Author: Samikhsya Bureau

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୭ ଗଞ୍ଜାମ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୩ କୋରାପୁଟ ଜିଲ୍ଲାରୁ- ୪ ମୟୂରଭଞ୍ଜ ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ସୁନ୍ଦରଗଡ ଜିଲ୍ଲାରୁ- ୮ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୫୪୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଂପ୍ରତି ପୌର ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଛଅଟି ଏନଏସି ଓ ଭବାନୀପାଟଣା ମ୍ୟୁନିସିପାଲିଟୀ ମଧ୍ୟରୁ ଶାସକ ବିଜେଡି କେବଳ ଦୁଇଟିରେ ପୌରାଧ୍ୟକ୍ଷ ପଦବୀ ପାଇବାରେ ସଫଳ ହୋଇଛି। ଭବାନୀପାଟଣା ମ୍ୟୁନିସିପାଲିଟୀରେ ଶାସକ ବିଜେଡି ପକ୍ଷରୁ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନେକ ପୁରୁଖା ନେତାଙ୍କୁ  ଚକମା ଦେଇ ଶେଷ ମୂହୁର୍ତ୍ତରେ ଏସଏଚଜି ମହିଳା ନେତ୍ରୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀନୀ ଭାବେ ଠିଆ କରାଇ ବିଜେଡି ଶେଷରେ ବାଜିମାତ କରିଛି। ମୋଟ ୫୭,୭୧୧ ଭୋଟର ମଧ୍ୟରୁ ୩୩,୦୫୧ ଜଣ ଭୋଟ ଦେଇଥିବା ଭବାନୀପାଟଣା ମ୍ୟୁନିସିପାଲିଟୀରେ ବିଜେପିର ବିନୀତା ଦାଶ ୧୩,୨୮୮ ଭୋଟ  ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା୧୪.୧୩୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର ୨୦ ଟି ୱାର୍ଡ ମଧ୍ୟରୁ ୧୮ଟିରେ ବିଜେଡି ଏବଂ ବିଜେପି ଓ କଂଗ୍ରେସର ଗୋଟିଏ ଲେଖାଏଁ କାଉନସିଲର ବିଜୟୀ ହୋଇଛନ୍ତି। ଜୁନାଗଡ ଏନଏସିରେ ବିଜେପିର ମୁକେଶ ଅଗ୍ରୱାଲ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଛନ୍ତି। ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ। ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏବଂ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି। ଅନୁରୂପ ଭାବେ ବିଧାୟକ…

Read More

ନୂଆଦିଲ୍ଲୀ: ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। ନିର୍ବାଚନ ସମୟରେ ଉଭୟ ସରକାର ପ୍ରତିଶ୍ରୁତିର ବର୍ଷା କରିଥିଲେ। ଅନ୍ୟ ଦଳ ମଧ୍ୟ କରିଥିଲେ। କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କରି ଟଙ୍କାଏରେ କିଲେ ଚାଉଳ ଦେବାର ବ୍ୟବସ୍ଥା କରୁଥିଲେ ମଧ୍ୟ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କଲେ। ପ୍ରଚଳନ କଲା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡିକ କେତେ ଫଳପ୍ରଦ ହୋଇଛି ତାହା ଖୋଦ ସରକାର ଜାଣନ୍ତି ନାହିଁ ଏବଂ ଯୋଜନାର ଅର୍ଥ ବାଟମରଣା ହେଉଛି ଏ କଥା କେହି ଅସ୍ଵୀକାର କରିବେ ନହିଁ। କେବଳ ଏହି ମାଗଣା ଯୋଜନା ପାଇଁ ରାଜ୍ୟ ଯେ ଋଣ ଭାରରେ ବୁଡିଛି…

Read More

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନିଷ୍ଠୁର ଭାବରେ ବିବେଚନା କରାଯାଏ ଏବଂ ମଙ୍ଗଳ ଗ୍ରହକୁ ଉଗ୍ର ଗ୍ରହ ଭାବରେ ବିବେଚନା କରାଯାଏ। ଯେତେବେଳେ ଏହି ଦୁଇଟି ଗ୍ରହ ରାଶିଫଳରେ ଅଶୁଭ ହୁଅନ୍ତି, ସେତେବେଳେ ବ୍ୟକ୍ତିର ଜୀବନ ବାଧା ଏବଂ ଅସୁବିଧାରେ ପରିପୂର୍ଣ୍ଣ ହୁଏ। ଶନିଙ୍କ ଦୃଶ୍ୟ ଶୁଭ ବୋଲି ବିବେଚନା କରାଯାଇନଥିବାବେଳେ ମଙ୍ଗଳ ଗ୍ରହ ବିଷୟରେ କୁହାଯାଇଛି ଯେ ଯଦି ଏହା ଶୁଭ ନୁହେଁ, ତେବେ ଜୀବନରେ ସବୁକିଛି ଅମଙ୍ଗଳ ହୋଇଯାଏ। ତେଣୁ, ଏହି ଦୁଇଟି ଗ୍ରହକୁ ଶାନ୍ତ ଏବଂ ଶୁଭ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ଗ୍ରହକୁ ଶୁଭ ଏବଂ ଶାନ୍ତ ରଖିବା ପାଇଁ ମଙ୍ଗଳବାର ହେଉଛି ସର୍ବୋତ୍ତମ ଦିନ। ହନୁମାନଙ୍କ ପୂଜା: ପଞ୍ଚାଙ୍ଗ ଅନୁଯାୟୀ, ଡିସେମ୍ବର ୨୧ ତାରିଖ ୨୦୨୧ ହେଉଛି ପୌଷ ମାସର କୃଷ୍ଣ ପକ୍ଷର ଦ୍ଵିତୀୟା ତିଥି। ଏହି ଦିନଟି ହେଉଛି ପୁନର୍ବସୁ ନକ୍ଷତ୍ର। ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥିତ। ଏହି ଦିନ ହନୁମାନଙ୍କର ପୂଜା…

Read More

ପ୍ରକାଶ ଭୋଳ ସରିଲା ପଞ୍ଚାୟତ ଆଉ ପୌର ନିର୍ବାଚନ। କିଏ ଜିତିଲା କିଏ ହାରିଲା ତାହା ଭିନ୍ନ କଥା। ହେଲେ ସାରା ଓଡିଶା ରାଜନୀତିରେ ଗୋଟିଏ ବଡ ପ୍ରଶ୍ନ ଉଠିଛି। ତାହା ହେଲା ବିଜେପି ନେତାଙ୍କ ଛତ୍ରଭଂଗ। ଏତେ ବଡ ନିର୍ବାଚନ ଶେଷ ହେଲା। ବିଜେପି ମଙ୍ଗୁଆଳମାନେ ବିଭିନ୍ନ କେନ୍ଦ୍ରୀୟ କାମ ଆଳରେ ନିର୍ବାଚନ ମଇଦାନରୁ ନିଜକୁ ଦୂରେଇ ରଖିଲେ। ଧର୍ମେନ୍ଦ୍ରଙ୍କ ଶିବିର କହିଲା ଯେ ବାବୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବରେ ଅଛନ୍ତି। ମୋଦୀ ଗୁରୁ ଦାୟିତ୍ବ ଦେଇଥିବାରୁ ସେ ଆସିପାରିବେ ନାହିଁ। ହେଲେ ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ଶେଷ ହୋଇଯାଇଥିଲା। ବାବୁ କାହିଁକି ଆସିପାରିଲେ ନାହିଁ ? ଧର୍ମେନ୍ଦ୍ରଙ୍କ ପାଇଁ ଓଡିଶା ରାଜନୀତି ବଡ ନା ୟୁପି ରାଜନୀତି ବଡ ତାହାର ଉତ୍ତର ସେ ନିଜେ ମଧ୍ୟ ଜାଣିପାରୁ ନାହାଁନ୍ତି। ସେହିପରି ଅପରାଜିତା ଷଡଙ୍ଗୀ କଥା ବିଚାରକୁ ନିଆଯାଉ। ଭୁବନେଶ୍ବର ମେୟର କରି ଜଣକୁ ଛିଡା…

Read More

Happy Anniversary : କଲେଜରେ “ହାପି ମ୍ୟାରେଡ୍ ଲାଇଫ୍ ” ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଯେଉଁଥିରେ କେତେ ଜଣ ଦମ୍ପତି ଅଂଶଗ୍ରହଣ କରିଥିଲେ। ଯେଉଁ ସମୟରେ ପ୍ରଫେସର ମଞ୍ଚ ଉପରକୁ ଆସିଲେ, ସେତେବେଳେ ସେ ଦେଖିବାକୁ ପାଇଲେ ସମସ୍ତେ ନିଜ ଭିତରେ ଥଟ୍ଟା ମଜା କରୁଥିଲେ। ଏହା ଦେଖି ପ୍ରଫେସର ଜଣଙ୍କ ସମସ୍ତଙ୍କୁ କହିଲେ ଚାଲ ପ୍ରଥମେ ଗୋଟିଏ ଖେଳ ଖେଳିବା। ତାପରେ ଆଜିର ବିଷୟରେ ଆଲୋଚନା କରିବା। ସମସ୍ତେ ଖୁସି ହୋଇ ପଚାରିଲେ, କି ପ୍ରକାର ଖେଳ ସାର୍ ? ପ୍ରଫେସର ଜଣେ ବିବାହିତା ମହିଳାଙ୍କୁ ଛିଡ଼ା ହେବାପାଇଁ କହିଲେ ଏବଂ କଳାପଟାରେ ତୁମକୁ ଅଧିକ ଭଲପାଉଥିବା ୨୫-୩୦ ଜଣଙ୍କ ନାଁ ଲେଖିବାକୁ କହିଲେ। ମହିଳା ଜଣଙ୍କ ପ୍ରଥମେ ନିଜ ପରିବାର ଲୋକଙ୍କ ନାଁ ଲେଖିଲା। ତାପରେ ନିଜ କୁଟୁମ୍ବ, ସାଙ୍ଗ ସାଥୀ, ତାପରେ ପଡୋଶୀ ତଥା ନିଜ ସହକର୍ମୀମାନଙ୍କ ନାଁ ଲେଖିଦେଲା। ତାପରେ ପ୍ରଫେସର ସେମାନଙ୍କ…

Read More

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର…

Read More

ମେଷ- ରାଜକୀୟ ସହାୟତା ମିଳିବ। ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ବ୍ୟବସାୟ ଭଲ କରିବ। ଆୟ ବୃଦ୍ଧି ପାଇବ। କ୍ଷତି ଏବଂ ଲାଭର ପରିବେଶ ରହିବ। ଶକ୍ତି ବୃଦ୍ଧି ପାଇବ। ଆପଣ ବିଜୟ ହେବେ ହେଲେ ଗର୍ବ କରନ୍ତୁ ନାହିଁ। ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ। ସମୟ ପାର୍ଶ୍ୱରେ ଅଛି। ନାରୀ ସୁଖ, ଯାତ୍ରାରୁ ଦୂରେଇ ରୁହନ୍ତୁ। ବିରୋଧୀମାନେ କ୍ଷତି ସହିବେ। ବୃଷ- ଯାତ୍ରା, ଚାକିରି ଏବଂ ବିନିଯୋଗ ଅନୁକୂଳ ହେବ। ବକେୟା ଅର୍ଥ ଫେରସ୍ତ କରାଯିବ। ବ୍ୟବସାୟ ଭଲ କରିବ। ବିବାଦ କରନ୍ତୁ ନାହିଁ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା। କିଛି ଲାଭ ଭ୍ରମଣ ସମୁଦାୟ ସ୍ଥଗିତ ରଖାଯିବ। ବିରୋଧୀମାନେ ସକ୍ରିୟ ରହିବେ। ଶିକ୍ଷିତ ଲୋକମାନଙ୍କ ସହିତ ସାକ୍ଷାତ କରିବେ। ଶାନ୍ତି ସ୍ଥାପନ କରିବା ଆବଶ୍ୟକ। ଅପ୍ରାକୃତିକ ଭୟ ରହିବ। ମିଥୁନ- ପଦ୍ଧତିରେ ଉନ୍ନତି ହେବ। ଏହି ଯୋଜନା ଫଳପ୍ରଦ ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୧୨ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜି ନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ବୈଠକରେ ନୂତନଭାବେ ନୀତିଗତ ଅନୁମୋଦନ ଲାଭ କରିଥିବା ୧୨ଟି ପ୍ରକଳ୍ପ ହେଲା 1- ସ୍ୱସ୍ତି ପ୍ରିମିୟମ୍ ପ୍ରା. ଲିଃ, ଗୋପାଳପୁର ପାମ୍ ରିସୋର୍ଟ, ୯୫ କୋଟି ବ୍ୟୟ ୨୩୦ ନିଯୁକ୍ତି 2- ପୁଷ୍ପମ୍ ରିଅଲ୍ଟି ରିସୋର୍ଟ ଏବଂ ସ୍ପା ୟୁନିଟ୍ ୬୭.୨୭କୋଟି ଟଙ୍କା ପୁଂଜି, ୫୦୦ ନିଯୁକ୍ତି 3- ଆର୍ଶିବାଦ ଇଞ୍ଜିନିଅରିଂ ଏବଂ କନ୍ରଷ୍ଟକ୍ସନ୍ ପ୍ରା.ଲିଃ ,୫-ଷ୍ଟାର୍ ହୋଟେଲ୍, ୫୯.୩୩ କୋଟି ୧୫୧ ନିଯୁକ୍ତି 4- ଶ୍ରୀ ମେଟାଲିକ୍ସ୍ ଲିଃ ଆଇରନ୍ ଓର ବେନିଫିକେସନ୍ ଏବଂ ପେଲେଟ୍ ପ୍ଲାଣ୍ଟ୍ ୬୫୦ କୋଟି ୭୫୦…

Read More

ନୂଆଦିଲ୍ଲୀ: ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର କମ୍ପ୍ୟୁଟର ପରମ ଶକ୍ତିକୁ ଦେଶକୁ ସମର୍ପିତ କରାଯାଇଛି। ଏହା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସଟି) ର ସଂଯୁକ୍ତ ଉଦ୍ୟମ ଅଟେ। ଏହି ଜାତୀୟ ସୁପର-କମ୍ପ୍ୟୁଟିଂ ସୁବିଧା କେନ୍ଦ୍ରର ଲୋକାର୍ପଣ 27 ମାର୍ଚ୍ଚ, 2022 ରେ ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ ଜଗଦିପ ଧନଖର କରିଛନ୍ତି। ଏହି ଅବସରରେ ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ବି.କେ. ତିୱାରୀ, ସି-ଡାକର ମହା ନିର୍ଦ୍ଦେଶକ କର୍ଣ୍ଣଲ (ଅବସରପ୍ରାପ୍ତ.) ଏକେ ନାଥ, ଆଇଆଇଟି ଖଡ଼ଗପୁରର ଉପ ନିର୍ଦ୍ଦେଶକ ପ୍ରଫେସର ଅମିତ ପାତ୍ର, ଇଲେକ୍‌ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ-ଏଚପିସି ଡିଭିଜନ ର ଗ୍ରୁପ କୋର୍ଡିନେଟର ଶ୍ରୀ ଅରବିନ୍ଦ କୁମାର, ଶ୍ରୀ ଏସ.ଏ. କୁମାର, ଆଡଭାଇଜର, ଏନଏସଏମ, ଏମଇଆଇଟିୱାଇ ତଥା ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ –ଏଚପିସି ଡିଭିଜନ, ଡିଏସଟି,…

Read More

ଭୁବନେଶ୍ୱର: ସଂଯୁକ୍ତ ଆରବ ଅମିରେଟର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍  ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସୋଆର ଆନ୍ତର୍ଜାତିକ ସଂପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍‌ର ପ୍ଲେସ୍‌ମେଂଟ ହେଡ ରିପ୍ତି ରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରୀ ଏଡୁକେଶନ୍ ଓ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଏହି ଏଡୁକେସନ୍ ୨.୦…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାରେ ଦୁଇ ଜଣ ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଉଭୟ ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ବାସିନ୍ଦା ଏବଂ ଗତ ବର୍ଷ ଠାରୁ ସକ୍ରିୟ ଥିଲେ। ବଡଗାମ ପୋଲିସ ଏକ ବିବୃତ୍ତିରେ କହିଛି ଯେ, ୬୨ ଆରଆର ସେନା ସହିତ ମିଳିତ ଅପରେସନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର ଦୁଇଜଣ ସକ୍ରିୟ ଆତଙ୍କବାଦୀଙ୍କୁ ବଡଗାମର ସୁନେରଗୁଣ୍ଡ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀମାନେ ରାମନଗରୀ ଶୋପିଆନ୍‌ର ୱାସିମ ଅହମ୍ମଦ ଗନଇ ଏବଂ ସେଦୋ ଶୋପିଆର ଇକବାଲ ଆଶ୍ରାଫ ଶେଖ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ପ୍ରତିବନ୍ଧିତ ସଂଗଠନ ଲଶ୍କର-ଇ-ତୋଇବା, ଗୋଟିଏ ଚାଇନାର ପିସ୍ତଲ, ଦୁଇଟି ପିସ୍ତଲ ପତ୍ରିକା, ୧୨ ଟି ପିସ୍ତଲ ଗୁଳି ଏବଂ ୩୨ ଟି ଏକେ ୪୭ ଗୁଳି ଜବତ କରାଯାଇଛି ବୋଲି ପୋଲିସ କହିଛି।

Read More

ଭୁବନେଶ୍ବର: ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ…

Read More

ଭୁବନେଶ୍ୱର: ପୂର୍ବ ତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରବନ୍ଧକ ରିଂକେଶ ରାୟଙ୍କ ସହିତ ମୁକ୍ଷ୍ୟାଳୟ ତଥା ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ବିଭିନ୍ନ ଷ୍ଟେସନ, ରେଳ କଲୋନୀ, ବ୍ରିଜ, ଲେଭଲ କ୍ରସିଂ ଗେଟ, ରନିଂ ରୁମ୍‌, ଦୁର୍ଘଟଣା ରିଲିଫ୍ ଟ୍ରେନ୍‌, ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଉପକରଣ, ରେଲୱେ ହସ୍‌ପିଟାଲ୍ ସହିତ ଅନ୍ୟାନ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଯାଞ୍ଚ୍ କାର୍ଯ୍ୟ କରିଥିଲେ। ସେ ଏହି ଗସ୍ତ ସମୟରେ ସମସ୍ତ ରେଳ ଭିତିଭୂମିକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ ଓ ରେଳ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ଥିବା ବିଷୟ ଉପରେ ଧ୍ୟାନ ଦେବାପାଇଁ ଉପସ୍ଥିତ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହାପ୍ରବନ୍ଧକ…

Read More

ଭୁବନେଶ୍ୱର: ସର୍ବଭାରତୀୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ଓ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନର ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ତରଫରୁ ଗ୍ରୀଡ୍‌କୋ-ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ସଭା ଫେଡ଼େରେସନର ମୁଖ୍ୟ ସଂଗଠନ ସମ୍ପାଦକ ସାଥୀ ଭ୍ରମର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିକ୍ଷୋଭ ସଭାରେ ଫେଡ଼େରେସନର ଉପାଧ୍ୟକ୍ଷ ସାଥୀ ସି.ଭି.ଏନ୍‌. ରାଓ, ସାଧାରଣ ସମ୍ପାଦକ ସାଥୀ ସତ୍ୟଜିତ ବାଘ, ବିଜୁଳି କର୍ମଚାରୀ ସଂଘର ସଭାପତି ସାଥୀ ଆକୁଳ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ମିଶ୍ର, ମଜଦୁର ସଂଘର ସାଧାରଣ ସମ୍ପାଦକ ସାଥୀ ଶ୍ରୀକୃଷ୍ଣ ପଟ୍ଟନାୟକ, ଠିକା ଶ୍ରମିକ ସଂଘର ସମ୍ପାଦକ ସାଥୀ ଶ୍ରୀଧର ଖୁଣ୍ଟିଆ, ଏନାମାର ସଂଘର ତରଫରୁ ସାଥୀ ସାଥୀ ସୁଶାନ୍ତ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ବିଜୁଳି ଆମେଣ୍ଟମେଣ୍ଟ ବିଲ୍ ୨୦୨୧ ତଥା ୧.୪.୨୦୨୦ରୁ ମଜୁରୀ ନିର୍ଦ୍ଧାରଣ, ଠିକା ଶ୍ରମିକ, ଏନାମାର, ଏକ୍ସ-ଏନାମାର, କଣ୍ଟିଜେଣ୍ଟ ଓ…

Read More

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ପକ୍ଷରୁ ୨୫୯ ଟଙ୍କିଆ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି ଯାହା କ୍ୟାଲେଣ୍ଡର ମାସର ବୈଧତା ସହ ଆସିଥିବା ବେଳେ ପ୍ରିପେଡ୍ ଗ୍ରାହକମାନଙ୍କୁ ପ୍ରତି ମାସରେ ମାତ୍ର ଗୋଟିଏ ରିଚାର୍ଜ ତାରିଖ ମନେ ରଖିବାରେ ସହାୟକ ହେବ। ଜିଓ ହେଉଛି ଭାରତୀୟ ଟେଲିକମ୍ ଶିଳ୍ପର ପ୍ରଥମ କଂପାନି ଯାହା “କ୍ୟାଲେଣ୍ଡର ମାସ ବୈଧତା’ ଥିବା ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି। ଜିଓର ଏହି ୨୫୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୧.୫ ଜିବି ହାଇ ସ୍ପିଡ୍ ଡାଟା ଓ ଅସୀମିତ କଲ୍ ସୁବିଧା ସହିତ ସ୍ପଷ୍ଟ ଭାବେ ଗୋଟିଏ ମାସ, ତାହା ୩୦ ଦିନିଆ କିମ୍ବା ୩୧ ଦିନିଆ ହୋଇଥାଉ ନା କାହିଁକି, ସମ୍ପୂର୍ଣ୍ଣ ମାସର ବୈଧତା ଭଳି ସୁବିଧା ରହିଛି। ତେଣୁ ସେହି ଅନୁସାରେ, ପ୍ରତି ମାସରେ ରିଚାର୍ଜ କଲେ ବର୍ଷକୁ ରିଚାର୍ଜ ସଂଖ୍ୟା କେବଳ ୧୨ ହିଁ ରହିବ। ପ୍ରତି ମାସର ସମାନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି। କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡ଼ିଥିଲେ। ଏହାପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଆଜି ନୀଳାଦ୍ରିପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ବାଣପୁର କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେଶ ନମ୍ବର ୧୧୭/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପ୍ରକ୍ରିୟା ଜାରିରହିଥିବାର ଏସଡିପିଓ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ନାକ୍ଟିଦେଉଳ କନିଷ୍ଠ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ଆଜି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ୍ ଶିବୀର ଉଦଘାଟିତ ହୋଇଯାଇଛି। ଏହା ଆଠ ଦିନ ଧରି ଚାଲିଵ। ଅନୁଷ୍ଠାନର ଅଧ୍ୟକ୍ଷ କନ୍ଦର୍ପ ରାଉଳ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିପାଇଁ ଆୟୋଜିତ ଏକ ସ୍ଵତନ୍ତ୍ର ସଭାରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ କୁମାର ପଟ୍ଟନାୟକ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ୍ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବିନିତା ମୁର୍ମୁ, ଅଧ୍ୟାପକ ସଂଜିବ କୁମାର ଦାଶ୍, ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ, ଅଧ୍ୟାପକ ହେମାନନ୍ଦ ପ୍ରଧାନ ଓ ଛାତ୍ରୀ ନିବାସ ର ମେଟ୍ରନ୍ ଵୈଜୟନ୍ତି ସାହୁ ଏହି ସଭା ରେ ବକ୍ତବ୍ୟ ରଖିଥିଲେ। ଦୀପାଞଳୀ ବାର୍ଲା ଏହି ଶିଵୀରରେ ୧୪୯ ଜଣ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଚେହେରାର ଅଧା ସୌନ୍ଦର୍ଯ୍ୟ ଦାନ୍ତରୁ ଆସିଥାଏ। ଯଦି କାହାର ଦାନ୍ତ ସୁନ୍ଦର ଏବଂ ଉଜ୍ଜ୍ୱଳ, ତେବେ ତାଙ୍କ ମୁହଁରେ ସୌନ୍ଦର୍ଯ୍ୟ ବାହାରିଥାଏ। କିନ୍ତୁ ଆଜିର ଖାଦ୍ୟପେୟ ହେତୁ ଲୋକମାନେ ଦାନ୍ତର ସମସ୍ୟାକୁ ନେଇ ବହୁତ ଚିନ୍ତିତ ଅଛନ୍ତି। କାରଣ ବାହାରେ କିଛି ଖାଇବା ସ୍ୱାସ୍ଥ୍ୟ ଉପରେ ତଥା ଦାନ୍ତ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅନେକ ଥର ଲୋକମାନେ ଦୂଷିତ ଜଳ ଏବଂ ତମାଖୁ ଖାଇବା ଆରମ୍ଭ କରନ୍ତି, ଏହା ପରେ ମଧ୍ୟ ଏହା ଦାନ୍ତରେ ହଳଦିଆ ଏବଂ କ୍ୟାବିଟି ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ଲୋକମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଦାନ୍ତକୁ ସଫା କରିବା ଦ୍ୱାରା ଦାନ୍ତ ସହିତ ଜଡିତ ସମସ୍ୟା କମିଯାଏ। ଦାନ୍ତ ହଳଦିଆ ହେବା କିମ୍ବା ଦାନ୍ତର ରଙ୍ଗରେ ପରିବର୍ତ୍ତନ ସମସ୍ୟା ପ୍ରାୟତଃ ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ। ଦାନ୍ତର ସ୍ୱଚ୍ଛତା ଅନୁସରଣ ନକରିବା କିମ୍ବା ବେଳେବେଳେ ଦାନ୍ତର ହଳଦିଆ…

Read More

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଗୁଜୁରାଟ ଟାଇଟାନ୍ସ ମୁହାଁମୁହିଁ ହେବ। ଏହା ଉଭୟ ଦଳର ପଦାର୍ପଣ ମ୍ୟାଚ୍ ହେବ। ଉଭୟ ଦଳ ପ୍ରଥମ ମ୍ୟାଚରେ ବିଜୟ ପଞ୍ଜିକରଣ କରି ଜୋରଦାର ଆଇପିଏଲ୍ ଅଭିଯାନ ଆରମ୍ଭ କରିବାକୁ ଚାହାଁନ୍ତି। ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ? ଏଠାରେ ପଢନ୍ତୁ.. ୧. ଗୁଜୁରାଟ ଟାଇଟାନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମ୍ୟାଚ୍ ଆଇପିଏଲରେ କେବେ ଅନୁଷ୍ଠିତ ହେବ?: ଏହି ମ୍ୟାଚ୍ ଆଜି (ମାର୍ଚ୍ଚ ୨୮ ତାରିଖ) ରାତି ୦୭.୩୦ ମିନିଟରେ ଅନୁଷ୍ଠିତ ହେବ। ୨. ଏହି ମ୍ୟାଚ୍ କେଉଁଠାରେ ଖେଳାଯିବ?: ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ୩- କେଉଁ ଚ୍ୟାନେଲରେ ମ୍ୟାଚ୍ ସିଧା ପ୍ରସାରଣ ହେବ?: ଏହି ମ୍ୟାଚଟି ଷ୍ଟାର ସ୍ପୋର୍ଟସ ନେଟୱାର୍କର ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ ୧ ଏଚଡି, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ ୨,…

Read More