Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି
ଆଜିର ଖବର

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆତଙ୍କବାଦୀ
ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

ଦିଲ୍ଲୀ: ଆଫ୍ରିକୀୟ ମହାଦେଶରେ ଅବସ୍ଥିତ ମାଲିକୁ ଅଲକାଏଦା ଦଖଲ କରିବାର ଆଶଙ୍କା ବଢ଼ୁଛି। ଏହି ଦେଶଟି ଦୀର୍ଘ ସମୟ ଧରି ଆତଙ୍କବାଦୀ ହିଂସା ଏବଂ ଅବରୋଧର ସମ୍ମୁଖୀନ ହେଉଛି। ଏହି ସମୟରେ ଅଲକାଏଦା ଆତଙ୍କବାଦୀମାନେ ସୁଯୋଗ ଦେଖି ରାଜଧାନୀ ବମାକୋକୁ ଘେରି ଯାଇଛନ୍ତି, ରାଜଧାନୀକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛନ୍ତି। ଆଶଙ୍କା କରାଯାଉଛି ଯେ, ଅଲକାଏଦା ଖୁବ୍ ଶୀଘ୍ର ବମାକୋକୁ ଦଖଲ କରିବ।

ଏହା ସହିତ ସମଗ୍ର ମାଲି ଅଲକାଏଦା ନିୟନ୍ତ୍ରଣରେ ରହିବ। ସାଟେଲାଇଟ୍ ଚିତ୍ରଗୁଡ଼ିକ ମାଲିର ପେଟ୍ରୋଲ ପମ୍ପରେ ଯାନବାହାନର ଲମ୍ବା ଧାଡ଼ି ଦେଖାଉଛି। ଜମାତ ନୁସରତ ଅଲ-ଇସଲାମ ଓ୍ଵାଲ-ମୁସଲିମିନ (JNIM) ନାମକ ଏକ ଗୋଷ୍ଠୀ ବମାକୋକୁ ଦଖଲ କରିବା ଉଦ୍ଦେଶ୍ୟରେ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛି। ସୂଚନା ଅନୁଯାୟୀ JNIM ମାଲିରେ ଏକ ବିଦ୍ରୋହ କରିବାକୁ ଏବଂ ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ସଂଗ୍ରହ କରିବାକୁ ଚାହୁଁଛି।

ଅଲକାଏଦା ଆତଙ୍କବାଦୀ ହିଂସା ଆଫ୍ରିକୀୟ ଦେଶ ମାଲି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.