Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ମାଇଲଖୁଣ୍ଟ ହାସଲ କରିଛି ଟେଲି –ଲ କାର୍ଯ୍ୟକ୍ରମ
ଆଜିର ଖବର

ନୂତନ ମାଇଲଖୁଣ୍ଟ ହାସଲ କରିଛି ଟେଲି –ଲ କାର୍ଯ୍ୟକ୍ରମ

May 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟ ବିଭାଗ ଅନୁସାରେ ଟେଲି –ଲ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏହା ମାଧ୍ୟମରେ ଦେଶର ୪୦ ଲକ୍ଷ ହିତାଧିକାରୀ ମାନଙ୍କୁ ମୋକଦ୍ଦମା ପୂର୍ବରୁ ପରାମର୍ଶ ଦିଆଯାଇଛି।

ଟେଲି –ଲ ବିଷୟରେ କିଛି ତଥ୍ୟ: ମୋକଦ୍ଦମା ପୂର୍ବ ପର୍ଯ୍ୟାୟରେ ଆଇନଗତ ପରାମର୍ଶ ଏବଂ ଉପଦେଶ ନେବାରୁ ବଂଚିତ ଲୋକ ମାନଙ୍କ ପର୍ଯ୍ୟନ୍ତ ପହଂଚିବାର ଏହା ଏକ ଇ– ଇଂଟରଫେସ୍ ବ୍ୟବସ୍ଥା ଅଟେ। ଏହା ପଞ୍ଚାୟତ ସ୍ତରରେ ଅବସ୍ଥିତ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ଗୁଡିକରେ ଉପଲବ୍ଧ ଭିଡିଓ କନଫରେନ୍ସିଂ/ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ସୁବିଧା ମାଧ୍ୟମରେ ପ୍ୟାନେଲ୍‌ରେ ଥିବା ଓକିଲ ମାନଙ୍କ ସହ ଆଇନଗତ ସହାୟତା ଆବଶ୍ୟକ କରୁଥିବା ଗରିବ ତଥା ବଞ୍ଚିତ ଲୋକଙ୍କୁ ପରସ୍ପର ସହିତ ସଂଯୋଗ କରେ।

୨୦୧୭ ରେ ଆରମ୍ଭ ହୋଇଥିବା ଟେଲି –ଲ ସେବା ବର୍ତ୍ତମାନ ଟେଲି – ଲ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍ ଏବଂ ୧୦ ଏସ୍ ରେ ଉପଲବ୍ଧ) ମାଧ୍ୟମରେ ସିଧାସଳଖ ଉପଲବ୍ଧ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ଭୁବନେଶ୍ୱରରୁ ଗିରଫ ହେଲେ ଅଭିଯୁକ୍ତ ଜିତେନ୍‌, ସହଯୋଗୀଙ୍କୁ ଖୋଜୁଛି ପୁଲିସ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.