Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କରିଥିଲେ ଏହି ଦାବି
ଆଜିର ଖବର

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କରିଥିଲେ ଏହି ଦାବି

October 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଗୁରୁବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ନୋଟିସ୍ ର ଜବାବ ଦେବାକୁ ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ କହିଛନ୍ତି।

ବାସ୍ତବରେ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଦୌସାଠାରେ କହିଥିଲେ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରକୁ ଦେଇଥିବା ଦାନର ଲିଫାପା ଖୋଲାଯାଇଥିଲା ସେତେବେଳେ ସେଥିରେ ମାତ୍ର ୨୧ ଟଙ୍କା ମିଳିଥିଲା। ଏ ସମ୍ପର୍କରେ ନିର୍ବାଚନ ଆୟୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ତାଙ୍କ (ପ୍ରିୟଙ୍କା ଗାନ୍ଧୀ) ଭାଷଣର ଭିଡିଓ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗଙ୍କୁ କହିଛୁ ଯେ ଅକ୍ଟୋବର 20 ରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଅଭିଭାଷଣ ଦେଇଛନ୍ତି ଏବଂ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଆଚରଣ ବିଧି ଅନୁସରଣ କରିଛନ୍ତି କି? ଆପଣ ଆଚରଣ ବିଧି ଉପରେ ଅଛନ୍ତି କି? ଆପଣ ମିଥ୍ୟା ବିସ୍ତାର କରିପାରିବେ ନାହିଁ। ଧାର୍ମିକ ଭାବନା ସହିତ ପ୍ରଚାର ମଧ୍ୟ କରାଯାଇପାରିବ ନାହିଁ।

ପ୍ରିୟଙ୍କା ଗାନ୍ଧୀ କ’ଣ କହିଥିଲେ?:

ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଆପଣ ନିଶ୍ଚୟ ଦେଖିଥିବେ। ମୁଁ ଏହାକୁ ଟିଭିରେ ଦେଖିଲି, ଏହା ସତ କି ନୁହେଁ ଜାଣିନି। ପ୍ରଧାନମନ୍ତ୍ରୀ ମୋଦୀ ବୋଧହୁଏ ଦେବନାରାୟଣ ଜୀଙ୍କ ମନ୍ଦିରକୁ ଯାଇଥିଲେ। ସେ ଲିଫାପା ଭର୍ତ୍ତି କରିଥିଲେ। ମୁଁ ଟିଭିରେ ଦେଖିଲି ଯେ ୬ ମାସ ପରେ, ଯେତେବେଳେ ପିଏମ ମୋଦୀ ଦାନ କରିଥିବା ଲିଫାପା ଖୋଳାଗଲା, ସେଥିରୁ ୨୧ ଟଙ୍କା ମିଳିଥିଲା।

ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ମୋଦୀ ପ୍ରିୟଙ୍କା ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

September 5, 2026

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026

ମହିଳା ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

September 5, 2026
Latest News

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

September 5, 2026

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026

ମହିଳା ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

September 5, 2026

ଭାରତୀୟ କ୍ରିକେଟରଙ୍କ ଫିଟନେସ୍ ଟେଷ୍ଟ ଆରମ୍ଭ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.