Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-କେୟୁଏନ୍ ପୋର୍ଟାଲ ମାଧ୍ୟମରେ କୃଷକମାନଙ୍କୁ ୨୧ ଲକ୍ଷରୁ ଉର୍ଦ୍ଧ୍ଵ ଋଣ ରାଶି ବଣ୍ଟନ
ଆଜିର ଖବର

ଇ-କେୟୁଏନ୍ ପୋର୍ଟାଲ ମାଧ୍ୟମରେ କୃଷକମାନଙ୍କୁ ୨୧ ଲକ୍ଷରୁ ଉର୍ଦ୍ଧ୍ଵ ଋଣ ରାଶି ବଣ୍ଟନ

March 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି

ନୂଆଦିଲ୍ଲୀ: ୨୬ ଟି ବ୍ୟାଙ୍କ ଇ-କିଷାନ ଉପଜ ନିଧି (ଇ-କେୟୁଏନ୍‌) ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇଛନ୍ତି। ଏହାର ବିସ୍ତୃତ ବିବରଣୀ ଆନେକ୍ସରରେ ରହିଛି।

ଇ-କେୟୁଏନ୍‌ ପୋର୍ଟାଲରେ କୃଷକମାନଙ୍କୁ ପଞ୍ଜୀକୃତ କରିବା ପାଇଁ ସରକାରଙ୍କ ସିବିଲ୍ ସ୍କୋରର ଆବଶ୍ୟକତା ନାହିଁ।

୧୭.୦୩.୨୦୨୫ ପର୍ଯ୍ୟନ୍ତ ଇ-କେୟୁଏନ୍‌ ପୋର୍ଟାଲରେ ଋଣ ପାଇଁ ଆବେଦନ କରିଥିବା କୃଷକଙ୍କ ସଂଖ୍ୟାର ରାଜ୍ୟଭିତ୍ତିକ ବିବରଣୀ ନିମ୍ନରେ ପ୍ରଦତ୍ତ। ଏହି ପୋର୍ଟାଲ ଜରିଆରେ କୃଷକଙ୍କୁ ମୋଟ ୨୧ ଲକ୍ଷ ୬୧ ହଜାର ୭୦୦ ଟଙ୍କା ଋଣ ରାଶି ପ୍ରଦାନ କରାଯାଇଛି।

ରାଜ୍ୟ ଚାଷୀଙ୍କ ସଂଖ୍ୟା
ଆନ୍ଧ୍ରପ୍ରଦେଶ ୧
ଗୁଜରାଟ ୫
କର୍ଣ୍ଣାଟକ ୧
ମଧ୍ୟପ୍ରଦେଶ ୨
ରାଜସ୍ଥାନ ୧୦
ସମୁଦାୟ ୧୯

ଆନେକ୍ସର

୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧୪ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ
ବ୍ୟାଙ୍କ ଅଫ୍ ଇଣ୍ଡିଆ ଆନ୍ଧ୍ର ପ୍ରଗତି ଗ୍ରାମୀଣ ବ୍ୟାଙ୍କ
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ବରୋଦା ଗୁଜୁରାଟ ଗ୍ରାମୀଣ ବ୍ୟାଙ୍କ
କାନାରା ବ୍ୟାଙ୍କ ବରୋଦା ରାଜସ୍ଥାନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ
ସେଣ୍ଟ୍ରାଲ ବ୍ୟାଙ୍କ ବରୋଦା ଉତ୍ତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କ
ଏଚଡିଏଫସି ବ୍ୟାଙ୍କ କର୍ଣ୍ଣାଟକ ଗ୍ରାମୀଣ ବ୍ୟାଙ୍କ
ଆଇସିଆଇସିଆଇ ବ୍ୟାଙ୍କ କର୍ଣ୍ଣାଟକ ବିକାଶ ଗ୍ରାମୀଣ ବ୍ୟାଙ୍କ
ଆଇଡିବିଆଇ ବ୍ୟାଙ୍କ କେରଳ ଗ୍ରାମୀଣ ବ୍ୟାଙ୍କ
ଇଣ୍ଡିଆନ ବ୍ୟାଙ୍କ ମଧ୍ୟପ୍ରଦେଶ ଗ୍ରାମୀଣ ବ୍ୟାଙ୍କ
ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ମହାରାଷ୍ଟ୍ର ଗ୍ରାମୀଣ ବ୍ୟାଙ୍କ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମେଘାଳୟ ଗ୍ରାମୀଣ ବ୍ୟାଙ୍କ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁଡୁବଇ ଭାରଥୀଆର ଗ୍ରାମ ବ୍ୟାଙ୍କ (ପୁଡୁଚେରୀ)
ୟୁକୋ ବ୍ୟାଙ୍କ ସପ୍ତଗିରି ଗ୍ରାମୀଣ ବ୍ୟାଙ୍କ (ଆନ୍ଧ୍ରପ୍ରଦେଶ)
  ସର୍ବ ହରିୟାଣା ଗ୍ରାମୀଣ ବ୍ୟାଙ୍କ
  ତାମିଲନାଡୁ ଗ୍ରାମ ବ୍ୟାଙ୍କ

ଏହି ସୂଚନା କେନ୍ଦ୍ରୀୟ ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ରାଜ୍ୟ ମନ୍ତ୍ରୀ ନିମୁବେନ ଜୟନ୍ତୀଭାଇ ବାମ୍ଭନିଆ ଆଜି ଲୋକସଭାରେ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

June 13, 2026

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026
Latest News

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

June 13, 2026

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.