ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ, ଖୋର୍ଦ୍ଧାରେ ନୂଆ ଅତିରିକ୍ତ ଜିଲ୍ଲାପାଳ

Published: Nov 7, 2022, 10:12 pm IST

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବା(OAS )ର ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି। ଏକାଥରେ ଆଠ ଜଣ ବରିଷ୍ଠ ଓଏଏସଙ୍କ ବଦଳି କରାଯାଇଛି।

ସେମାନଙ୍କ ହେଉଛନ୍ତି ..

  • ମନୋଜ କୁମାର ପାଢ଼ୀ- ଅତିରିକ୍ତ ସଚିବ ଭାବେ ଏସଏସଟି ବିଭାଗର ନୂଆ ଦାୟିତ୍ବ
  • ସୁଚାରୁ ଚରଣ ବଳ-ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ
  • ପ୍ରତାପ ଚନ୍ଦ୍ର ବେଉରା- ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ
  • ପ୍ରତାପ ଚନ୍ଦ୍ର ପ୍ରଧାନ- ଅତିରିକ୍ତ ଇଓ, ଜିଲ୍ଲାପରିଷଦ ଗଂଜାମ ଦାୟିତ୍ବ ନେବେ
  • କମଳଜୀତ ଦାସ- କଟକ ସବ କଲେକ୍ଟର ଭାବେ ବଦଳି
  • ସୁବ୍ରତ ବେହେରା-ଜେନେରାଲ ମ୍ୟାନଜର ଭୁବନେଶ୍ବର ସ୍ମାର୍ଟ ସିଟି ଭାବେ ବଦଳି
  • ମନୋରଞ୍ଜନ ସାହୁ- ଜେନେରାନ ମ୍ୟାନଜର ସ୍ବତନ୍ତ୍ର ପ୍ରକଳ୍ପ ଭୁବନେଶ୍ବର ସ୍ମାର୍ଟ ସିଟି
  • ଇତିଶ୍ରୀ ନାୟକ-ଡେପୁଟି କଲକ୍ଟେର ପୁରୀକୁ ବଦଳି

ସୋମବାର ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି..

Related posts