https://youtu.be/kvPFSUiOxE0 This is the season of award functions, making it the best time as our Bollywood celebs surely know how to turn up the heat when it comes to making glamorous style statements. At The Star Screen Awards that was held in Mumbai on Sunday, it was indeed a lavish affair as the stars lit up the red carpet with one after the other showstopping looks. From modern silhouettes to fairytale gowns and even the traditional saree, if you are looking for some fashion inspiration then you will find it all here as we list down the best-dressed Bollywood celebs…
Author: Samikhsya Bureau
ପ୍ରାଗ୍, 10/12 : ଚେକ୍ ରିପବ୍ଲିକ୍ ହସ୍ପିଟାଲରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ସକାଳ 7ଟା ସମୟରେ କିଛି ଅଜଣା ଆତତାୟୀ ପୂର୍ବ ଚେକ୍ ରିପବ୍ଲିକ୍ର ଏହି ହସ୍ପିଟାଲ ମଧ୍ୟରେ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲେ । ପ୍ରାଗ୍ରୁ 350 କିମି ଦୂର ଅଷ୍ଟ୍ରାଭା ମେଡିକାଲ କଲେଜରେ ଏହି ଗୁଳିକାଣ୍ଡ ଘଟିଥିଲା । ପୋଲିସ୍ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆକ୍ରମଣକୁ ଅସ୍ବୀକାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ବାବିସ୍ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଥିଲେ । ଚେକ୍ ରିପବ୍ଲିକ୍ ପୋଲିସ୍ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଘୋଷଣା ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ଜନକ ଭାବେ ପରିଚିତ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ନାମରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ କଥାଚିତ୍ରକୁ ନାମିତ କରାଯାଇଛି। ଚଳିତଥର ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜା। ଚଳିତ ବର୍ଷ ଘୋଷିତ ରାଜ୍ୟ ପୁରସ୍କାରରେ ତାଙ୍କ ପ୍ରଯୋଜନାରେ ନିର୍ମିତ ଦୁଇଟି ଚଳଚ୍ଚିତ୍ର ୧୦ଟି ପୁରଷ୍କାର ବିଜୟୀ ହୋଇଛନ୍ତି । ତାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’କୁ ଯଥାକ୍ରମେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଫଟୋଗ୍ରାଫର୍, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ସଂଳାପ ଆଦିର ପୁରସ୍କାର ମିଳିଥିବାବେଳେ ତାଙ୍କର କୃତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ କୁ ସ୍ପେଶିଆଲ୍ ଜୁରୀ ଆଓ୍ବାର୍ଡ ସମ୍ମାନ ସହିତ ଶ୍ରେଷ୍ଠ ଫଟୋଗ୍ରାଫର୍, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ନିର୍ଦ୍ଦେଶନାର ପୁରସ୍କାର ମିଳିଛି। ତେବେ ଏହି ଚଳଚ୍ଚିତ୍ରକୁ…
ମୁମ୍ବାଇ,10/12 : ଦୀପିକା ପାଦୁକୋନ୍ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକ୍ର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମରେ ଦୀପିକା ପାଦୁକୋନ୍ ଜଣେ ଏସିଡ୍ ଆକ୍ରମଣ ପୀଡିତା ମାଲତୀ ଭୂମିକାରେ ନଜର ଆସିଛନ୍ତି । ଏସିଡ୍ ଆକ୍ରମଣ ପୀଡିତାଙ୍କ ସାଧାରଣ ଜୀବନର ସଂଘର୍ଷକୁ ସଠିକ୍ ଭାବରେ ଦର୍ଶାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଟ୍ରେଲରରେ ମାଳତୀଙ୍କର ଏସିଡ୍ ଆକ୍ରମଣରୁ ନେଇ ସୁପ୍ରିମକୋର୍ଟରେ ବିଜୟ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ଟ୍ରେଲରରେ ଭାରତୀୟ ସମାଜରେ ଜଣେ ପୀଡିତା କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହା ନିଚ୍ଛକ ଭାବରେ ଦେଖାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମାସେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫକ୍ସ ଷ୍ଟାର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ 10ରେ ରିଲିଜ ହେବାକୁ ଯାଉଛି । (ଏଜେନ୍ସୀ)
ଦେବରଞ୍ଜନ ଭାରତରେ ହୁଏତ ଜଣେ ବି କେହି ବିଶ୍ଵାସ କରୁନଥିବେ ଯେ ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଚାରି ଅପରାଧୀ ସତେରେ ପୁଲିସକୁ ଆକ୍ରମଣ କରିବା ହେତୁ ନିଜର ଜୀବନ ଦେଲେ। ବିଚାରଧିନ କଏଦୀଙ୍କୁ କୌଣସି ଆଇନ ସହାୟତା ନଦେଇ ଅର୍ଦ୍ଧ ରାତ୍ରିରେ ସଶସ୍ତ୍ର ପୁଲିସ ବାହିନୀ ଦ୍ଵାରା ନିକାଞ୍ଚନ ସ୍ଥାନକୁ ନେଇ ଗୁଳି କରିବା ପରେ ଆତ୍ମସୁରକ୍ଷାର ରଙ୍ଗ ଦେବା, ଆମ ଆଇନ ଓ ବିଚାର ପଦ୍ଧତିରେ ଯେ ବହୁତ ଫାଙ୍କ ରହିଛି ସେକଥାକୁ ପରୋକ୍ଷରେ ହାଇଦ୍ରାବାଦ ପୁଲିସ ନିଜେ ପ୍ରମାଣିତ କରିଛି। ପୁଲିସର ଏତାଦୃଶ କାର୍ଯ୍ୟ ପ୍ରତି ସନ୍ଦେହର ଅନ୍ୟ ଏକ କାରଣ ହେଲା ଯେ ନକ୍ସଲ ବିରୋଧୀ ଅପରେସନ ନାମରେ ସବୁଠାରୁ ଅଧିକ ଲୋକଙ୍କୁ ହତ୍ୟା ଏହି ଆନ୍ଧ୍ରପୁଲିସର ଗ୍ରେ ହାଉଣ୍ଡ ଦ୍ଵାରା ହିଁ ଘଟିଛି। ସନ୍ଦେହର ମାତ୍ରା ଯେତେ ଅଧିକ ହେବ ବିଚାର ବିଭାଗ ସେତିକି ଭାରୋସାତ୍ମକ ହୋଇପାରିବ। ଏବେ ଦେଖିବାର କଥା ଯେ ଏକ…
ନୂଆଦିଲ୍ଲୀ,10/12 : ଗତକାଲି ଲୋକସଭାରେ ପାରିତ ହେବା ପରେ ଆସନ୍ତା କାଲି ରାଜ୍ୟସଭାରେ ଆଗତ ହେବାକୁ ଯାଉଛି ନାଗରିକତ୍ବ ସଂଶୋଧନ ବିଲ୍ । ସଂସଦର ନିମ୍ନ ସଦନରେ ବିରୋଧୀ ଦଳଙ୍କ ହୋହଲ୍ଲା ସତ୍ତ୍ବେ 311-80 ବ୍ୟବଧାନରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଲୋକସଭାରେ ବିଜେପିର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ରାଜ୍ୟସଭାରେ ବିଜେପିର 83 ସାଂସଦ ରହିଛନ୍ତି । ସହଯୋଗୀ ଦଳ ମାନଙ୍କ ମଧ୍ୟରେ ଜେଡିୟୁ(6), ଶିରୋମଣୀ ଅକାଳୀ ଦଳ(1), ଏଲ୍ଜେପି(1), ଆରପିଆଇ(1) ନିକଟରେ 9 ଆସନ ରହିଛି । ଏହା ସହିତ 11 ଜଣ ମନୋନୀତ ସାଂସଦଙ୍କ ସମର୍ଥନ ବିଜେପି ନିକଟରେ ରହିଛି । ବିଲ୍କୁ ପାରିତ କରିବା ପାଇଁ 120 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଥିବା ବେଳେ ଏଆଇଡିଏମକେ, ବିଜେଡି, ଓ୍ବାଇଏସଆର କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଅବଶ୍ୟ ଲୋକସଭାରେ ବିଜେଡି ଏବଂ…
Madrid: Union Minister for Environment, Forest & Climate Change, Information & Broadcasting and Heavy Industries and Public Enterprise Prakash Javadekar visits the India Pavilion of UNFCCC Conference of Parties (COP 25) in Madrid, Spain on Dec 9, 2019. (Photo: IANS/PIB)
MALANG, Nov. 29, 2019 (Xinhua) — A white stork is seen at a park in Malang, East Java, Indonesia, Nov. 29, 2019. (Photo by Aditya Hendra/Xinhua)
(191122) — GAZA, Nov. 22, 2019 (Xinhua) — People are seen on the beach at sunset in the northern Gaza Strip town of Beit Lahiya, Nov. 22, 2019. (Photo by Rizek Abdeljawad/Xinhua)
(191119) — WASHINGTON, Nov. 19, 2019 (Xinhua) — U.S.-born male giant panda Bei Bei is seen before his departure at the Smithsonian’s National Zoo in Washington D.C., the United States, on Nov. 19, 2019. The 4-year-old giant panda Bei Bei, who was born and raised at the Smithsonian’s National Zoo, departed for China on Tuesday. (Xinhua/Liu Jie)
(191121) — SAINT PAUL (U.S.), Nov. 21, 2019 (Xinhua) — Photo taken on Aug. 6, 2019 shows an open air pavilion, a replica of the famed Aiwan Pavilion in China’s Changsha, at the China garden in St. Paul, the United States. Located at Phalen Park in St. Paul, capital of U.S. state of Minnesota, the 1.2-acre China garden, or Liu Ming Yuan, has become a symbol of Minnesota’s longstanding friendship with China and a recognition of sister-city relationship started in 1988 between St. Paul and Changsha, a central Chinese city. (Xinhua/Zhang Mocheng) TO GO WITH “Feature: U.S. woman’s 40-year love…
Pokhara: Indian Women’s football team with the winners trophy after triumphing 2-0 over Nepal at South Asian Games in Pokhara, Nepal on Dec 9, 2019. (Photo: IANS)
Hyderabad: Actor Mahesh Babu in “Sarileru Neekevvaru” Movie
ଭୁବନେଶ୍ବର, ୧୦/୧୨: ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି ଯେ, ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ…
Kinnaur District in Himachal Pradesh receives fresh snowfall on Nov 27, 2019. (Photo: IANS)
ମୁମ୍ବାଇ, ୧୦/୧୨: ଛୋଟପରଦାର ଲୋକପ୍ରିୟ କଳାକାର ତଥା ଅଭିନେତା କପିଲ୍ ଶର୍ମା ଏବେ ବାପା ହୋଇଯାଇଛନ୍ତି । କପିଲ୍ଙ୍କ ପତ୍ନୀ ଗିନ୍ନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କପିଲ୍ ଏହି ଖୁସି ଖବର ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍ କରି ଝିଅ ଜନ୍ମ ହେବାର ଖବର ଜଣାଇବା ସହିତ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଛନ୍ତି । କପିଲ୍ଙ୍କ ଏହି ଟୁଇଟ୍ ପରେ ଲୋକପ୍ରିୟ ଗାୟକ ଗୁରୁ ରନ୍ଧଓ୍ବା ଶୁଭେଚ୍ଛା ଜଣାଇସହିତ । ଟେଲିଭିଜନ ଓ ମନୋରଞ୍ଜନ ଦୁନିଆର ପ୍ରାୟ ସମେସ୍ତ କପିଲ୍ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ ଡିସେସମ୍ବରର କପିଲ୍ ଗିନ୍ନିଙ୍କୁ ବିବାହ କରିଥିଲେ । (ଏଜେନ୍ସି)
https://youtu.be/ZjNc6xAoLu8 When it comes to naming one of the popular action stars in Bollywood, Tiger Shroff’s name shines right at the top. This year, Tiger’s film with Hrithik Roshan, War managed to establish him in the league of action superstars who can ace any stunt like a pro. Not just this, Tiger’s dancing also has managed to garner attention and fans love to see him shake a leg on the big screen. But, the action hero is quite a softy at heart and is extremely close to his mom, Ayesha Shroff.
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୧୦/୧୨: ରାଜ୍ୟ ଚଳଚିତ୍ର ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନରେ ସମ୍ମାନିତ ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଶ୍ରେଷ୍ଠ ଚଳଚିତ୍ର ଭାବରେ ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି। ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି। ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାନ୍ତିରାଜ ଖୋସ୍ଲା ଏବଂ ଶ୍ରେଷ୍ଠ ଗୀତିକାର ଭାବରେ ବସନ୍ତରାଜ ସାମଲଙ୍କୁ ମନୋନୀତ କରାଯାଇଛି। ପ୍ରଚ୍ଛଦପଟ ଗାୟକ…
ମାଦ୍ରିଦ୍,10/12 : 2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଚେନ୍ନାଇ ଏବଂ ବିଶାଖାପଟ୍ଟନମରେ ଉଭୟ ରାଷ୍ଟ୍ରର ମିଳିତ ଉଦ୍ୟମରେ 7ଟି ସୌର ପ୍ରକଳ୍ପର କାମ ଚାଲୁରହିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ଏବଂ ଆମେରିକା ପଛକୁ ସୌରଶକ୍ତି ବ୍ୟବହାରରେ ଭାରତ ବିଶ୍ବର ତିନି ନମ୍ବର ସ୍ଥାନରେ ରହିଛି । (ଏଜେନ୍ସୀ)
https://youtu.be/CskqWJwPs14 We plan to collaborate with some incredible individuals from different film industries and also have women-led stories as part of the roster,” the actress revealed adding that she has been in conversation with multiple content creators, scriptwriters, and filmmakers and will be making new announcements soon.
ମୁମ୍ବାଇ,10/12 : 2020 ବର୍ଷ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍ ଗ୍ଲୋବ୍ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍ ଆଲେନ୍, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍ ସ୍କୋର୍ସେସ୍ଙ୍କ ଦ ଆଇରିସମ୍ୟାନ୍ ଏବଂ କ୍ବେଣ୍ଟିନ୍ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍ ଏ ଟାଇମ୍ ଇନ୍ ହଲିଉଡ୍ 5ଟି ବର୍ଗରେ ମନୋନୀତ ହୋଇଛି । ହଲିଉଡ୍ ଅଭିନେତା ଟମ୍ ହ୍ୟାଙ୍କସଙ୍କୁ ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସେସିଲ ବି ଡେ ମିଲ୍ଲେ ପୁରସ୍କାର ପ୍ରଦାନ କରାଯିବ । ଟେଲିଭିଜନ୍ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଲେନ୍ ଡିଜେନେରିସ୍ଙ୍କୁ କାରୋଲ୍ ବର୍ଣ୍ଣେଟ୍ ପୁରସ୍କାର ପ୍ରଦାନ କରାଯିବ । (ଏଜେନ୍ସୀ)

