ଭୁବନେଶର: ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ ହୋଇଥିବାର ସୂଚନା ରହିଛି । ଭୋର ସମୟରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବାର ଜଣ ପଡିଛି । ତେବେ ନିଆଁକୁ ଅଗ୍ନିଶର୍ମ ବାହିନୀ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ଖାରବେଳନଗର ପୋଲିସ ଉପସ୍ଥିତ ରହିଛନ୍ତି। ଏଟିଏମ ଏସିରୁ ନିଆଁ ଲାଗିଥିଲା ବୋଲି ସୂଚନା ରହିଛି । ତେବେ ବ୍ୟାଙ୍କଟି ଅଳ୍ପକେ ବର୍ତ୍ତିଯାଇଛି ।।


