ଅନୁଗୁଳ : ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜେଜେର ମୃତ୍ୟୁ ଘଟିଛି । ଆଠମଲ୍ଲିକ ବ୍ଲକ ପାଇକ ସାହିରେ ଅଭାବନୀୟ ଘଟଣା ଘଟିଛି । ଲୁଗା ଶୁଖାଉଥିବାବେଳେ ନାତୁଣୀକୁ ଲାଗିଥିଲା କରେଣ୍ଟ । ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜେଜେଙ୍କର ମୃତ ଘଟିଛି । ନାତୁଣୀ ଗୁରୁତର ଅବସ୍ଥାରେ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।


