Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ
ଆଜିର ଖବର

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: କଟକ ଜିଲ୍ଲା ବାଙ୍କୀସ୍ଥିତ ମହାନଦୀର ଘୋଡ଼ାବର ତୁଠରେ ୩ ଯୁବକ ଗାଧୋଉଥିବା ବେଳେ ପ୍ରବଳ ସୁଅରେ ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନାନୁଯାୟୀ, କଟକ ଚାଉଳିଆଗଞ୍ଜ ଅଞ୍ଚଳର ୩ ଜଣ ସାଙ୍ଗ ଅଂଶୁପା ବଣଭୋଜି ପାଇଁ ଆସିଥିଲେ। ଭୋଜି ସାରି ଅପରାହ୍ନରେ ୩ ଜଣଯାକ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଜଣେ ସୁଅରେ ଭାସିଯାଇଥିଲେ। ଖବର ପାଇ ଡମ୍ପଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ତୃତୀୟ ଯୁବକଙ୍କର ଖୋଜାଖୋଜି ଜାରି ରଖିଛି।

ଜଣେ ନିଖୋଜ ଭାସିଗଲେ ଯୁବକ ମହାନଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026

ଅଷ୍ଟ୍ରେଲିଆର ପରାଜୟ ପରେ ବଦଳିଲା ସମୀକରଣ: କେମିତି WTC ଫାଇନାଲରେ ଯିବ ଟିମ୍ ଇଣ୍ଡିଆ?

November 1, 2026

ବଡ଼ କ୍ଷତିରେ ତୈଳ କମ୍ପାନୀ: ୩୭୦ ଟଙ୍କା ମହଙ୍ଗା ହେବ LPG ସିଲିଣ୍ଡର!

November 1, 2026

ଡବଲ ଇଞ୍ଜିନ, ଡବଲ ଶୂନ: ଯୋଗୀଙ୍କୁ ଅଖିଳେଶଙ୍କ କଟାକ୍ଷ

November 1, 2026
Latest News

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026

ଅଷ୍ଟ୍ରେଲିଆର ପରାଜୟ ପରେ ବଦଳିଲା ସମୀକରଣ: କେମିତି WTC ଫାଇନାଲରେ ଯିବ ଟିମ୍ ଇଣ୍ଡିଆ?

November 1, 2026

ଜର୍ମାନୀରେ ଜେନ-ଜି ଆନ୍ଦୋଳନ ଉଗ୍ର: ୩୪ ସହରରେ ବ୍ୟାପକ ହିଂସା

November 1, 2026

ବଡ଼ କ୍ଷତିରେ ତୈଳ କମ୍ପାନୀ: ୩୭୦ ଟଙ୍କା ମହଙ୍ଗା ହେବ LPG ସିଲିଣ୍ଡର!

November 1, 2026

ଡବଲ ଇଞ୍ଜିନ, ଡବଲ ଶୂନ: ଯୋଗୀଙ୍କୁ ଅଖିଳେଶଙ୍କ କଟାକ୍ଷ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.