Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟଦାନ ପାଇଁ ଯୁବ ଭୋଟରଙ୍କୁ ମୋଦିଙ୍କ ନିବେଦନ
ଆଜିର ଖବର

ଭୋଟଦାନ ପାଇଁ ଯୁବ ଭୋଟରଙ୍କୁ ମୋଦିଙ୍କ ନିବେଦନ

April 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
modi requests all first new voters to vote
modi requests all first new voters to vote

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ପୂର୍ବରୁ ଅଧିକ ସଂଖ୍ୟାରେ ଯୁବ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି ମୋଦି। ମୋଦି ଲେଖିଛନ୍ତି ‘ପ୍ରିୟ ଭାରତୀୟ ଜନତା, ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜିଠୁ ଆରମ୍ଭ ହେଉଛି। ମୁଁ ନିଶ୍ଚୟ ଯେ ଆପଣ ମାନେ ଅଧିକ ସଂଖ୍ୟାରେ ଭୋଟ କରି ଗଣତନ୍ତ୍ରକୁ ଶଶକ୍ତ କରିବେ। ଅଧିକରୁ ଅଧିକ ଯୁବ ଭୋଟର ପୁଲିଂ ବୁଥ୍‌କୁ ଯିବା ସହିତ ଭୋଟ ଦାନ କରନ୍ତୁ। ସେହିପରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ନ୍ୟାୟ’ ପାଇଁ ଭୋଟ ପ୍ରଦାନ କରିବାକୁ ନିବେଦନ କରି ଟ୍ବିଟ୍‌ କରିଛନ୍ତି। ଆଜି ଭୋଟ କରିବା ସମୟରେ ବେକାର ଯୁବକ, ଅବହେଳିତ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜାତିପ୍ରଥା ଯୋଗୁଁ ନିର୍ଯାତିତ ଲୋକଙ୍କୁ ମନେପକାଇ ଭୋଟ କରନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।

Modi thesamikhsya voter
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026
Latest News

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.