Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରକ୍ଷା ବନ୍ଧନ ଉପହାର: ମହିଳାଙ୍କୁ ସ୍ମାର୍ଟଫୋନ୍ ସହ ମାଗଣାରେ ମିଳିବ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍
ଆଜିର ଖବର

ରକ୍ଷା ବନ୍ଧନ ଉପହାର: ମହିଳାଙ୍କୁ ସ୍ମାର୍ଟଫୋନ୍ ସହ ମାଗଣାରେ ମିଳିବ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍

April 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା
ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଆଗାମୀ ରକ୍ଷା ବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ଗୋଟିଏ ମାଗଣା ସ୍ମାର୍ଟଫୋନ୍ ଦେବେ। ଏହି ସ୍ମାର୍ଟଫୋନରେ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍ ମଧ୍ୟ ମାଗଣା ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ଏହି ଘୋଷଣା କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରି ଗେହଲୋଟ୍ କହିଛନ୍ତି ଯେ, “ଆମେ ଚିରଞ୍ଜୀବୀ ଯୋଜନାରେ ସମସ୍ତ ମହିଳାଙ୍କୁ (ପରିବାରର) ମୁଖିଆ କରିଛୁ। ୧.୩୫ କୋଟି ମହିଳା ଘରର ମୁଖ୍ୟ ହୋଇଛନ୍ତି। ଏହି ମହିଳାମାନେ ତିନି ବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ। ଆମେ ସ୍ଥିର କରିଛୁ ଯେ, ରକ୍ଷା ବନ୍ଧନ ଉପରେ ରାଜସ୍ଥାନରେ ମହିଳାମାନଙ୍କୁ ଏକକାଳୀନ ୪୦ ଲକ୍ଷ ସ୍ମାର୍ଟଫୋନ୍ ଦିଆଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖମନ୍ତ୍ରୀ ଡିଜିଟାଲ୍ ସେବା ଯୋଜନା ଅଧୀନରେ ୨୦୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଙ୍କ ବଜେଟ୍ ଘୋଷଣା ଅନୁଯାୟୀ, ଚିରଞ୍ଜୀବୀ ପରିବାରର ମହିଳା ମୁଖ୍ୟମାନଙ୍କୁ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ବ୍ୟବହାର ସହିତ ସ୍ମାର୍ଟ ଫୋନ୍ ଦିଆଯିବ। ଏହା ଅଧୀନରେ ଚିରଞ୍ଜୀବୀ ପରିବାରର ସମସ୍ତ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଅବଶ୍ୟ, ଏକାଥରକେ ଏତେ ସଂଖ୍ୟକ ଫୋନ୍ ଉପଲବ୍ଧ ନହେବା ହେତୁ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରକାଶ ଯେ, ଏହି ବର୍ଷ ଅଗଷ୍ଟ ୩୦ ତାରିଖରେ ରକ୍ଷା ବନ୍ଧନ ପାଳିତ ହେବ।

ଅଶୋକ ଗେହଲୋଟ୍ ରାଜସ୍ଥାନ ସରକାର ସ୍ମାର୍ଟଫୋନ୍
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026
Latest News

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.