Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଦୃଢ ଇଚ୍ଛା ଶକ୍ତିଥିଲେ ଉପାୟ ଆପେ ଆସେ। ସେହିପରି କଳାହାଣ୍ଡିର ଜଣେ ଯୁବ ଚାଷୀ ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ଜଣାପଡିଛି। କଳାହାଣ୍ଡିର ଜଣେ ଯୁବ ଚାଷୀ ନିଜର ଜ୍ଞାନକୌଶଳ ବଳରେ ଚାଷ ଜମିରେ ପାଣି ଯୋଗଇବା ପାଇଁ ବିନା ବିଦ୍ୟୁତ ଓ ବିନା ମେସିନ ସାହାଯ୍ୟରେ ଦେଶୀ ବାମ୍ଫ ପାଣି ଉଠା ଯନ୍ତ୍ର ନିର୍ମାଣ କରି ଲୋକଙ୍କ ପ୍ରେରଣା ସାଜିଥିବା ଜଣାପଡିଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ଗାଁର ଯୁବକ ଖଞ୍ଜ ନେତ୍ର ଆର୍ଥିକ ସମସ୍ୟା ହେତୁ ନିଜ ଚାଷ ଜମିରେ ପାଣି ମଡାଇ ପାରୁନଥିଲେ। ନିକଟରେ ପାଣି ନାଳ ଥିଲେହେଁ ନିଜ ଜମିରେ ପାଣି ମଡାପାରୁନଥିବା ହେତୁ ଖଞ୍ଜନେତ୍ର ଅତ୍ୟନ୍ତ ଚିନ୍ତାରେ ଥିଲେ। ଜଳ ସମସ୍ୟା ଖଞ୍ଜନେତ୍ରଙ୍କୁ କବଳିତ କରିଦେଉଥିବା ବେଳେ କିଛି ନୂଆ କରିଦେଖାଇବା ପାଇଁ ଚିନ୍ତାମଗ୍ନ ଥିଲେ। ପ୍ରଥମେ ଏକ…

Read More

କଲିକତା: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଆଜି ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିଛନ୍ତି। ଯଦ୍ୱାରା ପୁଣିଥରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କ ନେତୃତ୍ଵରେ ସରକାର ଗଠନ କରିଛି। ମମତା ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ଗାଇଡଲାଇନ ଅନୁଯାୟୀ ଶପଥ ଗ୍ରହଣ ସମାରୋହକୁ ଛୋଟ କରାଯାଇଥିଲା। ବର୍ତ୍ତମାନ ଏବେ ବିଧାୟକମାନଙ୍କ ଶପଥ ଗ୍ରହଣ ହେବ ନାହିଁ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୦ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ ହଜାର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୮୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୪ ଲକ୍ଷ ୮୭ ହଜାର ୨୨୯ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୯ ହଜାର ୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୭୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୦ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ ହଜାର ୨୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୯ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୩୩୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୩୭ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ। ଏହା ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ। କଣ ରହିବ ବନ୍ଦ ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ,…

Read More

ମେଷ- ବକ୍ତବ୍ୟକୁ ନିୟନ୍ତ୍ରଣ କର। ଜଣେ ବ୍ୟକ୍ତିଙ୍କୁ କିଛି କହିବା କଷ୍ଟକର ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ। ବିଲଡିଂ କାମ ସଂପୂର୍ଣ୍ଣ ହୋଇ ନ ପାରେ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ। ଘରେ ଟେନସନ ହେବ। ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ଏବଂ ବିବାଦ ହୋଇପାରେ। ବୃଷ- ଆଇନଗତ ବାଧାବିଘ୍ନକୁ ହଟାଇ ଲାଭର ପରିସ୍ଥିତି ଦୂର ହେବ । ବ୍ୟବସାୟ ଲାଭଦାୟକ ହେବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଚାକିରିର ପ୍ରଭାବ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବ। ବିନିଯୋଗ ଶୁଭ ହେବ। ଆୟ ବୃଦ୍ଧି ପାଇବ। ଭଲ ଆକାରରେ ରୁହ। ଘର ବାହାରେ ସୁଖ ମିଳିବ। ମିଥୁନ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । କୌଣସି ବଡ ଡିଲ୍…

Read More

କୁମ୍ଭ-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ରୋଜଗାର ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟ କରିବାର ସୁଯୋଗ ଥାଇପାରେ। ଘର ବାହାରେ ଆପଣଙ୍କୁ ପଚରାଉଚରା କରାଯିବ। ନୂତନ ଚାକିରି ମିଳିପାରିବ। ମୀନ- ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ଜାଗ୍ରତ ହେବ। ସତସଙ୍ଗର ଲାଭ ହେବ। ବ୍ୟବସାୟ ବୃଦ୍ଧି ପାଇବ। ସରକାରୀ ସହାୟତା ମିଳିବ। ଲାଭ ସୁଯୋଗ ଆସିବ । ସବୁ ଦିଗରୁ ସଫଳତା ଆସିବ। ସୁଖ ବୃଦ୍ଧି ପାଇବ।

Read More

ଧନୁ- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ତୁମର ଜୀବନ ସାଥୀଙ୍କଠାରୁ ସହଯୋଗ ପାଇବ ନାହିଁ । ଚିନ୍ତା ଏବଂ ଟେନସନ ରହିବ। କାରବାରରେ ଶୀଘ୍ର ଏବଂ ବେପରୁଆ ହୁଅନ୍ତୁ ନାହିଁ । ମକର- ସ୍ଥିର ଟଙ୍କା ପାଇବାର ସମ୍ଭାବନା ଅଛି, ଚେଷ୍ଟା ଜାରି ରଖନ୍ତୁ। ଭ୍ରମଣ ଲାଭଦାୟକ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ।

Read More

ତୂଳା- ଆତ୍ମ ସମ୍ମାନ ରହିବ  ତୁମେ ଭଲ ଖବର ପାଇବ। ଅତିଥିମାନେ ଆସିବେ। ସୁଖ ବୃଦ୍ଧି ପାଇବ। କିଛି ବଡ କାମ କରିବାକୁ ଇଚ୍ଛୁକ ହେବେ। ତତ୍ପରତା ନାହିଁ । ବ୍ୟବସାୟ ଲାଭଦାୟକ ହେବ। ନୂତନ ବନ୍ଧୁ ସୃଷ୍ଟି ହେବ। ବିଛା- ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ ଦୂର ହେବ। ବ୍ୟବସାୟ ବୃଦ୍ଧି ପାଇବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ।

Read More

ସିଂହ- ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ । କନ୍ୟା- ଚାକିରି ଅଭିବୃଦ୍ଧି ବୃଦ୍ଧି ପାଇବ। ତୁମେ ଅଧିକାରୀଙ୍କ ସୁଖ ପାଇବ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ଶତ୍ରୁମାନଙ୍କ ସହିତ ସତର୍କତା ଆବଶ୍ୟକ। ବିନିଯୋଗ ଶୁଭ ହେବ। କଠିନ ପରିଶ୍ରମର ଫଳାଫଳ ଗ୍ରହଣ କରାଯିବ।

Read More

ମିଥୁନ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । କୌଣସି ବଡ ଡିଲ୍ ହୋଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ବୃଦ୍ଧି ପାଇବ। କର୍କଟ- ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। ବ୍ୟବସାୟ ବ୍ୟସ୍ତ ରହିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାର ଏବଂ ପରିବାରର ଚିନ୍ତା ହେବ।

Read More

ମେଷ- ବକ୍ତବ୍ୟକୁ ନିୟନ୍ତ୍ରଣ କର। ଜଣେ ବ୍ୟକ୍ତିଙ୍କୁ କିଛି କହିବା କଷ୍ଟକର ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ। ବିଲଡିଂ କାମ ସଂପୂର୍ଣ୍ଣ ହୋଇ ନ ପାରେ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ବୃଦ୍ଧି ପାଇବ । ବୃଷ- ଆଇନଗତ ବାଧାବିଘ୍ନକୁ ହଟାଇ ଲାଭର ପରିସ୍ଥିତି ଦୂର ହେବ । ବ୍ୟବସାୟ ଲାଭଦାୟକ ହେବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଚାକିରିର ପ୍ରଭାବ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବ। ବିନିଯୋଗ ଶୁଭ ହେବ।

Read More

ସୀତାରମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି।…

Read More

ରାମଅଭିଷେକ ଉତ୍ସବର ଶ୍ରୀମନ୍ଦିର ପାଳନ କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ବିମାନରେ ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ହନୁମାନଙ୍କ ପ୍ରତିମା ସହର ପରିକ୍ରମା କରିଥାନ୍ତି।

Read More

ପୁରୀ, ଆଜି ହେଉଛି ରାମ ଅଭିଷେକ। ଏହି ଉପଲକ୍ଷେ ଶ୍ରୀମନ୍ଦିରର ମଧ୍ୟ ସ୍ବତନ୍ତ୍ର ରିତିନିତି ପାଳିତ ହୋଇଛି। ଆଜି ଶ୍ରୀଜୀୟୁଙ୍କ ସଂଧ୍ୟା ଆରତି ପରେ ଏହି ସ୍ବତନ୍ତ୍ର ପର୍ବର ଆୟୋଜିନ କରାଯାଇଥିଲା। ଏଥିରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ପ୍ରତିମା ଏକ ବିମାନରେ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ। ଏଥିରେ ସେବକମାନେ ଘଣ୍ଟିଘଣ୍ଟା ଛତି ଧରି ଏହି ଚାରି ପ୍ରତିମାକୁ ସହର ପରିକ୍ରମା କରାଇଥିଲେ। କୋଭିଡ କଟକଣା ଭିତରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା।

Read More

ଭୁବନେଶ୍ବର, ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏ ନେଇ ଆଜି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଏଥିସହିତ ଯୁବପୀଢିଙ୍କ ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ତଥା ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ବ୍ରିଟେନ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଏକ ରଣନୈତିକ ସହଭାଗିତା ରହିଛି। ଏହି ସହଭାଗିତା ଗଣତନ୍ତ୍ର ଓ ମୌଳିକ ସ୍ବାଧୀନତା ଲାଗି ପ୍ରତିବଦ୍ଧତା ତଥା ଆଇନର ଶାସନ, ଦୃଢ଼ ଆପୋସ ବୁଝାମଣା ଓ ବୃଦ୍ଧି ପାଉଥିବା ସମନ୍ବୟ ଉପରେ ଆଧାରିତ। ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇ ଏକ ‘ବିସ୍ତୃତ ରଣନୈତିକ ସହଭାଗିତା’ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ଅବସରରେ ଏକ ମହତ୍ବାକାଂକ୍ଷୀ ‘ରୋଡମ୍ୟାପ ୨୦୩୦’ ଗ୍ରହଣ କରାଯାଇଥିଲା। ଏହି ରୋଡମ୍ୟାପ ଆସନ୍ତା ଦଶବର୍ଷ ମଧ୍ୟରେ ଜନ ସମ୍ପର୍କ, ବାଣିଜ୍ୟ ଓ ଅର୍ଥ ବ୍ୟବସ୍ଥା, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ନିବିଡ଼ ଓ ଦୃଢ଼ ସହଭାଗିତା ନିମନ୍ତେ ମାର୍ଗ ପ୍ରଶସ୍ତ କରିବ।…

Read More

ଭୁବନେଶ୍ବର: ଛତିଶଗଡ ଏବଂ ପଶ୍ଚିମବଙ୍ଗ ପରେ ଏବେ ରାଜ୍ୟ ସରକାର ଆନ୍ଧ୍ରା ଓ ତେଲେଙ୍ଗାନା ଉପରେ ନଜର ରଖିଛନ୍ତି। ଏହି ଦୁଇ ରାଜ୍ୟର ଷ୍ଟ୍ରେନକୁ ନେଇ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। ଓଡିଶା ଫେରୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ସୀମାନ୍ତବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ କୁମାର ଜେନା ସତର୍କ କରିଛନ୍ତି। ତେବେ ଆନ୍ଧ୍ରା ଏବଂ ତେଲେଙ୍ଗାନାରୁ ଫେରୁଥିବା ଲୋକଙ୍କ ପାଇଁ କ୍ଵାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଫେରନ୍ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେରିଭ ରିପୋର୍ଟ ଥିବା ଫେରନ୍ତାଙ୍କୁ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Read More

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ୧୫ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଟୀକାର ଅଭାବ ଯୋଗୁଁ ଟୀକାକରଣ ବନ୍ଦ ହେବ ବୋଲି ଘୋଷଣା ହୋଇଛି। ଅନୁଗୁଳ, ବରଗଡ, ବୌଦ୍ଧ, ବାଲେଶ୍ଵର, କଟକ, ଜଗତସିଂହପୁର, ଦେବଗଡ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ରାୟଗଡା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ଆସନ୍ତାକାଲି ଟୀକାକରଣ ବନ୍ଦ ରହିବ।

Read More

ଭୁବନେଶ୍ଵର: କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଓ ଯାତ୍ରୀ ହୋଇନଥିବାରୁ ୫ ଟି ସ୍ଵତନ୍ତ୍ର ଟ୍ରେନ ସେବାକୁ ବନ୍ଦ କରାଯାଇଛି। ୫ ତାରିଖରୁ ପୁରୀ-ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୬ ତାରିଖରୁ ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବନ୍ଦ କରାଯାଇଛି। ସେହିଭଳି ୫ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ଵତନ୍ତ୍ର ଟ୍ରେନର ଚଳାଚଳକୁ ବନ୍ଦ କରାଯାଇଛି। ୫ ତାରିଖରେ ପୁରୀରୁ ଛାଡୁଥିବା ପୁରୀ-ଦୁର୍ଗ ସ୍ଵତନ୍ତ୍ର ଟ୍ରେନ ଓ ଦୁର୍ଗରୁ ଆସୁଥିବା ଦୁର୍ଗ-ପୁରୀ ଟ୍ରେନକୁ ବନ୍ଦ କରାଯାଇଛି।

Read More