Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଇଲା ମୂଲ୍ୟରେ ଯଥେଷ୍ଟ ହ୍ରାସ, ଏନ୍‌ସିଆଇ ୩୩.୮% ହ୍ରାସ
ଆଜିର ଖବର

କୋଇଲା ମୂଲ୍ୟରେ ଯଥେଷ୍ଟ ହ୍ରାସ, ଏନ୍‌ସିଆଇ ୩୩.୮% ହ୍ରାସ

July 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ କୋଇଲା ସୂଚକାଙ୍କ (ଏନ୍‌ସିଆଇ)  ମେ’  ୨୦୨୩ ରେ ୧୫୭.୭ ପଏଣ୍ଟରେ ପହଂଚିଛି, ଯାହା ମେ’  ୨୦୨୨ ରେ, ୨୩୮.୩ ପଏଣ୍ଟରେ ଥିବା ବେଳେ ଏଥିରେ ୩୩.୮% ହ୍ରାସ ଘଟିଛି। ଏହା ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ପ୍ରଚୁର ଉପଲବ୍ଧତା ସହିତ  ବଜାରରେ ମଜଭୁତ କୋଇଲା ଯୋଗାଣକୁ ସୂଚାଇଥାଏ।

 

ସେହିଭଳି, ଅଣ – କୋକିଂ କୋଇଲା ପାଇଁ ଏନ୍‌ସିଆଇ ମେ ୨୦୨୩ ରେ ୧୪୭.୫ ପଏଣ୍ଟରେ ପହଞ୍ଚିଛି, ଯାହା ମେ’ ୨୦୨୨ ତୁଳନାରେ ୩୪.୩% ହ୍ରାସକୁ ପ୍ରତିଫଳିତ କରିଥିବାବେଳେ କୋକିଂ କୋଇଲା ସୂଚକାଙ୍କ ମେ ୨୦୨୩ ରେ ୧୮୭.୧ ପଏଣ୍ଟରେ ପହଞ୍ଚିଛି, ଯେଉଁଥିରେ ୩୨.୬% ହ୍ରାସ ଦେଖା ଦେଇଛି । ଜୁନ୍ ୨୦୨୨ ରେ ଏନ୍‌ସିଆଇର ଶିଖର ଛୁଇଁବା ଦେଖିବାକୁ ମିଳିଥିଲା,  ଯେତେବେଳେ ସୂଚକାଙ୍କ ୨୩୮.୮ ପଏଣ୍ଟରେ ପହଞ୍ଚିଲା । ଅବଶ୍ୟ, ପରବର୍ତ୍ତୀ  ମାସ ଗୁଡିକରେ  ଏଥିରେ ହ୍ରାସ ଦେଖା ଦେଇଥିଲା,  ଯାହା ଭାରତୀୟ ବଜାରରେ ପ୍ରଚୁର ମାତ୍ରାରେ କୋଇଲାର ଉପଲବ୍ଧତାକୁ ସୂଚାଉଛି ।

ଜାତୀୟ  କୋଇଲା ସୂଚକାଙ୍କ (ଏନସିଆଇ) ହେଉଛି ଏକ ମୂଲ୍ୟ ସୂଚକାଙ୍କ ଯାହା ବିଜ୍ଞପ୍ତି ମୂଲ୍ୟ, ନିଲାମ ମୂଲ୍ୟ ଏବଂ ଆମଦାନୀ ମୂଲ୍ୟ ସମେତ ସମସ୍ତ ବିକ୍ରୟ ଚ୍ୟାନେଲରୁ କୋଇଲା ମୂଲ୍ୟକୁ ଏକାଠି କରିଥାଏ । ୨୦୧୭- ୧୮ ଆର୍ଥିକ ବର୍ଷକୁ ଆଧାର କରି ସ୍ଥାପିତ ଏନ୍‌ସିଆଇ ବଜାର ଗତିଶୀଳତାର ଏକ ନିର୍ଭରଯୋଗ୍ୟ ସଙ୍କେତ ଭାବରେ କାର୍ଯ୍ୟ କରେ,  ଯାହା କୋଇଲା ମୂଲ୍ୟର ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରେ ।

ଏହା ସହିତ, କୋଇଲା ନିଲାମ ଉପରେ ପ୍ରିମିୟମ୍ ଉଦ୍ୟୋଗର ନାଡୀକୁ ସୂଚିତ କରେ ଏବଂ କୋଇଲା ନିଲାମ ପ୍ରିମିୟମର ତୀବ୍ର ହ୍ରାସ ବଜାରରେ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧତାକୁ ନିଶ୍ଚିତ କରେ। ଭାରତର କୋଇଲା ଉଦ୍ୟୋଗ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ରହିଥିବା ନେଇ ନିଶ୍ଚିତ କରେ, କୋଇଲା କମ୍ପାନୀଗୁଡିକ ନିକଟରେ ବହୁ ପରିମାଣରେ କୋଇଲା ମହଜୁଦ ଅଛି । ଏହି ଉପଲବ୍ଧତା କୋଇଲା ଉପରେ ନିର୍ଭରଶୀଳ ବିଭିନ୍ନ କ୍ଷେତ୍ର ପାଇଁ ଏକ ସ୍ଥିର ଯୋଗାଣ ସୁନିଶ୍ଚିତ କରିଥାଏ, ଯାହା ଦେଶର ସାମଗ୍ରିକ ଶକ୍ତି ସୁରକ୍ଷା ଧେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥାଏ।

ଏନସିଆଇରେ ତଳକୁ ଖସିବା ଯୋଗାଣ ଏବଂ ଚାହିଦାକୁ ସମାନ କରି ଏକ ଅଧିକ ସନ୍ତୁଳିତ ବଜାରକୁ ସୂଚିତ କରେ। ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧତା ସହିତ, ଦେଶ କେବଳ ବୃଦ୍ଧି ଚାହିଦା ପୂରଣ କରିବ ନାହିଁ , ବରଂ ଏହାର ଦୀର୍ଘମିଆଦୀ ଶକ୍ତି ଆବଶ୍ୟକତାକୁ ମଧ୍ୟ ସମର୍ଥନ କରି ପାରିବ, ଯାହା ଫଳରେ  ଏକ ଅଧିକ ନମନୀୟ ଏବଂ ସ୍ଥାୟୀ କୋଇଲା ଉଦ୍ୟୋଗ ନିର୍ମାଣ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ପିଲାଙ୍କ ଅନଲାଇନ୍ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.