Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ନିଲାମ ହେବ,ଏଥିରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଆହ୍ବାନ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ନିଲାମ ହେବ,ଏଥିରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଆହ୍ବାନ

September 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ନିଲାମ ହେବ,ଏଥିରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମାରକୀ ନିଲାମ ହେବ। ଏ ନେଇ କେନ୍ଦ୍ର ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଉପହାର ଓ ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ନିଲାମୀ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବିଭିନ୍ନ ସମୟରେ ମୁଁ ପାଇଥିବା ବିଭିନ୍ନ ଉପହାର ଓ ସ୍ମାରକୀ ନିଲାମ ହେବ । ଏଥିରେ ଆମ ଅଲମ୍ପିକ୍ସ ନାୟକ, ନାୟିକାମାନେ ଦେଇଥିବା ସ୍ୱତନ୍ତ୍ର ସ୍ମାରକୀ ସାମିଲ ରହିଛି । ଏହି ନିଲାମୀରେ ଅଂଶଗ୍ରହଣ କରନ୍ତୁ । ଏଥିରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ।”

ନମାମି ଗଙ୍ଗେ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

୧୭ଟି ଦେଶ ଉପରେ ଶୁଳ୍କ ବୋମା ପକାଇଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ଏବଂ ପାକିସ୍ତାନ ଉପରେ କେତେ?

July 24, 2026
Latest News

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

୧୭ଟି ଦେଶ ଉପରେ ଶୁଳ୍କ ବୋମା ପକାଇଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ଏବଂ ପାକିସ୍ତାନ ଉପରେ କେତେ?

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.