Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ
ଆଜିର ଖବର

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?
ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

ଭୁବନେଶ୍ଵର : ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ଅଛି କହିଲେ ମନ୍ତ୍ରୀ । ଆତଙ୍କିତ ହୋଇ ତେଲ ନ କିଣିବାକୁ କହିଛନ୍ତି । ଟାଙ୍କିରେ ବହୁତ ଭିଡ ବଢିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ । ଏନେଇ ସରକାର ପକ୍ଷରୁ କୌଣସି ନିୟମ କରାଯାଇନହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟରେ ୧୩ ଦିନ ପାଇଁ ତେଲ ମହଜୁଦ ଅଛି ବୋଲି କହିଛନ୍ତି ମନ୍ତ୍ରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାେଗରେ ଗିରଫ ହେଲେ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି

October 6, 2026

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

October 6, 2026

କେଉଁ ଜିନିଷରେ ସରକାରଙ୍କୁ ସବୁଠୁ ଅଧିକ ଟିକସ ମିଳେ? ଜାଣନ୍ତୁ ଟିକସ ବ୍ୟବସ୍ଥାର ରୋଚକ ହିସାବ

October 6, 2026

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026
Latest News

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.