Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଖେଇଲା ମହାଶିବରାତ୍ରୀ, ଜାଣନ୍ତୁ କେବେ ଏବଂ କେତେବେଳେ ଉଠିବ ମହାଦୀପ
ଆଜିର ଖବର

ପାଖେଇଲା ମହାଶିବରାତ୍ରୀ, ଜାଣନ୍ତୁ କେବେ ଏବଂ କେତେବେଳେ ଉଠିବ ମହାଦୀପ

February 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ହିନ୍ଦୁ ଧର୍ମର ଅନ୍ୟତମ ବଡ ପର୍ବ ହେଉଛି ମହାଶିବରାତ୍ରୀ ବା ଜାଗର। ଏହିଦିନକୁ ଶୈବ୍ୟ ଭକ୍ତମାନେ ଅନେଇ ରହିଥାନ୍ତି। ଏହିଦିନ ଭକ୍ତମାନେ ପୁରା ଉପବାସ କରି ମହାଦ୍ବୀପ ଦେଖିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ମହାଶିବରାତ୍ରୀରେ ସମସ୍ତ ଶୈବ୍ୟପିଠରେ ପ୍ରବଳ ଭିଡ ହୋଇଥାଏ।

ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ଫେବୃୟାରୀ ୨୬ ତାରିଖ ବୁଧବାରରେ ପଡୁଛି। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଶିବରାତ୍ରୀଦିନ ରାତି ୧୦ଟା ବେଳେ ମହାଦୀପ ଉଠିବ ବୋଲି ନିଷ୍ପତି କରାଯାଇଛି। ଅନ୍ୟ ପୂଜା ଯାହା ରହିଛି ତାହା ହେଲା

  • ୨୫ ତାରିଖ ରାତି ୨ଟା ୩୦ ମିନିଟରେ ମନ୍ଦିର ଖୋଲିବ
  • ଭୋର ୩ ଟାରୁ ୩.୩୦ ମିନିଟ ପର୍ଯ୍ୟନ୍ତ ମଙ୍ଗଳା ଆରତି ଓ ଅବକାଶ ନୀତି
  • ଭୋର ୩ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣ ମେଲା
  • ସକାଳ ୬ ଟା ରେ ରୋଷ ହୋମ
  • ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର
  • ଦିନ ୧୨ ଟାରୁ ୧୨ ଟା ୪୫ ମଧ୍ୟରେ ମହାସ୍ନାନ
  • ଅପରାହ୍ନ ୩ଟା ୨୪ ରୁ ୪ ଟା ୪୫ ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
  • ସଂଧ୍ୟା ୭ ଟା ୧୦ ରେ ଠାକୁରଙ୍କ ସଂଧ୍ୟା ଆଳତି
  • ରାତି ୮ ଟା ୧୦ ରେ ଶ୍ରୀଜିୟୁଙ୍କର ବେଢା ପରିକ୍ରମା
  • ରାତି ୧୦ଟାରେ ମହାଦୀପ ଉଠିବ
  • ରାତି ୧୦ଟାରୁ ୧୧ ଟା ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
  • ରାତି ୩ ଟାରେ ହରିହର ଭେଟ

 

ମହାଦୀପ ମହାଶିବରାତ୍ରି ମହାଶିବରାତ୍ରୀ ଲିଙ୍ଗରାଜ
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ରାଜ୍ୟପାଳ ନିଯୁକ୍ତିରେ ବଡ଼ ଅଦଳବଦଳ:୬ ରାଜ୍ୟରେ ନୂଆ ରାଜ୍ୟପାଳ

October 13, 2026
Latest News

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ରାଜ୍ୟପାଳ ନିଯୁକ୍ତିରେ ବଡ଼ ଅଦଳବଦଳ:୬ ରାଜ୍ୟରେ ନୂଆ ରାଜ୍ୟପାଳ

October 13, 2026

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.