Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୋଷଣା ହେଲା 2020 ଗୋଲ୍ଡେନ୍‌ ଗ୍ଲୋବ୍‌ ମନୋନୟନ : ଟମ୍‌ ହ୍ୟାଙ୍କସଙ୍କୁ ଜୀବନବ୍ୟାପୀ ପୁରସ୍କାର
ଆଜିର ଖବର

ଘୋଷଣା ହେଲା 2020 ଗୋଲ୍ଡେନ୍‌ ଗ୍ଲୋବ୍‌ ମନୋନୟନ : ଟମ୍‌ ହ୍ୟାଙ୍କସଙ୍କୁ ଜୀବନବ୍ୟାପୀ ପୁରସ୍କାର

December 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ,10/12 : 2020 ବର୍ଷ ପାଇଁ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍‌ ଗ୍ଲୋବ୍‌ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍‌ ଆଲେନ୍‌, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍‌ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍‌ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍‌ ସ୍କୋର୍ସେସ୍‌ଙ୍କ ଦ ଆଇରିସମ୍ୟାନ୍‌ ଏବଂ କ୍ବେଣ୍ଟିନ୍‌ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌ 5ଟି ବର୍ଗରେ ମନୋନୀତ ହୋଇଛି । ହଲିଉଡ୍‌ ଅଭିନେତା ଟମ୍‌ ହ୍ୟାଙ୍କସଙ୍କୁ ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସେସିଲ ବି ଡେ ମିଲ୍ଲେ ପୁରସ୍କାର ପ୍ରଦାନ କରାଯିବ । ଟେଲିଭିଜନ୍‌ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଲେନ୍‌ ଡିଜେନେରିସ୍‌ଙ୍କୁ କାରୋଲ୍‌ ବର୍ଣ୍ଣେଟ୍‌ ପୁରସ୍କାର ପ୍ରଦାନ କରାଯିବ । (ଏଜେନ୍ସୀ)

goldenglobe scarletjohanson
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ-୨୦୨୭ ନିଲାମ ପୂର୍ବରୁ ମୁକ୍ତି ହେବେ ୧୧ ବଡ଼ ବ୍ୟାଟସମ୍ୟାନ୍!: ଦେଖନ୍ତୁ ତାଲିକା

September 18, 2026

କଟକ ଶାରଦୀୟ ଦୁର୍ଗାପୂଜା: ଆଜିଠୁ କାର୍ଯ୍ୟକ୍ଷମ ହେଲା ସିଙ୍ଗଲ୍ ୱିଣ୍ଡୋ

September 18, 2026

ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

September 18, 2026

ଓଡ଼ିଶାସ୍କିଲ୍ସ ୨୦୨୬–୨୭: ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨

September 18, 2026
Latest News

ଆଇପିଏଲ-୨୦୨୭ ନିଲାମ ପୂର୍ବରୁ ମୁକ୍ତି ହେବେ ୧୧ ବଡ଼ ବ୍ୟାଟସମ୍ୟାନ୍!: ଦେଖନ୍ତୁ ତାଲିକା

September 18, 2026

କଟକ ଶାରଦୀୟ ଦୁର୍ଗାପୂଜା: ଆଜିଠୁ କାର୍ଯ୍ୟକ୍ଷମ ହେଲା ସିଙ୍ଗଲ୍ ୱିଣ୍ଡୋ

September 18, 2026

ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

September 18, 2026

ଓଡ଼ିଶାସ୍କିଲ୍ସ ୨୦୨୬–୨୭: ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨

September 18, 2026

ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.