Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଚକଭୁକ୍ତ ଜମିକୁ ଖଣ୍ଡଖଣ୍ଡ କରି ହୋଇପାରିବ ବିକ୍ରି, ଆସିଲା ନୂଆ ନିୟମ
ଆଜିର ଖବର

ଏଣିକି ଚକଭୁକ୍ତ ଜମିକୁ ଖଣ୍ଡଖଣ୍ଡ କରି ହୋଇପାରିବ ବିକ୍ରି, ଆସିଲା ନୂଆ ନିୟମ

May 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଣିକି ଚକ ଭାଙ୍ଗି ଖଣ୍ଡଖଣ୍ଡ କରି ହୋଇପାରିବ ବିକ୍ରି, ଆସିଲା ନୂଆ ନିୟମ

ଭୁବନେଶ୍ବର: ଏଣିକି ଚକ ଭାଙ୍ଗି ତାହାକୁ ଖଣ୍ଡଖଣ୍ଡ କରି ବିକ୍ରୀ କରି ହେବ। ଏ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ। ଏହି ନିୟମକୁ ସୋମବାରରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି। ପୂର୍ବର ନିୟମ ଅନୁସାରେ ଯେଉଁ ଜମିଗୁଡିକ ଚକଭୁକ୍ତ ହୋଇଥିବା ତାହାକୁ ବିକ୍ରି କରିବା ନିଷେଧ ଥିଲା।

ଏହାଦ୍ବାରା ସାଧାରଣ ଲୋକେ ଅସୁବିଧା ହେବା ସହିତ ରାଜସ୍ବ ହାନୀ ମଧ୍ୟ ପରିଲକ୍ଷିତ ହେଲା। କାରଣ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ରହିଛି । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା।

ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ଧାରା ୩୫ ଏବଂ ଧାରା ୩୪ କୁ ଉଚ୍ଛେଦ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ

May 2, 2026

ଦହିବରା ଖାଇ ୩୦ ଜଣ ଅସୁସ୍ଥ

May 2, 2026

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ

May 2, 2026

କାର୍ ଏବଂ ଟ୍ରକ୍ ଉପରେ 25% ଟାରିଫ ଲାଗୁ କଲେ ଟ୍ରମ୍ପ

May 2, 2026
Latest News

ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ

May 2, 2026

ଦହିବରା ଖାଇ ୩୦ ଜଣ ଅସୁସ୍ଥ

May 2, 2026

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ

May 2, 2026

କାର୍ ଏବଂ ଟ୍ରକ୍ ଉପରେ 25% ଟାରିଫ ଲାଗୁ କଲେ ଟ୍ରମ୍ପ

May 2, 2026

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.