Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ
ଆଜିର ଖବର

ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

September 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସ ଏକ ଶୁଭ ବେଳାରୁ ଆରମ୍ଭ ହୋଇଛି। ଓଡିଶାର ଗଣପର୍ବ ନୂଆଁଖାଇରୁ ଆରମ୍ଭ ହୋଇଛି ଏହି ମାସ। ଏଥିସହିତ ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଜାଣନ୍ତୁ ସେଗୁଡିକ କଣ

୧ ସେପ୍ଟେମ୍ବର, ଗୁରୁବାର- ଓଡିଶାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି। ଏହି ଦିନ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସାଧାରଣ ଲୋକେ ପ୍ରସାଦ ପାଇଥାନ୍ତି।

୩ ସେପ୍ଟେମ୍ବର ଶୁକ୍ରବାର- ଏହି ଦିନ ଓଡିଶାର ଏକ ପ୍ରାଚୀନ ପର୍ବ ଷଷ୍ଠୀଓଷା ପାଳିତ ହୋଇଥାଏ। ଏହାକୁ ଷଠିବୁଢୀ ପୂଜା ବୋଲି କୁହାଯାଏ। ପିଲାଙ୍କ ମଙ୍ଗଳ କାମନା କରି ଏହି ପୂଜା ଘରେଘରେ କରାଯାଏ।

୫ ସେପ୍ଟେମ୍ବର ସୋମବାର- ଏହି ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ ହୁଏ।

୭ ସେପ୍ଟେମ୍ବର ବୁଧବାର- ଏହି ଦିନକୁ ବାମନ ଜନ୍ମ ଦିନ ଭାବେ ପାଳନ କରାଯାଏ। ଆଜିର ଦିନରେ ଭଗବାନ ବାମନ ରୂପେ ଜନ୍ମ ନେଇ ବଳିରାଜାକୁ ବଧ କରିଥିଲେ। ଏହିଦିନ ଶ୍ରୀଜଗନ୍ନାଥ ମଧ୍ୟ ବାମନ ବେଶ ଧାରଣ କରିଥାନ୍ତି।

୯ ସେପ୍ଟେମ୍ବର ଶୁକ୍ରବାର- ଏହିଦିନ ଅନନ୍ତ ବ୍ରତ ପାଳନ କରାଯାଏ। ଏହି ଦିନ ଅଘୋର ଚତୁର୍ଦ୍ଦଶୀ ଉପବାସ ମଧ୍ୟ ଗ୍ରହଣ କରାଯାଇଥାଏ।

୧୦ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି ପୂର୍ଣ୍ଣିମା। ଭାଗବତ ଜନ୍ମ ଏବଂ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା।

୧୭ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି। ଏହି ଦିନ ବିଶ୍ବକର୍ମା ପୂଜା ପାଳନ କରାଯିବ।

୨୫ ସେପ୍ଟେମ୍ବର ରବିବାର- ଏହି ଦିନ ହେଉଛି ମହାଳୟା ଅମାବ୍ୟାସା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।

୨୬ ସେପ୍ଟେମ୍ବର ସୋମବାର- ଏହିଦିନ ହେଉଛି ମା ବିରଜା ଦେବୀଙ୍କ ରଥଯାତ୍ରା

ନୂଆଖାଇ ବିଶ୍ବକର୍ମା ପୂଜା ମହାଳୟା ମହାଳୟା ଶ୍ରାଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Latest News

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.