Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ହୁ ହୁ ହୋଇ ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରୁ ଆଜି ୨୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁର ବ୍ଲକରୁ ସର୍ବାଧିକ ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୫୧ଜଣ, ଏରସମା ବ୍ଲକରୁ ୪୦ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ବିରିଡ଼ି ବ୍ଲକରୁ ୨୮ଜଣ, ରଘୁନାଥପୁର ବ୍ଲକରୁ ୨୩ଜଣ, ତିର୍ତ୍ତୋଲ ବ୍ଳକରୁ ୨୧ଜଣ, ନାଉଗାଁ ବ୍ଲକରୁ ୧୩ଜଣ, ପାରାଦ୍ଵୀପରୁ ୧୧ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୭୧୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦୯୧ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରୁ ସମୁଦାୟ ୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଜିଲ୍ଲାରୁ ଆଜି ୩୧୦ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୦୨୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ…

Read More

ନୟାଗଡ଼/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ପରେ ବ୍ରାଉନ ସୁଗାର ବେପାରୀଙ୍କ ଟାର୍ଗେଟରେ ଏବେ ନୟାଗଡ଼ ଜିଲ୍ଲା। ଖୋର୍ଦ୍ଧା ବାଟ ଦେଇ ନୟାଗଡ଼ରେ ବ୍ରାଉନ ସୁଗାର ବେପାର ପସରା ମେଲାଇବାକୁ ଉଦ୍ୟତ ହେଉଥିବା ବେଳେ ଆଜି ଜଣେ ମହିଳାଙ୍କ ସମେତ ଚାରି ଜଣ ବେପାରୀଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି। ସୂଚନା ମୁତାବକ ସମ୍ପୃକ୍ତ ଚାରି ଜଣ ବେପାରୀ ବ୍ରାଉନ ସୁଗାର ସହ ଖୋର୍ଦ୍ଧାରୁ ଚାନ୍ଦପୁର ଏବଂ ଟାଙ୍ଗୀକୁ ବିକ୍ରି କରିବା ପାଇଁ ଆସୁଥିବାବେଳେ ଏହାର ସୂଚନା ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୪୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୭୮୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୪ ହଜାର ୧୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୨୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

କଲିକତା: କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ଅଳପନ ବନ୍ଦୋପାଧ୍ୟାୟ ଅବସର ଘୋଷଣା କରିଛନ୍ତି। ହେଲେ ଅଳପନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଗାମୀ ତିନି ବର୍ଷ ପାଇଁ ମାମାତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଉଲ୍ଲେଖ ଯୋଗ୍ୟ ଯେ, ବାତ୍ୟା ୟାଶ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ହେଲେ ମମତା ବାନାର୍ଜୀ ଏବଂ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟ ଯୋଗୁଁ ୩୦ ମିନିଟ ଅପେକ୍ଷା କରିବାକୁ ପଡିଥିଲା ବୋଲି କେନ୍ଦ୍ର ସରକାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ମମତା ବାନାର୍ଜୀ ବାତ୍ୟା ସମ୍ବଦ୍ଧୀୟ କାଗଜପତ୍ର ଦେଇ ବୈଠକରୁ ବିଦାୟ ନେଇଥିଲେ। ଏହାପରେ କେନ୍ଦ୍ର ପକ୍ଷରୁ ବନ୍ଦୋପାଧ୍ୟାୟକୁ କାର୍ଯ୍ୟ ମୁକ୍ତ କରାଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ନିଯୁକ୍ତ ହେବା ପାଇଁ ଚିଠି ଦିଆଯାଇଥିଲା। କିନ୍ତୁ ତାଙ୍କୁ କାର୍ଯମୁକ୍ତ କରିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୪୯, କଟକରୁ ୯୫୪, ଅନୁଗୁଳରୁ ୯୦୮, ସୁନ୍ଦରଗଡରୁ ୭୦୫, ମୟୂରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀରୁ ୪୭୨, ସମ୍ବଲପୁରରୁ ୩୫୪, ବରଗଡରୁ ୩୩୧, ଜଗତସିଂହପୁରରୁ ୩୦୯,  କେନ୍ଦ୍ରାପଡାରୁ ୩୦୫, ବଲାଙ୍ଗୀରିରୁ ୨୭୪, ନବରଙ୍ଗପୁରରୁ ୨୫୫, କୋରାପୁଟରୁ ୨୫୧, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୦୦,  ନୟାଗଡରୁ ୧୯୦, ଝାରସୁଗୁଡାରୁ ୧୮୬, ବାଲେଶ୍ବରରୁ ୧୮୧, ରାୟଗଡାରୁ ୧୭୨, ଢେଙ୍କାନାଳରୁ ୧୫୫, କେନ୍ଦୁଝରରୁ ୧୪୯, ସୋନପୁରରୁ ୧୨୩, ଦେବଗଡରୁ ୧୦୬, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୨, ଗଜପତିରୁ ୬୮, ନୂଆପଡାରୁ ୫୧, କଳାହାଣ୍ଡିରୁ ୩୬ ଏବଂ ଷ୍ଟେଟ ପୁଲରୁ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଯାଇଛି। ୪୫ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଯାଇଛି। ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ଏହି ଅଭିଯାନ ପାଇଁ ଆବେଦନ କରିଥିଲା। ତେବେ ବିଏମସିର ୩ ଟି ଜୋନରେ ୬ ଟି ଆପର୍ଟମେଣ୍ଟରେ ଟୀକାକରଣ ଚାଲିଛି। ପ୍ରତ୍ୟେକ ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ବରୁଣେଇ ପିଠ ପଛପଟେ ଚଢ଼ାଉ କରି ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ବରୁଣେଇ ପୀଠରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଜାଣିବାକୁ ପାଇଥିଲେ। ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏସଆଇ ବିଜୟ କେତନ ବେହେରା, ଦିଗବିଜୟ ବିଶ୍ୱାଳ ଏବଂ ପଦ୍ମଲୋଚନ ବେହେରାଙ୍କୁ ନେଇ ତୁରନ୍ତ ଏକ ଟିମ ଗଠନ କରାଯାଇଥିଲା। ଗତକାଲି ଅପରାହ୍ନରେ ମା’ ବରୁଣେଇ ପୀଠ ଏବଂ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ପରିସରରେ ବରୁଣେଇ ହୋଟେଲ ପଛପଟୁ ପାଖପାଖି ୪ ଘଟିକାରେ ଜଣେ ଯୁବକ ବ୍ରାଉନ ସୁଗାର ସହ ପୋଲିସ ହାତରେ ଧରାପଡିଥିଲା। ଯୁବକ…

Read More

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଏବେ ପଞ୍ଜାବରେ ଏକ ରାଜନୈତିକ ସଙ୍କଟ ଆରମ୍ଭ ହୋଇଯାଇଛି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପଞ୍ଜାବ କଂଗ୍ରେସରେ ଏବେ ଦୁଇ ଭାଗ ସ୍ଥିତି ସୃଷ୍ଟି ହୋଇଛି। ଏପରିକି ସ୍ଥିତିକୁ ସମ୍ଭାଳିବା ପାଇଁ ଦଳର ହାଇକମାଣ୍ଡ ଦଖଲ ଦେଇଛନ୍ତି। ସେଠାରେ ସମସ୍ତ ବିଧାୟକ, ମନ୍ତ୍ରୀମାନେ ଏକ ତିନି ଜଣିଆ କମିଟି ସହ ଆଲୋଚନା କରିବେ। ଯାହା ନିଜ ନିଜର ସମସ୍ୟା ବିଷୟରେ ସେମାନଙ୍କୁ ଜଣାଇବେ। କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଝାଖଡ, ମନ୍ତ୍ରୀ ଚରଣଜୀତ ଚନ୍ନୀ, ସୁଖଜିନ୍ଦର ସିଂହଙ୍କ ସମେତ ପାଖାପାଖି ୨୪ ଜଣ ବିଧାୟକ ଏନେଇ ଦିଲ୍ଲୀ ପହଞ୍ଚିଯାଇଛନ୍ତି। ନିର୍ବାଚନରେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରି ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ସମସ୍ତେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଲଗାତର ପ୍ରଶ୍ନ କରିଆସୁଥିଲେ।

Read More

ନୂଆଦିଲ୍ଲୀ, ବର୍ତ୍ତମାନ କୋଭିଡ ପରିସ୍ଥିତିରେ CBSE 12ଶ ପରୀକ୍ଷା ହୋଇପାରିବ କି ନାହିଁ ସରକାର ଦୁଇ ଦିନ ମଧ୍ୟରେ ନିଷ୍ପତି ନେବେ। ଫଳରେ ଆଜି ସୁପ୍ରମକୋର୍ଟରେ ଏହି ମାମଲା ନେଇ ଥିବା ଶୁଣାଣି ସ୍ଥଗିତ ରହିଛି। ଆଜି ସୁପ୍ରମ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା। ସରକାରଙ୍କ ତରଫରୁ ଲିଖିତ ଭାବେ କୋର୍ଟକୁ ଜଣାଇଦିଆଗଲା ଯେ, ଆଉ ଦୁଇଦିନ ସମୟ ଦିଅନ୍ତୁ। ଏହି ସମୟରେ କେନ୍ଦ୍ର ସରକାର ପରୀକ୍ଷା ହେବ କି ନାହିଁ ନିଷ୍ପତି କରି କୋର୍ଟକୁ ଅବଗତ କରାଇବେ। ଫଳରେ ପରୀକ୍ଷା ସଂପର୍କରେ ସରକାର ଦୁଇଦିନରେ କୋର୍ଟକୁ ଅବଗତ କରିବା ପରେ ଶୁଣାଣି ହେବ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ, CBSE 12ଶ ପରୀକ୍ଷା ବର୍ତ୍ତମାନ ପରିସ୍ଥିତିରେ ହେବ କି ନାହିଁ ସେ ନେଇ ଆଜି ହୋଇପାରେ ନିଷ୍ପତ୍ତି। କାରଣ ଆଜି ଏ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ରହିଛି। ଗତ ଶୁକ୍ରବାର ଦିନ ଏ ନେଇ ଶୁଣାଣି ଚାଲିଥିଲା। ହେଲେ ଆବେଦନକାରୀ କେତେକ ପ୍ରମାଣ ଦେଇ ନ ଥିବାରୁ ତାହା ସୋମବାର ଦିନ 11ଟାରେ ଶୁଣାଣି ହେବ ବୋଲି କୋର୍ଟ ଜଣାଇଥିଲେ। ସେହି ଅନୁସାରେ ଆଜି ଏ ନେଇ ବିଚାରପତି ଏ ଏମ ଖାନୱାଲକର ଏବଂ ଦିନେଶ ମାହେଶ୍ବରୀ ଡିଭିଜନ ବେଞ୍ଚରେ ଶୁଣାଣି ହେବ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, କଳାହାଣ୍ଡି, କେନ୍ଦ୍ରପଡା, ଖୋର୍ଦ୍ଧା, ନବରଙ୍ଗପୁର ଏବଂ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଞ୍ଜାମ, ଦେବେଗଡ, ଗଜପତି, ଝାରସୁଗୁଡା ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୧୨୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧୦୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୦ ଲକ୍ଷ ୨୬ ହଜାର ୯୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୫୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧ ହଜାର ୬୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୭୪ ଜଣ, କଟକ ଜିଲ୍ଲାରୁ ୫୯୩, ଅନୁଗୁଳ ଜିଲ୍ଲାରୁ ୫୦୫…

Read More

ମେଷ- କୋର୍ଟ ପରିସରରେ ସୁସଙ୍ଗତତା ରହିବ। ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ। ବିବାଦରେ ପଡ଼ନ୍ତୁ ନାହିଁ। ଋଣ ଦିଆଯାଇଥିବା ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ। ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନ ସାଥୀଙ୍କର ସହଯୋଗ ସହାୟକ ହେବ। ଯତ୍ନର ସହ ଗାଡି ଚଲାନ୍ତୁ। ବୃଷ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭାବନା। ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ନିଜର ବ୍ୟବସାୟ ଜାରି ରଖ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ । ଚିନ୍ତା କରାଯାଇଥିବା କାର୍ଯ୍ୟ ଠିକ୍ ସମୟରେ ହୋଇପାରବ ନାହିଁ । ମିଥୁନ- ସରକାରୀ ପ୍ରତିବନ୍ଧକ ଦୂର ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।  ଉପକୃତ ହେବ । ଠିକ୍ ସମୟରେ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ମେଷ- କୋର୍ଟ ପରିସରରେ ସୁସଙ୍ଗତତା ରହିବ। ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ। ବିବାଦରେ ପଡ଼ନ୍ତୁ ନାହିଁ। ଋଣ ଦିଆଯାଇଥିବା ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ। କର୍କଟ- ଜମି ଏବଂ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ଉପକୃତ ହେବେ । ଚାକିରି ପାଇବେ । ଶତ୍ରୁ ଭୟ ରହିବ। ପୁଞ୍ଜି ବିନିଯୋଗ ଏବଂ ଚାକିରି ସୁବିଧା ହେବ । ବ୍ୟବସାୟ ଭଲ କରିବ । କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।

Read More

ତୂଳା- ରୋମାନ୍ସରେ ସମୟ ଅତିବାହିତ ହେବ। ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହି ସଫଳତାରେ ଖୁସି ହେବେ। ବ୍ୟବସାୟ ଭଲ କରିବ। ପ୍ରତିଷ୍ଠା ବୃଦ୍ଧି ପାଇବ। ପରିବାରରେ ଖୁସିର ବାତାବରଣ ରହିବ। ମୀନ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଦକ୍ଷତା ବୃଦ୍ଧି ପାଇବ।

Read More

ବିଛା- ଅତିଥିମାନଙ୍କ ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଗର୍ବିତ ରହିବେ। ନୂତନ ଯୋଜନା ଆରମ୍ଭ ହେବ। ପିଲାମାନଙ୍କର ଅଗ୍ରଗତି ସମ୍ଭବ। ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। କୁମ୍ଭ- ଭଲରେ ଦିନ ଅତିବାହିତ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯିବ। ଖୁସି ହେବେ। କାର୍ଯ୍ୟରେ କୌଣସି ତତ୍ପରତା ହେବାର ନାହିଁ । ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ।

Read More

ଧନୁ- ବେକାରୀ ଦୂର ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଉପହାର ଗ୍ରହଣ କରାଯିବ। ରିସ୍କ ନିଅନ୍ତୁ ନାହିଁ । କ୍ରୋଧ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ। ଆତିଥ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମକର- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ଟେନସନ ରହିବ । ଅପରିଚିତ ଲୋକଙ୍କୁ ବିଶ୍ବାସ କର ନାହିଁ । କାର୍ଯ୍ୟ ପ୍ରୟାସରେ ଅଳସୁଆ ଏବଂ ବିଳମ୍ବ ହେବା ଉଚିତ୍ ନୁହେଁ।

Read More

ସିଂହ- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ବ୍ୟବସାୟ ଭଲ କରିବ। ବିବାଦ କରନ୍ତୁ ନାହିଁ । ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ। ଆର୍ଥିକ ସୁସଙ୍ଗତତା ରହିବ। କନ୍ୟା- ଉତ୍ସାହକୁ ନିୟନ୍ତ୍ରଣ କରନ୍ତୁ। ଶତ୍ରୁମାନେ ସକ୍ରିୟ ରହିବେ । ସମବେଦନା ଖବର ଥାଇପାରେ।  କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ।

Read More

ବୃଷ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭାବନା। ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ନିଜର ବ୍ୟବସାୟ ଜାରି ରଖ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ମିଥୁନ- ସରକାରୀ ପ୍ରତିବନ୍ଧକ ଦୂର ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।  ଉପକୃତ ହେବ । ଠିକ୍ ସମୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବା। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

Read More