Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ
ଆଜିର ଖବର

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର କୁମାରଙ୍ଗ କୃଷି ସେବା
ବାଣପୁର କୁମାରଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

ବାଣପୁର: ବାଣପୁର ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧୀନ କୁମାରାଙ୍ଗ କୃଷି ସେବା ସମବାୟ ସମିତି ତରଫରୁ ଖରିଫ ଧାନ ଚାଷ ନିମନ୍ତେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସାର ସରକାରୀ ରିହାତି ଦରରେ ବଣ୍ଟନ କରାଯାଉଛି। ସମିତିର ସମ୍ପାଦକ ସଂଜୀବ କୁମାର ସାହୁ କହିବା ମୁତାବକ ଏହି ସମିତିରେ ୧୨ସହରୁ ଉର୍ଦ୍ଧ ଚାଷୀ ଏହି ସମିତି ଉପରେ ସାର ପାଇଁ ନିର୍ଭର ଶିଳ, ବର୍ତ୍ତମାନ ଇଉରିଆ ୧୧୫୮ବ୍ୟାଗ, ସୁପର ୩୫୦ବ୍ୟାଗ ଏବଂ ନାଁନ ଲିକୁରି ୩୬ଲିଟର ଆମ ସେମିତିକୁ ଆସିଥିବା ବେଳେ ସେଥିମଧ୍ୟରୁ ୪୧୪ଜଣ ଚାଷୀ ୟୁରିଆ ୪୮୦ ବ୍ୟାଗ, ସୁପର ୧୯୦ ବ୍ୟାଗ ଓ ନାନୋ ୫ ଲିଟରରୁ ଉର୍ଦ୍ଧ ନେଇଛନ୍ତି।

ସମିତିର ସଭାପତି ମନୋଜ କୁମାର ପ୍ରଧାନ ଯେଭଳି ସମସ୍ତ ଚାଷୀକୁଳ ସାର ପାଇ ପାରିବେ ତାହାର ବ୍ୟବସ୍ଥା କରିଥିବାର କହିଛନ୍ତି। ଚାଷୀମାନେ ସୁରୁଖୁରୁରେ ସାର ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ସାର ବଣ୍ଟନ ପାଇଁ କର୍ମଚାରୀ ଗୌତମ ସାହୁ, ଗୋପାଳ ଚନ୍ଦ୍ର ମିଶ୍ର ସହଯୋଗ କରୁଥିବାବେଳେ ବର୍ତମାନ ରୁଆ ବେଉସଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସୁରୁଖୁରୁରେ ସାର ବଣ୍ଟନ କରାଯିବ ବୋଲି ସମ୍ପାଦକ ସଂଜୀବ ସାହୁ କହିଛନ୍ତି।

କୁମାରଙ୍ଗ କୃଷି ସେବା କୁମାରାଙ୍ଗ କୃଷି ସେବା ସମବାୟ ସମିତି ବାଣପୁର କୁମାରଙ୍ଗ କୃଷି ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.