚ଼ରା ଠାରୁ କାଚ଼ପିନ୍ଧି ବାପାଙ୍କ ଘରେ ତୋରାଣି ପିଇ ମନ୍ଦିରକୁ ଫେରିଲେଣି ତ କେତେବେଳେ ଭଉଣୀ ଶିଦ୍ଧେଶ୍ଵରୀଙ୍କ ଘରେ ଚ଼ୁଡ଼ା ଗୁଡ଼ ଦହି ଖାଇ ଭଉଣୀଙ୍କୁ ବର୍ଷ ଆରମ୍ଭରୁ ଶାରଦୀୟ ପୂଜାକୁ ନିମନ୍ତ୍ରଣ କଲେଣି। ଅଶୋକାଷ୍ଟମୀରେ ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ବାଟରେ ଗତୀଶ୍ଵର ଦେବଙ୍କ ପୀଠରେ ଅଶୋକ ଫୁଲ ଓ ପଇଡ ପାଣି ପିଇ ବୈଶାଖର ଶୋଷ ମେଣ୍ଟାଇଲେଣିତ, ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ସାରିଭଉଣୀ କାଳିଜାଇଙ୍କ ଆଜ୍ଞାମାଳ ଧରି ସାଆନ୍ତରାଙ୍କ ଦୁଆରେ ମଣ୍ଡାକାକରା ସାଙ୍ଗକୁ ମାଛ ପୋଡ଼ା…

Read More

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ର ଅବଗଣନା ଜାରି ରହିଥିବାବେଳେ, ଯୋଗର ଉତ୍ସାହ ଆସାମର କାର୍ବି ଆଙ୍ଗଲୋଙ୍ଗର ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ପ୍ରତିଧ୍ୱନିତ ହୋଇଥିଲା, ଯେଉଁଠାରେ ଏକ ଯୋଗୋତ୍ସବ କାର୍ଯ୍ୟକ୍ରମ ଆଇଡିୱାଇର ୧୦୦ ଦିନିଆ ଅବଗଣନାର ୭୮ ତମ ଦିନକୁ ଚିହ୍ନିତ କରିଥିଲା। ସୁସ୍ଥତା ଏବଂ ଆଭ୍ୟନ୍ତରୀଣ ସୌହାର୍ଦ୍ଦ୍ୟର ଏକ ଏକୀକୃତ ଉତ୍ସବରେ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ନାଗରିକଙ୍କ ସମେତ ପ୍ରାୟ ୩୮୦ ଉତ୍ସାହୀ ଅଂଶଗ୍ରହଣକାରୀଙ୍କୁ ଏହି କାର୍ଯ୍ୟକ୍ରମ ଏକାଠି କରିଥିଲା। ୦୪.୦୪.୨୦୨୫ ରେ ଆସାମର କାର୍ବି ଆଙ୍ଗଲୋଙ୍ଗସ୍ଥିତ ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ଆୟୋଜିତ ଯୋଗୋତ୍ସବ କାର୍ଯ୍ୟକ୍ରମର ଝଲକ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନ୍ଆଇୱାଇ) ର ନେତୃତ୍ୱରେ ଆୟୋଜିତ ଏହି ଯୋଗୋତ୍ସବ ଯୋଗର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଦେଶବ୍ୟାପୀ…

Read More

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି କ୍ରମେ କିଛିଦିନ ତଳେ ରାଜ୍ୟ କ୍ୟାବିନେଟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକ ଭୁଲ ନିଷ୍ପତ୍ତି କ୍ରମେ ୨୦୨୦ ନିୟମ ପ୍ରଣୟନ ଯୋଗୁ ହଜାର ହଜାର ଆଶାୟୀ ଯୁବକ ଯୁବତୀ ଉଚ୍ଚନ୍ୟାୟାଳୟ ସର୍ବୋଚ୍ଚ ନୟାଳୟ ଦୌଡ଼ି ଦୌଡ଼ି ଆର୍ଥିକ ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ପାଞ୍ଚ ହଜାରରୁ ଅଧିକ ଯୁବକ ଯୁବତୀ ଉପକୃତ ହେବା ସହିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପୁନର୍ବାସ ସହାୟତା) ନିୟମ, ୨୦୨୦ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଲାଗି ନିବେଦନ ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଭଟିଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ମହାସଙ୍ଘ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

Read More

ଭୁବନେଶ୍ୱର: ଓମଫେଡର 114 ତମ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓମଫେଡ୍ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପରିଚାଳନା ନିର୍ଦେଶକ ମଣ୍ଡଳୀର ସଦସ୍ୟ, ସଦସ୍ୟା ଓ ରାଜ୍ୟ ସରକାରଙ୍କର ପ୍ରତିନିଧି ଯୋଗଦେଇଥିଲେ। ଓମଫେଡକୁ ଦୁଗ୍ଧ ଦେଉଥିବା ଚାଷୀଙ୍କୁ ଦୁର୍ଘଟଣା ଜନିତ ବୀମା ପରିସରଭୁକ୍ତ କରାଯାଇଥିବାରୁ ନିର୍ଦେଶକ ମଣ୍ଡଳୀ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପରିଚାଳନା ନିର୍ଦେଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଦ୍ୱାରା ରାଜ୍ୟର 2.5 ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ଚାଷୀମାନଙ୍କର ବୀମା ପ୍ରିମିୟମ ଓମଫେଡ୍ ଦେବ। ଏହି ବୈଠକରେ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ସମସ୍ତେ ସ୍ୱାଗତ କରିବା ସହ ମାଈ ବାଛୁରୀ ପାଳନ ଯୋଜନାକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସଂପ୍ରତି…

Read More

ନୂଆଦିଲ୍ଲୀ: ଓ୍ଵାକଫ୍‌ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ଥିବା ଆହ୍ୱାନକୁ ଦୂର କରି ଏହାକୁ ସରଳ ତଥା ଲୋକାଭିମୁଖୀ କରିବା। ପ୍ରସ୍ତାବିତ ପରିବର୍ତ୍ତନରେ ପୂର୍ବ ଆଇନର ତ୍ରୁଟିକୁ ଦୂର କରିବା ଏବଂ ଓ୍ଵାକଫ୍‌ ବୋର୍ଡର ଦକ୍ଷତା ବୃଦ୍ଧି କରିବା,  ୱାକଫ୍ ର ସଂଜ୍ଞା ଅପଡେଟ୍ କରିବା, ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି,  ଓ୍ଵାକଫ୍ ରେକର୍ଡ ପରିଚାଳନାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି।  ମୁସଲିମ ଓ୍ଵାକଫ୍ ଆଇନ, ୧୯୨୩ ଯାହା ଆଧୁନିକ ଭାରତରେ ୱାକଫ୍ ସମ୍ପତ୍ତି ପରିଚାଳନା ପାଇଁ ବହୁ ପୁରୁଣା ଏବଂ ପର୍ଯ୍ୟାପ୍ତ ନୁହେଁ, ତେଣୁ ଏଥିରେ ସଂଶୋଧନର ଆବଶ୍ୟକତା ରହିଥିଲା। ଏହି ସଂଶୋଧନ ମାଧ୍ୟମରେ ୱାକଫ୍ ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନାରେ ସମାନତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯାଇପାରିବ, ଯାହା ଦ୍ୱାରା ଏହି ଅନାବଶ୍ୟକ ଆଇନର ଅସ୍ତିତ୍ୱ କାରଣରୁ ଉପୁଜିଥିବା ଅସଙ୍ଗତି ଏବଂ ଅସ୍ପଷ୍ଟତା ଦୂର ହେବ। ‘ଗୋଟିଏ ଥର ଓ୍ଵାକଫ୍, ସର୍ବଦା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୮,୬୫୮ କୋଟି ଟଙ୍କା। ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଭଳି ୩ଟି ରାଜ୍ୟର ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପାଖାପାଖି ୧୨୪୭ କିଲୋମିଟର ବୃଦ୍ଧି କରିବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି: ସମ୍ବଲପୁର-ଜରପଡା ୩ୟ ଏବଂ ୪ର୍ଥ ଲାଇନ ଝାରସୁଗୁଡା-ସାସନ୍ ୩ୟ ଏବଂ ୪ର୍ଥ ଲାଇନ୍‍ ଖରସିଆ-ନୟା ରାୟପୁର-ପରମଲକସା ୫ମ ଏବଂ ୬ଷ୍ଠ ଲାଇନ ଗୋଣ୍ଡିଆ-ବଲହାରଶାହ ଦୋହରୀକରଣ ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାରେ ଉନ୍ନତି ଆଣିବ, ଭାରତୀୟ ରେଳବାଇ ପାଇଁ ବର୍ଦ୍ଧିତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ମଲ୍ଟିଟ୍ରାକିଂ ପ୍ରସ୍ତାବଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଭାରତୀୟ ରେଳବାଇର ବ୍ୟସ୍ତବହୁଳ…

Read More

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି। ରୁକୁଣା ରଥ ଯାତ୍ରାର ମହତ୍ବ ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ…

Read More

ନୟାଗଡ: ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି। ଏଥିସହିତ ଏକ ସଚେତନତା ରଥ ନୟାଗଡ ଜିଲ୍ଲାର ବିଭିନ୍ନ ଏନଏସି ଅଞ୍ଚଳ ରେ ପରିକ୍ରମଣ କରିଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ଦୋକାନ ଓ ବାଣିକ୍ୟକ ପ୍ରତିଷ୍ଠାନ ଆଇନ୍ ଅନୁଯାୟୀ ଓଡ଼ିଆ ଭାଷାରେ ନାମ ଫଳକ ଲେଖା ସମ୍ବନ୍ଧରେ ବିଭିନ୍ନ ପ୍ଲାକାର୍ଡ,ଫାମ୍ପଲେଟ ବ୍ୟାନର ଇତ୍ୟାଦି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ସହରର ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନ…

Read More

ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ ସୁଯୋଗ ରହିବ । ଏହି ବ୍ୟକ୍ତିଙ୍କ ଜୀବନରେ ପ୍ରେମ ସାଂଘାତିକ ହୋଇପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ । ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କର ପ୍ରକୃତିରେ ଅଧିକ ରହିବ। ତେଣୁ ଆଜି ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୨ “କୁ ମଞ୍ଜୁରି ଦେବା ଲାଗି କେନ୍ଦ୍ର କ୍ୟାବିନେଟ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି ଯେ, ଆମ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଅଭିବୃଦ୍ଧି ଏବଂ ବିକାଶର ସ୍ନାୟୁ କେନ୍ଦ୍ରରେ ପରିଣତ କରିବା ପାଇଁ ‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ “ଏକ ପରିବର୍ତ୍ତନଶୀଳ ମାଧ୍ୟମ। ଏହି ଲକ୍ଷ୍ୟକୁ ଆହୁରି ଆଗକୁ ବଢ଼ାଇ ମୋଦୀ ସରକାର ଆଜି ମୋଟ ୬୮୩୯ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୨ “କୁ ମଞ୍ଜୁରି ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ସ୍ଥଳ ସୀମାରେ ଥିବା ଗ୍ରାମଗୁଡ଼ିକୁ ଦୀର୍ଘସ୍ଥାୟୀ ଜୀବିକା, ଉଚ୍ଚମାନର ଜୀବନଧାରଣ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଅଞ୍ଚଳର ବିଭିନ୍ନ ସ୍କୁଲରୁ ଚୋରି ହୋଇଥିବା ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ବରଗଡ ଅଞ୍ଚଳରୁ ଉଦ୍ଧାର କରି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ରେଢ଼ାଖୋଲ ପୋଲିସ। ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ ଅଞ୍ଚଳର ୧୪ ଟି ସ୍କୁଲରୁ ଗତ ନଭେମ୍ବର , ଡିସେମ୍ବର ଓ ଜାନୁଆରୀ ମାସରେ ଏଲ‌ଇଡି ସ୍ମାର୍ଟ ଟିଭି , ସାଉଣ୍ଡ ବକ୍ସ , ଟାବଲେଟ ଚୋରି ହୋଇଥିବା ରେଢ଼ାଖୋଲ ଓ ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏଇ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରି ଥିଲା। ପୋଲିସ ଚୋରି ହୋଇଥିବା ସାମଗ୍ରୀରୁ ୭ ଟି ଟିଭି , ସାଉଣ୍ଡ ବକ୍ସ ସବୁ ବରଗଡ଼ ଅଞ୍ଚଳରୁ ଉଦ୍ଧାର କରିଵା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବେହେରା ପାଲି ଗ୍ରାମର ସୁଗମ ଚରଣ ବେହେରା।‌ ଏବଂ ଏହାର ମାଷ୍ଟର…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ରାଜ୍ୟସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ କରିଥିଲେ। ଏହାପରେ ଉଚ୍ଚ ସଦନ ଦ୍ୱାରା ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ଉପସ୍ଥାପନ କରି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ମଣିପୁର ସରକାରଙ୍କ ବିରୋଧରେ ଅବିଶ୍ୱାସ ଅଣାଯାଇ ନଥିଲା କାରଣ ବିରୋଧୀଙ୍କ ପାଖରେ ଏପରି ପ୍ରସ୍ତାବ ଆଣିବା ପାଇଁ ପର୍ଯ୍ୟାପ୍ତ ସଦସ୍ୟ ନଥିଲେ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ, ଯାହା ପରେ ରାଜ୍ୟପାଳ ବିଜେପିର ୩୭ ଜଣ, ଏନପିପିର ୬ ଜଣ, ଏନପିଏଫର ୫ ଜଣ, ଜେଡିୟୁର ୧ ଜଣ ଏବଂ କଂଗ୍ରେସର ୫ ଜଣ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଯେତେବେଳେ ଅଧିକାଂଶ ସଦସ୍ୟ କହିଥିଲେ ଯେ ସେମାନେ ସରକାର ଗଠନ କରିବା…

Read More