Author: SM Network

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍‌ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା ହୋଇଥିଲା। ଦେଶର ନୂଆପିଢିର ସୃଜନଶୀଳତାକୁ ଭାରତର ବିକାଶରେ ଯୋଡିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ନେତୃତ୍ୱ ନେଉଛନ୍ତି। ଚଳିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣରେ ୨ ଲକ୍ଷ ୬୭ ହଜାର ପ୍ରତିଯୋଗୀ ଅଛନ୍ତି। ୫୧ ହଜାର ନୂଆ ଆଇଡିଆକୁ ନେଇ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ୨୦୧୭ରେ ଏହି ହକାଥନ ଆରମ୍ଭ ବେଳେ ମାତ୍ର ୭ ହଜାର ୫୩୧ଟି ଟିମ୍ ଥିବା ବେଳେ ଏହି ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଁ ୪୪ ହଜାର ୬୧୭ରେ ପହଞ୍ଚିଛି। ଦେଶରେ ଦୀର୍ଘ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚାଲିଥିବା ଇସ୍ରାଏଲ୍ – ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତାକୁ ଦୋହରାଇବା ସହ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ସମେତ ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ନେତା ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ।

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତା୨୬.୧୨.୨୦୧୭ରିଖରେ ଆୟୋଜିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ କରାଯିବା ନିମନ୍ତେ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞ ମାନଙ୍କୁ ସମ୍ମିଳନୀର ବିଷୟଭିଭିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥ‌ିରେ ବ୍ୟାପକ ଭାବେ ସାମିଲ କରାଯିବ। ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏହି ସମ୍ମିଳନୀ…

Read More

ଭୁବନେଶ୍ୱର: ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୂରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ…

Read More

ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଦେଶର ଗ୍ରାମାଞ୍ଚଳରେ ଗରିବ ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରେ । ନିକଟରେ ଏହି ବ୍ଲକ୍‌ ର ବିଭିନ୍ନ ପଞ୍ଚାୟତରେ ପହଞ୍ଚିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଗରିବ ଜନସାଧାରଣ, ବିଶେଷ କରି ମହିଳାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି । ଅଧିକାଂଶ ମହିଳା ହିତାଧିକାରୀ କହିଛନ୍ତି, ପୂର୍ବରୁ ସେମାନେ କଚ୍ଚା ଘରେ ରହୁଥିଲେ ଏବେ ଆବାସ ଯୋଜନାରେ ପକ୍କା ଘର ପାଇ ସେମାନେ ସୁରକ୍ଷିତ ଜୀବନଯାପନ କରିପାରୁଛନ୍ତି । ଆବାସ ଯୋଜନା ସହିତ ସ୍ୱଚ୍ଛ ଭାରତ ଅଭିଯାନରେ ଏହି ମହିଳାମାନଙ୍କୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍‌ସିସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅବଦେଲ ଫତେହ ଅଲ୍‌ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଇଜିପ୍ଟ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଆପଣଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସୁକ ଅଛି।’

Read More

ନୂଆଦିଲ୍ଲୀ: ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଅନେକ ମହିଳା ପିଏମ୍ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସିଲିଣ୍ଡର ପାଇବା ପରେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏଲପିଜି ସିଲିଣ୍ଡର ର ବ୍ୟବସ୍ଥା ଭଳି ଏକ ସରଳ ଜିନିଷ ସାରା ଦେଶରେ ମହିଳାଙ୍କ ପାଇଁ ଏକାଧିକ ଫାଇଦା ଆଣିଦେଇଛି। କେହି କେହି ପାରମ୍ପରିକ ଚୁଲାରେ ରୋଷେଇ କରିବା ଓ ଧୂଆଁରୁ ମୁକ୍ତି ପାଇବା ଯୋଗୁ ଆନନ୍ଦିତ ହେଉଥିବା ବେଳେ କିଛି ଜାଳେଣି କାଠ ସଂଗ୍ରହରେ ଖର୍ଚ୍ଚ ହେଉଥିବା ସମୟ ଏବଂ ପରିଶ୍ରମର ସଞ୍ଚୟକୁ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନର ଏକ ମାସ ମଧ୍ୟରେ ପ୍ରାୟ ୩.୭୭ ଲକ୍ଷ ମହିଳା ଯୋଜନାରେ ନାମ ପଞ୍ଜୀକରଣ କରିଛନ୍ତି ଏବଂ ୨୦୧୬ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଉପକୃତ ହୋଇଥିବା କୋଟି କୋଟି ଲୋକ ଯୋଡ଼ି ହୋଇଛନ୍ତି। ରଥଯାତ୍ରା ସମୟରେ ଅନେକ ମହିଳାଙ୍କ ଅନୁଭୂତିକୁ ଦେଖିଲେ ନିଶ୍ଚିତ ଭାବରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜଙ୍କ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ମୋର ବନ୍ଧୁ  ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରୁଛି। ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।’

Read More

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟା ଆଜି ଭଂଜକଳlମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। କୁଚିପୁଡ଼ି, ଛତ୍ରିଆ ଭାରତନାଟ୍ୟମ, ଓଡିଶୀ ର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ ର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି। ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, ଓଡିଶୀ, ଛତ୍ରିଆ ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟର ତାଳେ ତାଳେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା…

Read More

ନୂଆଦିଲ୍ଲୀ: ଆଇପିଏଲ୍ ନିଲାମରେ ଗୁଜୁରାଟ ଟାଇଟାନ୍ସ ଅଷ୍ଟ୍ରେଲୀୟ ଖେଳାଳି ସ୍ପେନ୍ସର ଜନସନଙ୍କୁ ୧୦ କୋଟି ଟଙ୍କାରେ କିଣିଛି। ଯଦିଓ ସ୍ପେନ୍ସର ଜନସନଙ୍କ ମୂଳ ମୂଲ୍ୟ ମାତ୍ର ୫୦ଲକ୍ଷ ଟଙ୍କା ଥିଲା, ଏହି ଖେଳାଳିଙ୍କ ପାଇଁ ଏକ ବିରାଟ ଟେଣ୍ଡର ୱାର ହୋଇଥିଲା। ଗୁଜୁରାଟ ଟାଇଟାନ୍ସ ବ୍ୟତୀତ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପେନ୍ସର ଜନସନଙ୍କ ପାଇଁ ନିଲାମ ଲଗାଇଥିଲେ। ତେବେ ଗୁଜୁରାଟ ଟାଇଟାନ୍ସ ୧୦ କୋଟି ଟଙ୍କା ଖର୍ଚ୍ଚ କରି ସ୍ପେନ୍ସର ଜନସନଙ୍କୁ ସେମାନଙ୍କ ଦଳର ଏକ ଅଂଶ କରିପାରିଛି।

Read More

ବାଲୁଗାଁ: ରାଜ୍ୟ ସରକାରଙ୍କ ଯୁବ ଓଡିଶା – ନବୀନ ଓଡିଶା ( ନୂଆ -ଓ ) ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଆଜି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପୂର୍ବକ ମାମୁଁ ଭଣଜା ପାହାଡ଼ ସନ୍ନିକଟ ଚିଲିକା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ବିଦେଶାଗତ ପକ୍ଷୀ ଆମ ଅତିଥି, ପକ୍ଷୀ ସୁରକ୍ଷା -ଚିଲିକା ରକ୍ଷା, ଆଦି ସ୍ଲୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲଙ୍କ ଦିଗଦର୍ଶନରେ ଆୟୋଜିତ ଏହି ସମାଜ ବିକାଶ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ର, ମନସ୍ବିନୀ ପଟ୍ଟନାୟକ, ଝରଣା ନାଥ, ହିମାଂଶୁ…

Read More

ବାଲୁଗାଁ: ବାଲୁଗାଁ ସହରର ଗୋପବନ୍ଧୁ ନଗରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସମାରୋହ ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀ ମାନଙ୍କର ମନ ପ୍ରାଣ ଶରୀରର ରୂପାନ୍ତର ଦିଗରେ ସହାୟକ ହେବl ସହ ଚେତନlଗତ ବିକାଶ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଥାଏ ତାହା ଉପସ୍ଥାପିତ କରିଥିଲେ। ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନର ସଂଯୋଜକ ସୁରେନ୍ଦ୍ର ନାଥ ଜେନା ଓ ପ୍ରକାଶ କୁମାର ମହାପାତ୍ର ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଭିନଵ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ବାତାବରଣ ଓ ଶିଶୁ ମନସ୍ତତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା…

Read More

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନାମକୁ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରସ୍ତାବ ଦେଇଛନ୍ତି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରସ୍ତାବ ଉପରେ ଖଡଗେ କହିଛନ୍ତି ଯେ ଆମେ ନିର୍ବାଚନରେ ​​ଜିତିବା ଉପରେ ଧ୍ୟାନ ଦେବା ଉଚିତ୍। ସେ କହିଛନ୍ତି ଯେ, “ସମସ୍ତେ ଏକାଠି କାମ କରିବା ଏବଂ ଯେଉଁ ରାଜ୍ୟରେ ଆମର ଲୋକ ଅଛନ୍ତି, ସେମାନେ ସିଟ୍ ବାଣ୍ଟିବା ନେଇ ପରସ୍ପର ସହ ଆପୋଷ ବୁଝାମଣା କରିବେ। ଯଦି କୌଣସି ଚୁକ୍ତିନାମା ହୋଇପାରିବ ନାହିଁ ତେବେ I.N.D.I.A ସହଯୋଗୀ ଦଳର ଲୋକମାନେ ନିଷ୍ପତ୍ତି ନେବେ। ସାଂସଦ ନହଲେ, ପ୍ରଧାନମନ୍ତ୍ରୀଙ୍କ ଶବ୍ଦର ଲାଭ କ’ଣ? ତେଣୁ ଆମକୁ ଚେଷ୍ଟା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୁରଭଂଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ମତବିନିମୟ କରିଛନ୍ତି। ବାରିପଦାଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି…

Read More

ନୂଆଦିଲ୍ଲୀ: ୧୩୮ ବର୍ଷ ପୁରୁଣା ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟକୁ ବଦଳାଇବା ପାଇଁ ସରକାର ସୋମବାର ଲୋକସଭାରେ ଟେଲିକମ ବିଲ-୨୦୨୩ ଉପସ୍ଥାପନ କରିଛନ୍ତି। ଏଥିରେ ବ୍ୟବସ୍ଥା ରହିଛି ଯେ, ଜାତୀୟ ନିରାପତ୍ତା ଅର୍ଥାତ୍ ଜରୁରୀକାଳୀନ ପରିସ୍ଥିତିରେ ସରକାର ଅସ୍ଥାୟୀଭାବେ ଟେଲିକମ ସେବା କିମ୍ବା କୌଣସି ମୋବାଇଲ ନେଟୱାର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ କିମ୍ବା ଏହାକୁ ସ୍ଥଗିତ ରଖିପାରିବେ। ସିମ୍ କାର୍ଡ ଦେବା ପୂର୍ବରୁ ଟେଲିକମ କମ୍ପାନିଗୁଡ଼ିକୁ ବାଧ୍ୟତାମୂଳକଭାବେ ଗ୍ରାହକଙ୍କ ବାୟୋମେଟ୍ରିକ ପରିଚୟ ଦେବାକୁ ପଡ଼ିବ। ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ ସେବାକୁ ନିୟନ୍ତ୍ରଣ କରିପାରିବେ ସରକାର ଟେଲିକମ ବିଲ-୨୦୨୩ରେ କେନ୍ଦ୍ର ସରକାର ବିପର୍ଯ୍ୟୟ କିମ୍ବା ସାଧାରଣ ଜରୁରୀକାଳୀନ ପରିସ୍ଥିତିରେ ଦେଶର ଯେକୌଣସି ଟେଲିକମ ସେବା କିମ୍ବା ନେଟୱାର୍କକୁ ସାମୟିକଭାବେ ନିଜ ଅକ୍ତିଆରକୁ ନେବାକୁ ଅନୁମତି ଦେଇଛନ୍ତି। ଏଭଳି ପରିସ୍ଥିତିରେ କୌଣସି ବା ସମସ୍ତ ଟେଲିକମ୍ୟୁନିକେସନ ସେବା କିମ୍ବା ନେଟୱାର୍କକୁ ପରିଚାଳନା, ନିଷିଦ୍ଧ କିମ୍ବା ସ୍ଥଗିତ ରଖିବା ପାଇଁ ସରକାରଙ୍କୁ ଅନୁମତି ମିଳିଛି। ବିଲରେ ସ୍ପଷ୍ଟଭାବେ…

Read More

ଗମ୍ଭାରୀମୁଣ୍ଡା (ସୀତାରାମ ଅଗ୍ରୱାଲ): ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା ପରିସରରେ ନୂଆ-ଓ ନବୀନ ଓଡ଼ିଶା ଆନୁକୁଲ୍ୟରେ ଏକ ସାମାଜିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ର ଛାତ୍ରୀମାନେ ପଲିଥିନ୍ ମୁକ୍ତ ସମାଜ, ସ୍ବଚ୍ଛତା, ନାରୀ ଶିକ୍ଷା, ମହିଳା ସଶକ୍ତିକରଣ ଉପରେ ବିଭିନ୍ନ ସ୍ଳୋଗାନ ଦେଇ ଓ ପ୍ଳାକାର୍ଡକୁ ଧରି ଗମ୍ଭାରୀ ମୁଣ୍ଡା ବଜାର ସମେତ ମହାବିଦ୍ୟାଳୟ ସଂଲଗ୍ନ ଏକାଧିକ ଗ୍ରାମ ପରିକ୍ରମା କରିଥିଲେ। ପରିଶେଷରେ ବିଂଝଳା ଗ୍ରାମରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ଗୀତାଞ୍ଜଳି ବିଶ୍ବାଳ, ପ୍ରଶାନ୍ତ କୁମାର ହୋତା, ନିରଞ୍ଜନ ପ୍ରଧାନ, ପ୍ରହଲ୍ଲାଦ ଜେନା, ଭାଗିରଥି ସାହୁ, ପ୍ରଦୀପ କୁମାର ଶତପଥୀ, ମଧୁସୂଦନ ଜେନା ଓ ରାମକୃଷ୍ଣ ପାଲଟାସିଂହ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ…

Read More

ନୂଆଦିଲ୍ଲୀ: ଆଇପିଏଲ୍ 2024 ନିଲାମ ଏପର୍ଯ୍ୟନ୍ତ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇ ଆସୁଛି। ଏହି ନିଲାମରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଯାଇଛି। ଯଦିଓ ଦୁବାଇରେ ଏକ ମିନି ନିଲାମର ଆୟୋଜନ କରାଯାଉଛି, କିନ୍ତୁ ଉତ୍ସାହ ମେଗା ନିଲାମଠାରୁ କମ୍ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ନିଲାମରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ 20 କୋଟି 50 ଲକ୍ଷ ଟଙ୍କାରେ କିଣିଛି। ଯେତେବେଳେ କି ନ୍ୟୁଜିଲ୍ୟାଣ୍ଡର ଡ୍ୟାରିଲ୍ ମିଚେଲଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 14 କୋଟି ଟଙ୍କାରେ କିଣିଛି। କିଏ କେତେ ରାଶି ପାଇଲେ?: ୱାନିନ୍ଦୁ ହାସରାଙ୍ଗା – 1.50 କୋଟି ଟଙ୍କା (ସନରାଇଜର୍ସ ହାଇଦ୍ରାବାଦ) ଅଜମତୁଲ୍ଲା ଉମରଜଇ – 50 ଲକ୍ଷ ଟଙ୍କା (ଗୁଜୁରାଟ ଟାଇଟାନ୍ସ) ଗେରାଲ୍ଡ କୋଟଜି – ୫ କୋଟି ଟଙ୍କା (ମୁମ୍ବାଇ ଇଣ୍ଡିଆନ୍ସ) ରଚିନ୍ ରବିନ୍ଦ୍ର- 1.80 କୋଟି (ଚେନ୍ନାଇ) ହ୍ୟାରି ବ୍ରୁକ୍ – 4 କୋଟି ଟଙ୍କା (ଦିଲ୍ଲୀ)…

Read More

ନୂଆଦିଲ୍ଲୀ: ଆଜି ସଂସଦରେ ୪୯ ଲୋକସଭା ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଧିବେଶନ ପାଇଁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଅଛନ୍ତି। ସାଂସଦଙ୍କ ନିଲମ୍ବନ ପରେ ରାଜନୈତିକ ବାକ୍ୟ ଏବେ ବୃଦ୍ଧି ପାଉଛି। କିନ୍ତୁ ସେପଟେ କିଛି କଂଗ୍ରେସ ନେତା ଖୋଲାଖୋଲି ଭାବେ ବିଜେପି ସପକ୍ଷରେ ବାହାରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣ ପ୍ରତିକ୍ରିୟା ରଖିଛନ୍ତି। https://twitter.com/ravibhadoria/status/1737017967756636235 ପ୍ରମୋଦ କୃଷ୍ଣ କହିଛନ୍ତି ଯେ, ‘ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ “ଗଣତନ୍ତ୍ର” ର ପରିହାସ। ସେମାନଙ୍କୁ ଦେଶ କ୍ଷମା କରିବ ନାହିଁ। ବାସ୍ତବରେ କଂଗ୍ରେସ ନେତାଙ୍କ ଏହି ପ୍ରତିକ୍ରିୟା ଏକ ଭାଇରାଲ ଭିଡିଓ ପରେ ଆସିଛି। ଭିଡିଓରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମିମିକ୍ରୀ କରୁଥିବା ନଜର ଆସିଛନ୍ତି। ତେବେ…

Read More

ନୂଆଦିଲ୍ଲୀ: ଆଇପିଏଲ୍ 2024 ନିଲାମ ଆରମ୍ଭ ହୋଇଛି ଏବଂ ଅନେକ ଖେଳାଳିଙ୍କ ନାମରେ ବିଡିଂ ହୋଇସାରିଛି। ଅଷ୍ଟ୍ରେଲିଆର ବିଶ୍ୱ ଚାମ୍ପିଅନ୍ ଅଧିନାୟକ ପ୍ୟାଟ୍ କମିନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ପ୍ୟାଟ୍ କମିନ୍ସ ସନରାଇଜର୍ସ ହାଇଦ୍ରାବାଦ ଦ୍ଵାରା 20.50 କୋଟି ଟଙ୍କାରେ କିଣିଛି, କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଶ୍ରୀଲଙ୍କାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଏବଂ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ରଙ୍କ ଉପରେ ବହୁତ କମ୍ ବିଡ୍ ଲଗାଯାଇଥିଲା। ଆଇପିଏଲ୍ 2024 ନିଲାମର ଦ୍ୱିତୀୟ ସେଟ୍ ରେ ଶ୍ରୀଲଙ୍କାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କୁ ସନରାଇଜର୍ସ ହାଇଦ୍ରାବାଦର ମୂଳ ମୂଲ୍ୟ ମାତ୍ର 1.50 କୋଟି ଟଙ୍କାରେ କିଣାଯାଇଛି, କାରଣ ଏହି ଖେଳାଳିଙ୍କ ନାମରେ ଅନ୍ୟ କୌଣସି ଦଳ ଟେଣ୍ଡର କରିନାହାଁନ୍ତି। ତାଙ୍କ ବ୍ୟତୀତ ରଚିନ୍ ରବିନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 1.80 କୋଟିରେ କିଣିଛି। ଏହି ଖେଳାଳିଙ୍କ ନାମରେ ମଧ୍ୟ ଏକ ବଡ ବିଡ୍…

Read More