Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରଥୀଙ୍କୁ ଜାମିନ୍‌ ମିଳିଲାନି, ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଲା
ଆଜିର ଖବର

ମହାରଥୀଙ୍କୁ ଜାମିନ୍‌ ମିଳିଲାନି, ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଲା

April 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ ପ୍ରାର୍ଥୀ। ପ୍ରଦୀପ ମହାରଥୀଙ୍କ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରପୋର୍ଟ ଆସି ନଥିବାରୁ ଶୁଣାଣି ଘୁଞ୍ଚିଛି ବୋଲିୀ ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏଏସ୍‌ଆଇଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍‌ଙ୍କ ତତ୍ୱାବଧାନରେ ଦୁଇଟି ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ଖୋଦ୍‌ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକମାନେ ଫ୍ଲାଇଂ ସ୍କ୍ୱାଡ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ମାଡ଼ ମାରିବା ସହିତ କ୍ୟାମେରା ଭାଙ୍ଗି ଦେଇଥିଲେ। ଆକ୍ରମଣରେ ମାଜିଷ୍ଟେଟ୍‌ ରବି ନାରାୟରଣ ପାତ୍ର, ଏଏସ୍‌ବଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଥିଲେ। ଏହାପରେ ଘଟଣାକୁ ଗୁରୁତର ସହ ନେଇଥିବା ଜିଲ୍ଲା ପ୍ରଶାସନ ଏବଂ ମହାରଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଝରପଡା ଜେଲକୁ ପଠାଯାଇଥିଲା। ମହାରଥୀଙ୍କ ବିରୋଧରେ ଦଫା-୩୦୭,୩୫୩,୫୪୧,୩୩୨,୧୪୭,୧୪୯, ଏବଂ ୧୭୧ (ବି), ୧୮୬ ଏବଂ ୧୨୩ ଲଗାଇଛି ପୋଲିସ୍‌।

bail cancel petetion thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026
Latest News

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଉ ବଢିବ ନାହିଁ ଚିନି ମୂଲ୍ୟ!: ଯୋଗାଣ ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.